ତାଜା ଖବର ରାଜ୍ୟ ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନ, ସ୍କୁଲ ବସକୁ ଲକ୍ଷାଧିକ ଟଙ୍କା ଜୋରିମାନା July 30, 2024 Nirvay ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡ଼ିଛି। ଯାଞ୍ଚ ସମୟରେ ବସର ପରମିଟ, ଟ୍ୟାକ୍ସ, ଇନ୍ସୁରାନ୍ସ ଫିଟନେସ ନଥିବାରୁ ୧ଲକ୍ଷ ୨୨ହଜାର ୪୮୮ ଟଙ୍କାର ଚାଲାଣ…
ତାଜା ଖବର ରାଜ୍ୟ ଶାବକକୁ ଜନ୍ମଦେଲା ବାଘୁଣୀ ମୌସୁମୀ July 30, 2024 Nirvay ନନ୍ଦନକାନନକୁ ଆସିଛି ନୂଆ ଅତିଥି। ନନ୍ଦନକାନନରେ ବାଘୁଣୀର ପ୍ରସବ । କାଲି ରାତିରେ ନନ୍ଦନକାନନରେ ଶାବକକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ। ଏହା ପୂର୍ବରୁ ବାଘୁଣୀ ମୌସୁମୀର ୩ଟି ଶାବକ ଥିବା ସୂଚନା ମିଳିଛି । ଉଭୟ ମା’ ଓ…
ରାଜନୀତି ରାଜ୍ୟ ବଜେଟ୍ର ସଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ‘ଭିଜନ-୨୦୩୬’ର ଖସଡ଼ା ପ୍ରସ୍ତୁତି July 30, 2024 Nirvay ୨୦୨୪-୨୫ ବଜେଟ୍ର ସଧାରଣ ଆଲୋଚନା ଉପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ ୨୫ ତାରିଖରେ ବର୍ଷ ୨୦୨୪-୨୫ର ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲି । ୨୯…
ତାଜା ଖବର ଦେଶ ରାଜ୍ୟ ହାଓ୍ବଡା-ମୁମ୍ବାଇ ଟ୍ରେନ ଟ୍ରାଜେଡି: ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ July 30, 2024 Papirani ଝାଡଖଣ୍ଡ ଚକ୍ରଧରପୁର ରେଳ ଡିଭିଜନ ରାଜଖରସୁଆଁ ବଡ଼ବାମ୍ବୁ ନିକଟରେ ହୋଇଥିବା ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଆଜି ଭୋର୍ ସମୟରେ ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଘଟଣାରେ ଦକ୍ଷିଣ ପୂର୍ବ ରେଳପଥର ସହାୟତା ଘୋଷଣା କରିଛି। ରାଉରକେଲାର…
ତାଜା ଖବର ରାଜ୍ୟ ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ July 30, 2024 Papirani ଗତ କିଛି ଦିନ ଧରି ଲଗାତର ଭାବେ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବା ବେଳେ ପୁଣି ଆଜି ସମ୍ବଲପୁର ସରଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା।…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବ ସରକାରଙ୍କ ପାଇଁ ଘର ପାଇଲେନି ୬ ଲକ୍ଷରୁ ଅଧିକ ହିତାଧିକାରୀ July 30, 2024 Papirani ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ପାଇଲେନି ଲୋକେ । ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଚାକିରି ଅପେକ୍ଷାରେ ଅଛନ୍ତି ୧୦ ଲକ୍ଷ ଯୁବକଯୁବତୀ July 30, 2024 Papirani ଆଜି ବିଧାନସଭାର ସପ୍ତମ ଦିନରେ ଗୃହରେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ରାଜ୍ୟରେ ଯୁବକ ଯୁବତୀଙ୍କ ଚାକିରି ସମସ୍ୟା ଉପରେ କରିଥିବା ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ବେଆଇନ ଭାବେ ନିର୍ମାଣ ହୋଇଛି ୭୧୯ ଆପାର୍ଟମେଣ୍ଟ July 30, 2024 Papirani ଆଜି ବିଧାନସଭାର ସପ୍ତମ ଦିନରେ ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁନେଇ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି । ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ କୃଷ୍ଣ…
ତାଜା ଖବର ରାଜ୍ୟ ରଥରେ ଅନଧିକୃତ ବ୍ୟକ୍ତି ଚଢ଼ିବା ଘଟଣା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ July 30, 2024 Nirvay ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବାହୁଡ଼ାରେ ସୁଭଦ୍ରାଙ୍କ ରଥ ଉପରେ ଅନଧିକୃତ ବ୍ୟକ୍ତି ଚଢ଼ି ଯାଇଥÒଲେ । ତେଣୁ ସେମାନଙ୍କ ବିରୁଦ୍ଧରେ କାରଣ ଦର୍ଶାଅ…
ତାଜା ଖବର ଦେଶ ରାଜ୍ୟ ଟ୍ରେନ ଟ୍ରାଜେଡି: ୨ ମୃତକ ରାଉରକେଲାର July 30, 2024 Nirvay ମଙ୍ଗଳବାର ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଏ ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଚକ୍ରଧରପୁର…