Category: ରାଜ୍ୟ

ସୁଭଦ୍ରା ଯୋଜନା ନାଁରେ ବିଜେପି ଚଞ୍ଚକତା କରୁଛି: ବିଜେଡି

ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଦଳର ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଲେ, ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ବିଜେପିର ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ…

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ରାଜ୍ୟପାଳଙ୍କ ପ୍ରତିଶ୍ରୁତି

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ତୁରନ୍ତ ନବୀକରଣ କରିବା ପାଇଁ ମହାମହିମ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ। ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ସୁଭଦ୍ରା ଯୋଜନା ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: ବିଜେପି

ମହିଳା ସଶକ୍ତିକରଣ କ୍ଷେତ୍ରରେ “ସୁଭଦ୍ରା ଯୋଜନା” ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ବିଧାନସଭାରେ ଘୋଷଣା କରିଛନ୍ତି । ମୋଦିଙ୍କ ଗ୍ୟାରେଂଟିମାନେ ପ୍ରତିଶ୍ରୁତି ପୂରଣ ହେବାର ଗ୍ୟାରେଂଟି ।…

ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଲା ବିଜେଡି ଓ କଂଗ୍ରେସ

ରାଜ୍ୟ ସରକାର ବିଧାନସଭାରେ ଆଜି ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିବା ପରେ ସାମ୍ୱାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେପିକୁ ଟାର୍ଗେଟ କରି ବିଜେଡି କହିଛି ଏ ବିଜେପି ସରକାର ମିଛୁଆ ରାଧୁଆର ସରକାର…

ମଦ ମୃତ୍ୟୁ ମାମଲା: ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ର ଗସ୍ତକୁ ପ୍ରଦୀପଙ୍କ ସମାଲୋଚନା

ଆଜି ସାମ୍ୱାଦିକ ସମ୍ମିଳନୀରେ ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ର କରିଥିବା ଗସ୍ତକୁ ସମାଲୋଚନା କରିବା ସହ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ। ସେ ସାମ୍ୱାଦିକ ସମ୍ମିଳନୀ ମଧ୍ୟରେ କହିଛନ୍ତି ୨୪ ବର୍ଷ…

ପିସିସି ଷ୍ଟିୟରିଂ କମିଟିରେ ସାମିଲ ହେଲେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ କିନ୍ତୁ ସ୍ଥାନ ପାଇଲେନି ତାରା

ଓଡିଶା ପାଇଁ ପରିଚାଳନା କମିଟିରେ ସ୍ଥାୟୀ ନିମନ୍ତ୍ରଣ ଭାବରେ ପିସିସି ଷ୍ଟିୟରିଂ କମିଟିରେ ସାମିଲ ହେଲେ ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର , ରାମ ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା, ଶରତ ରାଉତ । ଏହି…

ମାତୃଜାତିର ଅସମ୍ମାନ ବିଜେଡିର ଚରିତ୍ର: ବିଜେପି

ପବିତ୍ର ବିଧାନସଭା ଗୃହରେ ବାଚସ୍ପତିଙ୍କ ଉପରେ ଆକ୍ରମଣ ଭଳି ସ୍ଥିତି ସୃଷ୍ଟି କରି ଜଣେ ମହିଳାଙ୍କ ଉପରେ ବିଜେଡି ବିଧାୟକଙ୍କ ବ୍ୟବହାର/ଆଚରଣ ଅତ୍ୟନ୍ତ ଲଜ୍ଜାଜନକ, ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ମହିଳା ବାଚସ୍ପତିଙ୍କୁ ସର୍ବାଧିକ ସମ୍ମାନ ଦେବା…

ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି

ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନାର ଏସ୍ଓପି । ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୨ ଅଗଷ୍ଟ ୨୦୨୪ ତାରିଖରେ ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତ ଅନୁଯାୟୀ ଏହି ଯୋଜନା ଆର୍ଥିକ…

ଆଜି ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆଜି ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆଜି ଅପରାହ୍ଣ ୨ଟାରେ ପୁଣି ଶ୍ରୀମନ୍ଦିର ରନ୍‌ଭଣ୍ଡାର ଖୋଲାଯାଇଛି। ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମ ନିକଟ…

ଚିକିଟି ମଦମୃତ୍ୟୁ ମାମଲା; ଆଇସିୟୁରେ ଭର୍ତ୍ତି ହେଲେ ଆଉ ଦୁଇ ଅସୁସ୍ଥ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଆଜି ଆଉ ଦୁଇ ଜଣ ଗୁରୁତର ହୋଇ ଆଇସିଉରେ ଭର୍ତ୍ତି ହୋଇଛନ୍ତି ।…