Category: ରାଜ୍ୟ

ଓଡ଼ିଶାରେ ଆୟୁଷ୍ମାନ ଯୋଜନା ପାଇଁ ଦିଲ୍ଲୀରେ ହେଲା MOU ସ୍ଵାକ୍ଷର

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି । ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି । ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ…

ପୁରୀ ବଡଦାଣ୍ଡରୁ ଉଚ୍ଛେଦ ନେଇ ଉଠାଦୋକାନୀଙ୍କ ଆନ୍ଦୋଳନ

ବଡଦାଣ୍ଡ ଉଠାଦୋକାନୀଙ୍କ ଆନ୍ଦୋଳନ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଶହ ଶହ ଉଠାଦୋକାନୀ । ଉଚିତ ସ୍ଥାନରେ ଥଇଥାନ ଦାବିରେ ବଡ଼ଦାଣ୍ଡ ଉଠାଦୋକାନୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ବର୍ଷେ ତଳେ ଶ୍ରୀମନ୍ଦିରକୁ ଭକ୍ତ ଯାତାୟତ ସୁଗମ କରିବା, ବଡଦାଣ୍ଡରେ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦,୦୦୦ ଟଙ୍କା ପେନସନ

ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ ମିଳିବ ୨୦ ହଜାର ଟଙ୍କାର ପେନସନ । ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ମୁଖ୍ୟ ଅତିଥି…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ନିବାସରେ କଲେଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର 

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀନିବାସର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଆଜି ଉଦ୍ଧାର ହୋଇଛି । ମହାବିଦ୍ୟାଳୟର ଛାତ୍ରୀନିବାସରେ ବେକରେ ଓଢଣୀ ଲଗାଇ ଜୀବନ ହାରିଛନ୍ତି ବୋଲି ଅଭିଯୋଗ ହୋଇଛି । ମୃତ ଛାତ୍ରୀଙ୍କ ନାମ ଉତ୍କଳିକା ସ୍ୱାଇଁ ହୋଇଥିବା…

ଆଖି ବୁଜିଲା ଶିମିଳିପାଳର ପୋଷା ହାତୀ ମହେନ୍ଦ୍ର

ଶିମିଳିପାଳରେ ପୋଷା ହାତୀ ‘ମହେନ୍ଦ୍ର’ର ମୃତ୍ୟୁ । ୬୬ ବର୍ଷ ବୟସରେ ଚହଲାରେ ଆଖି ବୁଜିଲା ‘ମହେନ୍ଦ୍ର’ । ଦୀର୍ଘଦିନ ଧରି ଅସୁସ୍ଥ ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ଶିମିଳିପାଳରେ…

ଓଡ଼ିଶାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଲାଗୁ ନେଇ ଦିଲ୍ଲୀରେ ହେବ MOU

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ଦିନ ଦିଲ୍ଲୀ ଗସ୍ତ କରି ରାଜ୍ୟରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଲାଗୁ ନେଇ ଦିଲ୍ଲୀରେ MOU ସ୍ଵାକ୍ଷର କରିବେ । ରାଜ୍ୟ ସରକାର ଓ…

ହାତୀ ପିଠିରେ ବୁଲିଲେ ମୁଖ୍ୟମନ୍ତ୍ରୀ; ବରଗଡ଼ ଧନୁଯାତ୍ରାରେ କଲେ ବଡ଼ ଘୋଷଣା

ବରଗଡ଼ ଧନୁଯାତ୍ରାରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାତୀ ପିଠିରେ ସବାର ହୋଇ ସହର ପରିକ୍ରମା କରି ସାରିବା ପରେ ବିଶେଷ ଘୋଷଣା କଲେ । 📌 ବରଗଡ଼ ଧନୁଯାତ୍ରା ଅନୁଦାନ ୧୦ ଲକ୍ଷ ଟଙ୍କାରୁ ୧ କୋଟି…

ହଂସିତାଙ୍କ ବିଜେଡି ଲିଙ୍କ; କିଏ ସେ ପୂର୍ବତନ ମନ୍ତ୍ରୀ?

ଚର୍ଚ୍ଚିତ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲଙ୍କ ସହିତ ରହିଛି ବିଜେଡ଼ିର ପୂର୍ବତନ ମନ୍ତ୍ରୀ ଓ ୨ ବିଧାୟକଙ୍କ ଲିଙ୍କ। ଏହି ଭଳି କିଛି ଅଭିଯୋଗ ଆଣିଛନ୍ତି ବରଗଡ଼ର ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ପୂର୍ବତନ ପାୱାରଫୁଲ…

ସାତକୋଶିଆ ରେଞ୍ଜରେ କୁମ୍ଭୀର ଗଣନା ଶେଷ; ୧୯ଟି କୁମ୍ଭୀର ଠାବ

ସାତକୋଶିଆରେ ରେଞ୍ଜରେ ଶେଷ ହେଲା କୁମ୍ଭୀର ଗଣନା। ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି। ଏହି ଗଣନା ପରେ ସମୁଦାୟ ୧୯ ଟି କୁମ୍ଭୀର ମଧ୍ୟରୁ ୩ଟି ବୟସ୍କ ଓ ୮ ଶାବକ ଘଡିଆଳ କୁମ୍ଭୀର ରହିଥିବା…

ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ନୂଆ ପଦକ୍ଷେପ

ରାଜଧାନୀରେ ନିର୍ମାଣ ହେବ ନୂଆ ଓଭର ବ୍ରିଜ। ରାଜଧାନୀର ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ନୂଆ ଓଭରବ୍ରିଜ ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଥିବା ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା…