Category: ରାଜ୍ୟ

Centenary of Janaki Ballabh Patnaik: ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ…

Air Quality Index: ଦେଶର ୧୦ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭, ତାଳଚେର ଏକ ନମ୍ବର

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଓଡ଼ିଶାବାସୀଙ୍କୁ ଆଜି ଚମକାଇ ଦେଇଛି । ଶୁକ୍ରବାର ଦିନ ପ୍ରକାଶିତ ଏହି ରିପୋର୍ଟରେ ଦେଶରେ ସର୍ବାଧିକ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି । ତେବେ ପ୍ରଦୂଷଣରେ ସବୁଠାରୁ ଆଗରେ…

Pushpuni Festival: ଉତ୍ସାହର ସହିତ ପାଳନ ହେଉଛି ପୁଷ ପୁନି ପରବ

ଛେର୍ ଛେରା…କୃଷି ପରମ୍ପରାର ଆଉ ଏକ ଅନନ୍ୟ ପର୍ବ ହେଉଛି ପୁଷ୍ ପୁନି । ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲା ଏବଂ ଉତ୍ତର ଓଡ଼ିଶାର ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରିବା ଉଦ୍ଦ୍ୟେଶରେ ପୌଷ ପୂର୍ଣ୍ଣିମା ବା ପୁଷ…

OPSC OCS Notification: ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓପିଏସସିକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ହେଲେ ଏଥିରେ ଓଏଏସ୍, ଓଆର୍‌ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର…

BDO Attacked: କାର୍ଯ୍ୟାଳୟ ଭିତରେ ମହିଳା ବିଡିଓଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଏକ ଅଭାବାନୀୟ ଘଟଣା ଘଟିଛି । ମହିଳା ବିଡିଓଙ୍କ ଅଫିସରେ ପଶି ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିବା ସୂଚନା ମିଳିଛି । ଠିକା କାମକୁ ନେଇ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଦୁର୍ବୃତ୍ତ ମାନେ ଦୁର୍ବ୍ୟବହାର ସହ…

Green Sticker For Vehicles: ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତା ନୁହେଁ

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତା ନୁହେଁ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବନି…

Dense Fog In Bhubaneswar: ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ

ରାଜ୍ୟରେ ଜାରି ରହିଛି ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ଶନିବାର ଦିନ ସକାଳେ ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା କ୍ରମାଗତ ତୃତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି । ସକାଳୁ…

Odisha Civil Services Exam-2025: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତିରେ ନାହିଁ ଓଏଏସ୍, ଓଏଫ୍‌ଏସ୍‌‌, ଓଆର୍‌ଏସ୍ ପାଇଁ ପଦ

ଓପିଏସ୍‌ସି ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭ଟି ସେବାର ୩୧୪ଟି ପଦବୀ ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି। ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍, ଓଏଫ୍‌ଏସ୍‌‌, ଓଆର୍‌ଏସ୍ ପାଇଁ ପଦ ନାହିଁ।…

Kalinganagar Firing: କଳିଙ୍ଗନଗର ଦିବଂଗତ ସଂଗ୍ରାମୀ ଆଦିବାସୀଙ୍କୁ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କଳିଙ୍ଗ ନଗର ଲୋମହର୍ଷଣକାରୀ ଆଦିବାସୀ ଗଣହତ୍ୟାର ଆଜି ୨୦ବର୍ଷ ପୂର୍ତ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଳିଙ୍ଗନଗର ଆଦିବାସୀ ଗଣହତ୍ୟାରେ ଶହୀଦ ହୋଇଥିବା ୧୨ ଜଣ ସଂଗ୍ରାମୀ ଆଦିବାସୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Odisha Vigilance: ଭିଜିଲାନ୍‌ସ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି । ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ…