ତାଜା ଖବର ରାଜନୀତି ରାଜ୍ୟ ଜିଲ୍ଲା ପରିଷଦଙ୍କୁ ଦୁର୍ବ୍ୟବହାର ଘଟଣା: ଅମିନ ସସ୍ପେଣ୍ଡ November 16, 2024 Papirani ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାୟକଙ୍କ ଦୁର୍ବ୍ୟବହାର ଘଟଣାରେ ଅମିନଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ।ସମ୍ବଲପୁର ଜିଲ୍ଲାପାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏହି ନେଇଛନ୍ତି । ଅମିନ କୁଳମଣି ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତହସିଲଦାର…
ତାଜା ଖବର ରାଜ୍ୟ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ନାବାଳିକାଙ୍କୁ ଦୁଷ୍କର୍ମ November 16, 2024 Papirani ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅନ୍ତର୍ଗତ ଟେମରୀ ପଞ୍ଚାୟତରେ ଘଟିଛି ଏଭଳି ବୀଭତ୍ସକାଣ୍ଡ। ପାଇକମାଳ ସୋଡ଼ା ନିକଟ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିଛି । ପାଞ୍ଚ ବର୍ଷର ଶିଶୁ କନ୍ୟାର ରକ୍ତାକ୍ତ ଶବ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…
ତାଜା ଖବର ରାଜନୀତି ରାଜ୍ୟ ଅନାସ୍ଥା ଭୋଟ୍ ହାରି ପଦ ହରାଇଲେ ଢେଙ୍କାନାଳ ବିଜେଡି ବ୍ଲକ ଅଧ୍ୟକ୍ଷା November 16, 2024 Papirani ଢେଙ୍କାନାଳ ବିଜେଡିକୁ ବଡ ଝଟକା । ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂର ଆଜି ଫଳ ପ୍ରକାଶ ପାଇଛି । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ…
ତାଜା ଖବର ରାଜନୀତି ରାଜ୍ୟ ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ; ମେଡ଼ିକାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ November 16, 2024 Papirani ମେଡ଼ିକାଲରେ ଚିକିତ୍ସାଧୀନ ଥିବା ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ । ଶୁକ୍ରବାର କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ତାଜା ଖବର ରାଜ୍ୟ ଖତ ଗଦାରୁ ମିଳିଲା ୨୧ ଲକ୍ଷରୁ ଅଧିକ ଟଙ୍କା November 16, 2024 Papirani ଖତ ଗଦାରେ ପୋତା ଯାଇଛି ବିଡ଼ା ବିଡ଼ା ଟଙ୍କା । ହାଇଦ୍ରାବାଦରେ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ରୁ ଚୋରି ହୋଇଥିବା ଟଙ୍କା ବାଲେଶ୍ୱରରୁ ଉଦ୍ଧାର । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଏବେ ହାଇଦ୍ରାବାଦରୁ ବାଲେଶ୍ୱର ଯାଏଁ ଚହଳ ସୃଷ୍ଟି କରିଛି । ହାଇଦ୍ରାବାଦର…
ତାଜା ଖବର ରାଜନୀତି ରାଜ୍ୟ ମକର ସଂକ୍ରାନ୍ତି ପରେ ବିପଦରେ ପଡ଼ିବ ବିଜଦ ! November 16, 2024 Papirani ମକର ସଂକ୍ରାନ୍ତି ପରେ ରାଜ୍ୟ ରାଜନୀତିରେ କେତେକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି । ଏହା କୌଣସି ଜ୍ୟୋତିଷ ଶାସ୍ତ୍ର ଆଧାରିତ ନୁହେଁ । ଗ୍ରହ, ନକ୍ଷତ୍ର ଯୋଗ ଥାଇପାରେ ନଥାଇପାରେ । କିନ୍ତୁ ରାଜନୀତିରେ କସରତ ଆଇବା ପରମ୍ଭ ହୋଇଯାଇଛି…
ତାଜା ଖବର ରାଜ୍ୟ ନବୀନ ସରକାରରେ ପୁଲିସ ୟୁନିଫର୍ମ ରଙ୍ଗ କ’ଣ ଥିଲା ? November 16, 2024 Papirani ଜୟନାରାୟଣ ମିଶ୍ର ବନାମ ଅନିତା ପ୍ରଧାନ ମାମଲାରେ ଏକ ବଡ କଥା କହିଚନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସମ୍ବଲପୁର ବିଧାୟକ ଯାଇଥିଲେ ସୁପ୍ରିମକୋର୍ଟ। ଆଗୁଆ ଜାମିନ ଆବେଦନ କରିଥିଲେ । ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଲେ। ଟିପ୍ପଣୀରେ କିନ୍ତୁ…
ତାଜା ଖବର ରାଜନୀତି ରାଜ୍ୟ ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 16, 2024 Papirani ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିଛନ୍ତି। ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଲାଗି ସେ ଉଚ୍ଚସ୍ତରୀୟ ବୈଠକରେ ଭାଗ…
ରାଜ୍ୟ ଖୁବ ଶୀଘ୍ର ଜାରି ହେବ ଓଡ଼ିଶାରୁ ଦେଶର ବିଭିନ୍ନ ସହରକୁ ନୂଆ ସିଧାସଳଖ ବିମାନ ସେବା November 15, 2024 Nirvay ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ଯ ସରକାର ଦେଶର ଅଧିକରୁ ଅଧିକ ସ୍ଥାନକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବେ। ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ଏକ ଘୋଷଣା ପ୍ରକାଶ କରିଛି। ଭୁବନେଶ୍ୱରର…
ରାଜ୍ୟ ନିବେଶକ ସମ୍ମିଳନୀ ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସିଙ୍ଗାପୁର ଗସ୍ତ November 15, 2024 Nirvay ରାଜ୍ଯର ପାରମ୍ପାରିକ ବାଲି ଯାତ୍ରା ଉତ୍ସବ ସହିତ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ନଭେମ୍ବର ୧୭-୨୦ ରୁ ସିଙ୍ଗାପୁର ଗସ୍ତ କରିବାର କାର୍ଯ୍ଯକ୍ରମ ରହିଛି, ଯାହା ଓଡ଼ିଶାର ପ୍ରସିଦ୍ଧ ସାମୁଦ୍ରିକ ଐତିହ୍ଯକୁ ସ୍ମରଣ କରେ। ମୁଖ୍ଯମନ୍ତ୍ରୀ…