Category: ରାଜ୍ୟ

୨୦୪୭ ସୁଦ୍ଧା ରାଜ୍ୟର ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ରଖିଛନ୍ତି ରାଜ୍ୟସରକାର

୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।ରାଜ୍ୟରେ ବୀମା ହାର ଜାତୀୟସ୍ତର ତୁଳନାରେ କମ୍ ରହିଥିବାରୁ ଆସନ୍ତା ୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି…

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡିସେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଡିସେମ୍ବର ୩ରୁ ୫ ମଧ୍ୟରେ ଭୁବନେଶ୍ବର ଓ…

ଜିଲ୍ଲା ପରିଷଦଙ୍କୁ ଦୁର୍ବ୍ୟବହାର ଘଟଣା: ଦାୟିତ୍ୱରୁ ହଟିଲେ ରେଢ଼ାଖୋଲ ତହସିଲଦାର

ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାୟକଙ୍କ ଦୁର୍ବ୍ୟବହାର ଘଟଣାରେ ନିଆଯାଇଛି କାର୍ଯାନୁଷ୍ଠାନ। ଦାୟିତ୍ୱରୁ ହଟିଲେ ରେଢ଼ାଖୋଲ ତହସିଲଦାର ଦେବାଶିଷ ପାତ୍ର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଫେରିଛନ୍ତି ଦେବାଶିଷ । ପୂର୍ବରୁ…

ଅଯଥା ପ୍ରସଙ୍ଗକୁ ଦୋହରାଇ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି ବିଜେଡି ନେତୃବୃନ୍ଦ: ଦିଲୀପ ମଲ୍ଲିକ

ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି । ବିଜେଡି ନେତା ତଥା ପୂର୍ବତନ…

ଓଡ଼ିଶା ମ୍ୟାଟ୍ରିକ ପରୀକ୍ଷା ୨୦୨୫ ଫର୍ମପୂରଣ ସମୟସୀମା ବୃଦ୍ଧି

ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ (ବିଏସଇ) ଅନୁଯାଯୟୀ 2025 ର ଓଡ଼ିଶା ମାଟ୍ରିକ୍ ପରୀକ୍ଷାର ସମୟସୀମା ବୃଦ୍ଧି କରାଯାଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଏବଂ ଓଡ଼ିଶା ରାଜ୍ଯ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (SOSC) ପାଇଁ ଫର୍ମ ଦାଖଲ କରିବାର…

ଆମ୍ବ ଟାକୁଆ ଘଟଣା ରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଯୋଗାଣ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା ବିଜେଡି

ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ରେ ମୃତକ ଙ୍କ ସଂଖ୍ୟା ଆଜି ତିନି କୁ ବୃଦ୍ଧି ହେବା ପରେ ବିଜୁ ଜନତା ଦଳ ରାଜ୍ଯ ସରକାରଙ୍କୁ ପୁଣି ନିନ୍ଦା କରିଛି । ଏହା ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ବିଜେଡି…

ସମୀର ଦେ ଙ୍କ ଦେହାନ୍ତ ରେ ବାଲିଯାତ୍ରା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ

ବିଶିଷ୍ଟ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ‘ଙ୍କ ଦେହାନ୍ତ ହେତୁ କଟକ ବାଲି ଯାତ୍ରାରେ ସୋମବାର ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ଯକ୍ରମ ବାତିଲ କରାଯାଇଛି। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଗଣମାଧ୍ଯମକୁ ଘୋଷଣା…

କନ୍ଧମାଳ ଆମ୍ବ ଟାକୁଆ ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଓଡ଼ିଶାର କନ୍ଧମାଳରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି, ସୋମବାର ଦିନ ଅନ୍ଯ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। କଟକର SCB ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜୀତା ମାଝୀଙ୍କର…

ମାଇକେଲ ଓ ଦିଲୀପ ଯାହା ପାଇନଥିଲେ ତାହା ପାଇଗଲେ ଦୀପସାନ ଓ ଶିଳାନନ୍ଦ

ସମୟ ଆସିଲେ ବା ପାଇବାର ସମୟ ହେଲେ ତାହା ମିଳିବ ହିଁ ମିଳିବ। କେହି ତାହାକୁ ବଦଳାଇପାରିବେ ନାହିଁ। ତେବେ ସମୟକୁ ଚାହିଁ ବସିଲେ ରହିଲେ ନାହିଁ ବଡ଼ ଏକ ସଫଳତା ଓ ଲକ୍ଷ୍ୟରେ ପହଞ୍ଚିବା ସକାଶେ ଏକ ନିଷ୍ଠାପର ଉଦ୍ୟମର…

ଭିଜିଲାନ୍ସ ପଞ୍ଝାରେ ସରକାରୀ ଡାକ୍ତର ବାବୁ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସ। ଜଣେ ଗର୍ଭବତୀ ମହିଳାଙ୍କଠାରୁ ଲାଞ୍ଚ ମାଗିବା ଡାକ୍ତର ବାବୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲାଞ୍ଚ ନେଉଥିବା ସମୟରେ ଡାକ୍ତର ଅଶୋକ…