ତାଜା ଖବର ରାଜ୍ୟ ପଞ୍ଚୁକରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ November 11, 2024 Nirvay ନଭେମ୍ବର ୧୨ ରୁ ଆରମ୍ଭ ହେଉଥିବା ପଞ୍ଚୁକ ପର୍ବ ସମୟରେ ଭକ୍ତମାନେ ଯେପରି ନିରବଚ୍ଛିନ୍ନ ଦର୍ଶନ କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଯଥେଷ୍ଟ ସୁରକ୍ଷା ସତର୍କତା ଅବଲମ୍ବନ କରିଛି। ଭକ୍ତ ମାନେ କେବଳ ସିଂହ ଦ୍ୱାର…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ସରକାର ପୁନର୍ଗଠନ କୁ ନେଇ ମୁନ୍ନା ଖାଁ ଙ୍କ ପରେ ଅତନୁ ସବ୍ୟସାଚୀ ଙ୍କ ନୂଆ ବୟାନ November 11, 2024 Nirvay ବିଜୁ ଜନତା ଦଳ (ବିଜେଡ଼ି) ର ରାଜ୍ଯସଭା ସଦସ୍ଯ ତଥା ମୁନ୍ନା ଖାଁ ଦାବି କରିଥିଲେ ଯେ କ୍ଷମତାକୁ ଫେରିବା ପାଇଁ ବିଜେଡ଼ିକୁ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ନାହିଁ ବର୍ତମାନ ଅନ୍ଯ ଜଣେ ବରିଷ୍ଠ ନେତା ଅତନୁ ସବ୍ଯସାଚୀ…
ତାଜା ଖବର ରାଜ୍ୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ୨୪ ଘଣ୍ଟାରେ ବର୍ଷା ସମ୍ଭାବନା November 11, 2024 Papirani ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନାର ସମ୍ଭାବନା ରହିଛି। ଉପକୂଳ ସମେତ ଓ ମୟୂରଭଂଜ, କେନ୍ଦୁଝରରେ ହାଲୁକା ବର୍ଷା…
ତାଜା ଖବର ରାଜନୀତି ରାଜ୍ୟ ଓଡିଶା ରେ ଖୁବ ଶୀଘ୍ର ନୂଆ ମହିଳା କମିଶନର ନିଯୁକ୍ତି ନେଇ ପ୍ରଭାତୀ ପରିଡା ଙ୍କ ସୂଚନା November 11, 2024 Nirvay ଖୁବ୍ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନର ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା | ପୂର୍ବ ମହିଳା କମିଶନର ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗଣମାଧ୍ୟମ ରେ ମନ୍ତବ୍ୟ ରଖିଛନ୍ତି | ମହିଳା କମିଶନଙ୍କ…
ତାଜା ଖବର ରାଜ୍ୟ ଅଗ୍ନିଶମ ପାଇଁ ଓଡ଼ିଶାକୁ ୨୦୧ କୋଟି ଟଙ୍କା ମଂଜୁର କଲେ କେନ୍ଦ୍ର ସରକାର November 11, 2024 Papirani ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଯୋଜନା ଅଧୀନରେ ଓଡ଼ିଶା ସମେତ ତିନୋଟି ରାଜ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ରାଜ୍ୟଗୁଡ଼ିକରେ ଅଗ୍ନିଶମ…
ତାଜା ଖବର ରାଜ୍ୟ ‘ଦାନା’ର ପରବର୍ତ୍ତୀ ବିକଳ ଚିତ୍ର: ସାଗର ତଟରେ ଅନାହାରରେ ୮ ଶହରୁ ବେଶୀ ଗାଈ, ବାଛୁରୀ ଓ ଷଣ୍ଢ November 11, 2024 Papirani ବାତ୍ୟା ‘ଦାନା’ ଯିବାର ୧୬ଦିନ ବିତିଗଲାଣି। ଦାନାର ତାଣ୍ଡବ ଛାଡିଯାଇଛି ଅନେକ ଯନ୍ତ୍ରଣା। ବିଶେଷକରି ବଙ୍ଗୋପସାଗରର ତଟବର୍ତ୍ତୀ ଗାଈ ଗୋରୁ ଖାଦ୍ୟ ଅଭାବରୁ ଏବେ ଅନାହାରରେ। ବାତ୍ୟା ପରବର୍ତ୍ତୀ ସମୟରେ ସାତଭାୟାର ପୁରୁଣା ସ୍ଥାନ ମାନଙ୍କରେ ସମୁଦ୍ର ଜୁଆର ମାଡି ଯାଇଥିବା…
ରାଜ୍ୟ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଧାରଣା November 11, 2024 Nirvay କୋରାପୁଟ ଜିଲ୍ଲାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ସୁବିଧା ଦାବି କରି ବିଶ୍ୱବିଦ୍ୟାଳୟ ମୁଖ୍ଯ ପ୍ରବେଶ ଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ହଷ୍ଟେଲ୍ କର୍ମଚାରୀମାନେ ନିମ୍ନମାନର ଖାଦ୍ଯ ଯୋଗାଇବା ଅଭିଯୋଗ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ହଷ୍ଟେଲ୍…
ତାଜା ଖବର ରାଜ୍ୟ ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ November 11, 2024 Papirani ବଦଳି, ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କ ପାଇଁ ବଡ ଖବର । ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟ…
ତାଜା ଖବର ରାଜ୍ୟ ଋତୁସ୍ରାବ ପାଇଁ ସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି November 11, 2024 Papirani ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି । ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ…
ତାଜା ଖବର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ପଦରୁ ହଟିଲେ ମିନତୀ ବେହେରା November 11, 2024 Papirani ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ…