Category: ରାଜ୍ୟ

ମହିଳା କମିଶନ ଅଧ୍ୟକ୍ଷ ପଦରୁ ହଟିଲେ ମିନତୀ ବେହେରା

ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ…

ଧାନପେଷା ଖର୍ଚ୍ଚ ବଢ଼ାଇବେ ମୋହନ ସରକାର ?

ନବୀନ ସରକାର ଥିବାବେଳେ ଭାରତୀୟ ଜନତା ପାର୍ଟିର ଏକ ବଡ଼ ଅଭିଯୋଗ ଥିଲା ମିଲର୍ସଙ୍କ ବିରୋଧରେ। ଯୋଗାଣ ବିଭାଗର ଅଧୁକାରୀ, ଦଲାଲ, ବିଜଦ ନେତା ଏବଂ ମିଲ୍ ମାଲିକଙ୍କ ମଧୁଚନ୍ଦ୍ରିକାରେ ଶୋଷିତ ହେଉଛନ୍ତି ଚାଷୀ । ମିଲ୍ ମାଲିକଙ୍କ ଯୋଗୁ ଚାଷୀ…

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଯୋଗାଣ ସହାୟକ

ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୋଗାଣ ସହାୟକଙ୍କୁ ଛତିଶଗଡ଼ରୁ ଗିରଫ। ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗିର ଆଗଲପୁର ବ୍ଲକ ବୁଦୁଲା ପଞ୍ଚଯାତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ । ଦୁଷ୍କର୍ମ ଓ ନିର୍ଯାତନା ମାମଲାରେ ଗିରଫ କଲା ଆଗଲପୁର ପୋଲିସ ।…

ନିର୍ବାଚନ ପ୍ରଚାର ନିମନ୍ତେ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ପାଇଁ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସରିବ ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର…

ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌ ; ଆସନ୍ତୁ ଜାଣିବା କେଉଁ ବର୍ଗର ନର୍ସ ପିନ୍ଧିବେ କେଉଁ ରଙ୍ଗର ଡ୍ରେସ କୋଡ୍

ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍ ବଦଳିଛି। ନର୍ସିଂ ଅଧିକାରୀଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଝଲକ ଦେଖିବାକୁ ମିଳିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ବିଭାଗ…

ଗଜପତି ଜିଲ୍ଲା ୫ଟି ସ୍କୁଲ ରେ ପାଣି ଅଭାବ, ଶିକ୍ଷକ ଓ ଛାତ୍ରଛାତ୍ରୀ ହନ୍ତସନ୍ତ – Copy

ଶିକ୍ଷାକୁ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ | ଗତ ସରକାର ୫-ଟି ମାଧ୍ୟମରେ ସ୍କୁଲଗୁଡ଼ି କୁ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ କରିଇଥିଲେ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଝାମୀ ଫଚାୟତର…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତ

ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ପଡୋଶୀ ରାଜ୍ଯର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ପ୍ରଚାର କରିବାକୁ ଆସନ୍ତାକାଲି (ନଭେମ୍ବର ୧୧) ଝାଡ଼ଖଣ୍ଡ ଗସ୍ତ କରିବାର କାର୍ଯ୍ଯକ୍ରମ ରହିଛି। ନଭେମ୍ବର ୧୩ ରେ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ…

ଗୋହତ୍ୟା ଓ ଗୋଚାଲାଣ ବିରୁଦ୍ଧ ରେ ରାଜ୍ୟ ରେ ଲାଗୁ ହବ ନୂଆ ଆଇନ

ମଣିଷ ମାରିଲେ ଯେତିକି ପାପ, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଗୋହତ୍ୟା ଓ ଗୋଚାଲାଣ ବିରୋଧରେ ଆଇନ ଆସିବାକୁ ଯାଉଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ…

ଓଡିଶା ର ବରପୁତ୍ର ଙ୍କ ଇତିହାସ ବିଷୟରେ ହେବ ଗବେଷଣା

ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଓଡିଶା ଗଠନ ରେ ବୀରପୁତ୍ର ଙ୍କ ସଂଘର୍ଷ ବିଷୟରେ…

ଓଡିଶା ରେ ଦୁଇ ଦିନିଆ ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଅନୁଷ୍ଠିତ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ଯ ସମ୍ମିଳନୀ’ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ | ଏଥିପାଇଁ…