Category: ରାଜ୍ୟ

President Arrived In Bhubaneswar: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମହାମହିମ। ସେଠାରେ ରାଜ୍ୟପାଳ ଓ…

BJD Press Meet On Voter Chori Allegations: ଏପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କୁ ପଚାରିଥିବା ଅନେକ ପ୍ରଶ୍ନର ସ୍ପଷ୍ଟ
ଉତ୍ତର ମିଳିନାହିଁ: ବିଜେଡି

୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଅନିୟମିତତାକୁ ନେଇ ବିଜୁ ଜନତା ଦଳ ତରଫରୁ ଦେଶର ନିର୍ବାଚନ କମିସନରଙ୍କୁ ଦୁଇ ଦୁଇ ଥର ଭେଟି ଲିଖିତ ଭାବରେ ପଚରା ଯାଇଥିବା ବିଭିନ୍ନ ଅସମାହିତ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ମିଳିପାରି ନାହିଁ…

Subhadra Shakti Mela In Rayagada: ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳାର ଉଦଘାଟନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ପାଇଁ ଏକ ପ୍ରମୁଖ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଏବଂ ଏଥିସହିତ ଜିଲ୍ଲାରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ…

President’s Odisha Tour: ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବିଭିନ୍ନ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବିଭିନ୍ନ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ବହୁ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି । ସୋମବାରଠାରୁ ଆରମ୍ଭ ହେଉଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛଅ ଦିନିଆ ରାଜ୍ୟ ଗସ୍ତ ପୂର୍ବରୁ, ରାଜଧାନୀରେ…

Union Budget 2026: ରେଳ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ଅନୁଦାନ

କେନ୍ଦ୍ର ରେଳ ବଜେଟରେ ୧୦,୯୨୮ କୋଟି ଟଙ୍କାର ବ୍ୟୟବରାଦ ସହିତ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିଛି। ଓଡ଼ିଶା ପାଇଁ ବାର୍ଷିକ ହାରାହାରି ରେଳବାଇ ଆବଣ୍ଟନ ୨୦୦୯-୧୪ ମଧ୍ୟରେ ୧,୧୭୧ କୋଟିରୁ ବୃଦ୍ଧି ପାଇ ଚଳିତ ବଜେଟ୍ ଚକ୍ରରେ ୧୦,୯୨୮ କୋଟିରେ…

Nandankanan Gets New Director: IFS ସନତ କୁମାର ଏନ୍ ହେଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ

IFS ସନତ କୁମାର ଏନ୍ ହେଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ। ଓଡ଼ିଶା ସରକାର ଭାରତୀୟ ବନ ସେବା (IFS) ଅଧିକାରୀ ସନତ କୁମାର ଏନଙ୍କୁ ନନ୍ଦନକାନନ ଜୈବିକ ଉଦ୍ୟାନର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ନନ୍ଦନକାନନର ଉପନିର୍ଦ୍ଦେଶକ ଭାବରେ…

Transgender Protest: ରାଜଧାନୀରେ କିନ୍ନରଙ୍କୁ ହତ୍ୟା ଘଟଣା: ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସମାଜ

ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ପିପିଲି ଥାନା ଅନ୍ତର୍ଗତ ଉତ୍ତରା ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା ଘଟଣାରେ କିନ୍ନର ଗୋଷ୍ଠୀର ହଲ୍ଲାବୋଲ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି । ଗତକାଲି ରାତିଠାରୁ…

Schools To Remain Closed In Jajpur Tomorrow: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାଲି ଯାଜପୁର ପୌରାଞ୍ଚଳରେ ସ୍କୁଲ୍‌ ଛୁଟି ଘୋଷଣା

କାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମା ବିରଜା ଦର୍ଶନ ଓ ପିଣ୍ଡଦାନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପୌରପାଳିକା ସମେତ ସହର ସଂଲଗ୍ନ ଘରୋଇ ବିଦ୍ୟାଳୟ ସମେତ ସବୁ…

Mission Shakti: ନୂଆ ରୂପ ପାଇବ ମିଶନ ଶକ୍ତି; ନୂଆ ଡ୍ରେସ୍‌ କୋଡ୍‌ ସହ ମିଳିବ ଆଇଡି କାର୍ଡ ଓ ସ୍ମାର୍ଟ ଫୋନ୍‌

ରାଜ୍ୟ ସାରା ମହିଳାମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏହାର ପ୍ରମୁଖ ମିଶନ ଶକ୍ତି କାର୍ଯ୍ୟକ୍ରମର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂଆ ରୂପ ପାଇବ ମିଶନ ଶକ୍ତି। ବଦଳିବ ଡ୍ରେସ୍‌ କୋଡ୍‌ । ଏ ନେଇ…

Rajya Sabha Elections: ରାଜ୍ୟର ସ୍ବାର୍ଥ ପାଇଁ ନବୀନଙ୍କ ସହ ଖୁବଶୀଘ୍ର ଭେଟଘାଟ ହେବ: ଭକ୍ତ ଦାସ

ଦଳର ମର୍ଯ୍ୟାଦା ଏବଂ ରାଜ୍ୟ ସ୍ୱାର୍ଥ ପାଇଁ ଓଡ଼ିଶା କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢ଼ିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ ଦାସ ଯାଜପୁର ଗସ୍ତ ସମୟରେ ପ୍ରତିକ୍ରିୟା ଦେଇ କହିଛନ୍ତି…