ରାଜ୍ୟ ଗୋରୁ ବୋଝେଇ କଣ୍ଟେନର ଜବତ April 5, 2024 Nirvay ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ପାଖରୁ ତେଲକୋଇ ପୁଲିସ ଦ୍ୱାରା ଦୁଇଟି ବେଆଇନ ଗୋରୁ ବୋଝେଇ ୧୬ଚକିଆ ଟ୍ରକ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ପୁଲିସ ଗିରଫ…
ରାଜନୀତି ରାଜ୍ୟ ବିଜେପିରେ ସାମିଲ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ April 5, 2024 Nirvay ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ବିଧାନସଭା ଓ ଲୋକସଭା…
ରାଜନୀତି ରାଜ୍ୟ ବିଜେପିରୁ ଇସ୍ତଫା ଦେଲେ ରବି ପାଣି April 5, 2024 Nirvay ନିର୍ବାଚନ ତାରିଖ ଯେତେ ପାଖଉଛି ବିଭିନ୍ନ ରାଜନୈତିକ ଦଳ ଆପଣାଉଛନ୍ତି ନୂଆ ନୂଆ ରଣନୀତି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏସବୁ ଭିତରେ ବିଜେପି ଛାଡ଼ିଲେ ରବି ନାରାୟଣ ପାଣି। ପାଲଲହଡ଼ାର ପୂର୍ବତନ ବିଧାୟକ ରବି…
ରାଜ୍ୟ କୋଟିଆ ଗସ୍ତରେ ମୁଖ୍ୟ ଶାସନ ସଚିବ April 5, 2024 Nirvay କୋଟିଆ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଆଜି ମୁଖ୍ୟ ଶାସନ ସଚିବଙ୍କ ସହ କୃଷି ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ ସାମିଲ ହୋଇଥିଲେ। ସୂଚନା ଅନୁଯାୟୀ କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍କୁଲ, ମା’…
ରାଜନୀତି ରାଜ୍ୟ ମୋନିଦୀପା ସର୍ଖେଲଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ବ April 5, 2024 Nirvay ଭୁବନେଶ୍ବର: ଆଜି ପାରଦ୍ବୀପର ନେତ୍ରୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଜନତା ଦଳ ନୂଆ ଦାୟିତ୍ବ ପ୍ରଦାନ କରିଛି। ତାହା ହେଲା ମୋନିଦୀପାଙ୍କୁ ଦଳ ବିଜୁ ଶ୍ରମିକ ସାମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରିଛି। କିଛିଦିନ ତଳେ ସେ ବିଜେଡିରେ ସାମିଲ…
ରାଜନୀତି ରାଜ୍ୟ ବିଜେପିରେ ମିଶିଲେ ଅମରେନ୍ଦ୍ର ଦାସ April 5, 2024 Nirvay ଭୁବନେଶ୍ୱର : ବିଜେପିରେ ମିଶିଲେ ଅମରେନ୍ଦ୍ର ଦାସ । ଜଗତସିଂହପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଅନ୍ୟତମ ପ୍ରମୁଖ ଆଶାୟୀ ଥିବା ଅମରେନ୍ଦ୍ର ଦାସ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । ଅମରେନ୍ଦ୍ର କହିଛନ୍ତି, ଦୀର୍ଘ ୨୫ ବର୍ଷ ହେଲା ସେ ନିରନ୍ତର…
ରାଜନୀତି ରାଜ୍ୟ ECI ଦ୍ଵାରା ନୂତନ ଏସପି ଓ ଡିସିପି ନିଯୁକ୍ତି April 5, 2024 Nirvay ଭାରତର ନିର୍ବାଚନ ଆୟୋଗ (ECI) ନୂତନ ରାଉରକେଲା ଏସପି, କଟକ ଡିସିପି ଏବଂ ଅନୁଗୁଳ ଏସପିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ECI ଦ୍ୱାରା ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠି ଅନୁଯାୟୀ ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି,…
ରାଜନୀତି ରାଜ୍ୟ ୨ ପୁଅଙ୍କୁ ଜିତାଇବା ପାଇଁ କଲେ ନିବେଦନ: ସୁର ରାଉତରାୟ April 5, 2024 Nirvay ନିର୍ବାଚନ ପ୍ରସ୍ତୁତିରେ ସବୁ ଦଳ। ଏହି ଭିତରେ ଜଟଣୀ କୁଦିଆରୀ ଦଶଦୋଳ ମେଳନରେ ଭିଡ଼ରେ କିଛି ଏମିତି କହି ଚର୍ଚ୍ଚାରେ ଆସିଛନ୍ତି ବିଧାୟକ ସୁର ବାବୁ। ସେ ସେଠାରେ ଥିବା ଜନସାଧାରଣଙ୍କୁ କହିଛନ୍ତି ଯେ ତାଙ୍କ ୨ ପୁଅ ଙ୍କୁ ଭୋଟ…
ରାଜନୀତି ରାଜ୍ୟ ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ April 4, 2024 Nirvay ଭୁବନେଶ୍ବର : ବିଜେଡି ଛାଡିଲେ ବିଧାୟକ ରମେଶ ସାଏ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଦଳରେ କୋଣଠେସା…
ରାଜନୀତି ରାଜ୍ୟ ପାଣ୍ଡିଆନ ନେତା ନା ଅଫିସର: ଅନିଲ ବିଶ୍ଵାଳ April 4, 2024 Nirvay ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର…