Category: ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ କୁବେର ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ…

ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପରେ ଓଡ଼ିଆ ସନ୍ତରଣକାରୀ ମନ୍ନତାଙ୍କୁ ସ୍ୱର୍ଣ୍ଣ ପଦକ

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପରେ ଓଡ଼ିଆ ସନ୍ତରଣକାରୀ ମନ୍ନତା ମିଶ୍ରଙ୍କ ଐତିହାସିକ ବିଜୟ। ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ସ୍ୱର୍ଣ୍ଣ ଓ ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।…

କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ?

ସାରା ଦେଶ ୭୮ତମ ସ୍ବାଧୀନତା ଦିବସ ପାଳିବ। ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ମଧ୍ୟ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ତାହା ସ୍ପଷ୍ଟ ହୋଇଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଭୁବନେଶ୍ୱରରେ…

ଜମି ପଟ୍ଟା ପାଇବେ ହୀରାକୁଦ ବିସ୍ଥାପିତ

ପୂରଣ ହେବାକୁ ଯାଉଛି ଦୀର୍ଘଦିନର ଦାବି। ହୀରାକୁଦ ନଦୀବନ୍ଧ ଯୋଜନାରେ ଜମି, ଘର ଓ ଭିଟାମାଟି ହରାଇଥିବା ପରିବାର ଦୀର୍ଘ ୭୦ ବର୍ଷ ପରେ ନ୍ୟାୟ ପାଇବେ। ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ବିସ୍ଥାପିତଙ୍କୁ ୧୦ ଡିସିମିଲ ଲେଖାଏଁ ଜମି…

ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ ଦିଦିଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଏ ଦିଗରେ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା…

ଗାଡ଼ି ପାର୍କିଙ୍ଗକୁ ନେଇ ଡବଲ ମର୍ଡର ଘଟଣା: ୨ ଗିରଫ

ଭୁବନେଶ୍ବର ଗାଡ଼ି ପାର୍କିଙ୍ଗକୁ ନେଇ ଡବଲ ମର୍ଡର ଘଟଣାରେ ୨ ଅଭିଯୁକ୍ତ ଗିରଫ କରିଛି ପୋଲିସ। ପ୍ରଦୀପ ମଲ୍ଲିକ ଏବଂ ଗଣେଶ ମଲ୍ଲିକଙ୍କୁ ଚଣ୍ଡିଖୋଲରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ହତ୍ୟା ସମୟରେ ବ୍ୟବହୃତ ଏକ ଗାଡି ଜବତ ହୋଇଛି। ଏଥିସହ…

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ସ୍ପଷ୍ଟତା ଦରକାର: ଆଇନ ମନ୍ତ୍ରୀ

୨୦୨୪ ସାଧାରଣ ନିର୍ବାଚନ ବେଳେ ଓ ତା’ ପୂର୍ବରୁ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ଚକ୍କର କାଟୁଥିଲେ ଭି.କେ ପାଣ୍ଡିଆନ। ଲୋକଙ୍କ ସହିତ ସେଲ୍‌ଫି ଉଠାଇବା ସହ ଅଭିଯୋଗ ସଂଗ୍ରହ କରୁଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ତଥ୍ୟ ମାଗି…

ପୋଲିସ-ଗୋରୁ ମାଫିଆ ମୁହାଁମୁହିଁ: ଗୋରୁ ବେପାରୀ ଗୁରୁତର

କେନ୍ଦୁଝର ପଣ୍ଡାପଡ଼ ଥାନା ପିଠାଗୋଳାରେ ୩ଟି ପିକଅପରେ ଗୋରୁଚାଲାଣ ହେଉଥିବା ଖବର ପାଇ ପୋଲିସ ପିଛା କରିଥିଲା । ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୋରୁ ମାଫିଆାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ପୋଲିସ ପାଲଟା ଗୁଳିଚାଳନା କରିବାରୁ ଜଣେ ଗୋରୁ…

ଆଳୁ ଜଗିଛି ସିସିଟିଭି

ଓଡ଼ିଶାରେ ଆଳୁ ରାଜନୀତି ସରଗରମ ହେଉଥିବାବେଳେ ପଶ୍ଚିମବଙ୍ଗ ସରକାରର ବୈମାତୃକ ମନୋଭାବ ସମସ୍ୟାକୁ ଦ୍ବିଗୁଣିତ କରିଛି। ଏପଟେ ଓଡ଼ିଶା ବଜାରରେ ଆଳୁ ଦର କିଲୋ ପ୍ରତି ୪୦ରୁ ୫୦ ଟଙ୍କା ବିକ୍ରି ହେଉଥିବା ବେଳେ ଖାଉଟିଙ୍କୁ ବାଧୁଛି। ସେପଟେ ଅସହଯୋଗର ସବୁ…

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନାର ଏସଓପି

ସ୍ବାଧୀନତା ଦିବସ ଅବସରରେ ତଥା ଅଗଷ୍ଟ ୧୫ ତାରିଖରେ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଏସଓପି। ଏହି ସଂପର୍କରେ ଆଜି ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା କହିଛନ୍ତି ସୁଭଦ୍ରା ଯୋଜନା କିଏ ପାଇବେ ଓ କିଏ ପାଇବେନି ତାହା…