ତାଜା ଖବର ରାଜ୍ୟ Free Uniforms To ‘Shishu Vatika’ Students: ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ February 4, 2026 Papirani ସରକାରୀ ସ୍କୁଲର ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ । ଫେବ୍ରୁଆରୀ ୧୫ ସୁଦ୍ଧା ମାଗଣା ପୋଷାକ ଏବଂ ଆନୁସାଙ୍ଗିକ ସାମଗ୍ରୀ ବଣ୍ଟନ ଶେଷ କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ…
ତାଜା ଖବର ରାଜ୍ୟ Summer Forest Fires In Odisha: ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପ୍ରାକ୍ ପ୍ରସ୍ତୁତି; ଟୋଲ୍ ଫ୍ରି ନମ୍ବର ଜାରି କଲା ବନ ବିଭାଗ February 4, 2026 Papirani ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଓଡ଼ିଶାର ସବୁଜ ବନାନୀକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ଅଣ୍ଟା ଭିଡ଼ାଯାଇଛି। ଏଥର ଜଙ୍ଗଲ ନିଆଁକୁ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ଥାନୀୟ ସଜାଗତା ଉପରେ ଗୁରୁତ୍ୱ ଦେଇଛନ୍ତି…
ରାଜନୀତି ରାଜ୍ୟ People Turn Against BJP: ଦଳରେ କନ୍ଦଳ, ଜନତା ଅସନ୍ତୁଷ୍ଟ, ଭାଜପା ପ୍ରତି ବଢୁଛି ବିପଦ ଆଶଙ୍କା February 4, 2026 Papirani ୨୮ଟି ନୂଆ ଏନଏସି ଏବଂ ୭ଟି ନୂଆ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆନୁସଙ୍ଗିକ ପ୍ରାରମ୍ଭିକ ବ୍ୟବସ୍ଥା ଆରମ୍ଭ ହୋଇଛି। ଓ୍ବାର୍ଡ ପୁନର୍ଗଠନ, ଆସନ ସଂରକ୍ଷଣ ମାର୍ଚ୍ଚ ଭିତରେ ସରିଯିବ। ଏହା ବାଦ ପୁରୀ ଓ ସମ୍ବଲପୁର ମହାନଗର ନିର୍ବାଚନଟି ହେବ। ପୁରୁଣା…
ତାଜା ଖବର ରାଜ୍ୟ Class 9 Girl Gang-Raped In Balangir: ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣା: ୫ ଜଣ ନାବାଳକ ସମେତ ୬ ଗିରଫ February 4, 2026 Nirvay ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଏହି ଘଟଣାରେ ୫ ଜଣ ନାବାଳକଙ୍କ ସମେତ ଜଣେ ସାବାଳକକୁ ଗିରଫ କରିଛି ତୁରେକେଲା ପୋଲିସ । ଗତ…
ତାଜା ଖବର ରାଜ୍ୟ Revenue Services Will Be Available On WhatsApp: ହ୍ବାଟସ ଆପରେ ମିଳିବ ରାଜସ୍ୱ ସେବା February 4, 2026 Papirani ହ୍ବାଟସ ଆପରେ ମିଳିବ ରାଜସ୍ୱ ସେବା । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଯାହା ଦ୍ୱାରା ନାଗରିକମାନେ ଅଫିସ୍କୁ ନଯାଇ…
ରାଜ୍ୟ Luxurious Caravan Tourist Service Launched: ଓଡ଼ିଶାରେ ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ February 4, 2026 Nirvay ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି କାରାଭାନ ସେବା । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ…
ଦେଶ ରାଜ୍ୟ DRDO Successfully Tests SFDR: ଚାନ୍ଦିପୁରରୁ SFDR ଟେକ୍ନୋଲୋଜିର ସଫଳ ପରୀକ୍ଷଣ କଲା ଡିଆରଡିଓ February 4, 2026 Nirvay ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR) ପ୍ରଯୁକ୍ତିବିଦ୍ୟା ସଫଳ ପରୀକ୍ଷଣ କରିଛି । ଏହି ସଫଳ ପରୀକ୍ଷଣ ସହିତ, ଭାରତ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା…
ରାଜ୍ୟ President Murmu In Puri: ଶ୍ୱେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ February 4, 2026 Nirvay ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ପୂରିଗସ୍ତ କରିଥିବାବେଳେ ଆଜି ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବା ସହ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ଥିବାରୁ ସକାଳ ୬ଟାରୁ ଦିନ ୧୦ଟା ଯାଏ ସାଧାରଣ ଦର୍ଶନ ବନ୍ଦ…
ତାଜା ଖବର ରାଜନୀତି ରାଜ୍ୟ Congress Target State govt: ମୁନ୍ଦିଏ ପାଣି ଦେବାକୁ ଅସମର୍ଥ, ବିକଶିତ ଭାରତ ଗଢ଼ିବେ କେମିତି: ଭକ୍ତ February 3, 2026 Papirani ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପଞ୍ଚାୟତକୁ ଗସ୍ତକରି ପିସିସି ସେଠାରେ ଦେଖାଦେଇଥିବା ବିଷୁଦ୍ଧ ପାନୀୟଜଳ ସଂକଟ ବିଷୟରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ…
ତାଜା ଖବର ରାଜନୀତି ରାଜ୍ୟ Kanya Vivah Yojana: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା; ନାରୀ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବା ଉଚିତ: ବିଜେଡି February 3, 2026 Papirani ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଶୁଭାରମ୍ଭ କରିଥିଲା ବେଳେ ପଡୋଶୀ କନ୍ଧମାଳ ଜିଲ୍ଲାରେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ ଭଳି ଲଜ୍ୟାଜନକ ଖବର ଆସୁଛି ଓ ଓଡ଼ିଶାରେ କନ୍ୟା ଅସୁରକ୍ଷିତ ଥିବାବେଳେ…