ତାଜା ଖବର ରାଜ୍ୟ ମାର୍ଚ୍ଚ ୭ ସୁଭଦ୍ରା ଯୋଜନା ଆବେଦନର ଡେଡ୍ଲାଇନ୍ November 26, 2024 Papirani ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ତେଣୁ ମାର୍ଚ୍ଚ…
ତାଜା ଖବର ରାଜନୀତି ରାଜ୍ୟ ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ; ଗୃହ ୪ଟା ଯାଏଁ ମୁଲତବି November 26, 2024 Papirani ସପ୍ତଦଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ମାତ୍ର ପ୍ରଥମ ଦିନରୁ ଗୃହରେ ହୋହାଲ୍ଲା ଦେଖିବାକୁ ମିଳିଛି । ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ସୁରମା ପାଢ଼ୀ…
ତାଜା ଖବର ରାଜନୀତି ରାଜ୍ୟ ‘ଆମ ସମ୍ବିଧାନ ଆମ ସ୍ବାଭିମାନ’ ପଦ ଯାତ୍ରା; ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ଓ ଏକ ହଜାରରୁ ଅଧିକ ଲୋକ November 26, 2024 Papirani ଆଜି ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଏହି ଅବସରରେ ରାଜଧାନୀର ଏଜି ଛକ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସମ୍ବିଧାନ ହେଉଛି ଆମ ସ୍ଵାଧୀନ ଭାରତର ପୁଣ୍ୟ…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କ ନିରାଶା; ରାହୁଲ ହିଁ ଭରସା November 26, 2024 Papirani ବହୁଦିନ ପରେ ଶଙ୍ଖୁଆମାନେ ଆନନ୍ଦିତ ହେଲେ। ପାଖାପାଖି ୬ ମାସ ପରେ ସେମାନଙ୍କ ମୁହଁରେ ହସ ଫୁଟିଲା । ହସ ଫୁଟିବାର କାରଣ ହେଲା ଝାଡ଼ଖଣ୍ଡ ନିର୍ବାଚନରେ ଜିଣି ପାରିଲାନି ପଦ୍ମ । ବିଷାଦ ଯୋଗରେ ପଡିଥିବା ପପୁ ମହାରାଜାଙ୍କ ପାଇଁ…
ରାଜ୍ୟ ଭିଆଇପି ଗସ୍ତ ନେଇ ରାଜଧାନୀ ର ସୌନ୍ଦର୍ଯ୍ୟକରଣ,ରାଜ୍ୟ ସରକାର ପକ୍ଷ ରୁ ୧୦ କୋଟି ମଞ୍ଜୁରୀ November 25, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରମୁଖ କାର୍ଯ୍ଯକ୍ରମ ଏବଂ ଗସ୍ତ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ଯକରଣ ଅଭିଯାନରେ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।ରାଜଧାନୀ ଭୁବନେଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମ ଆୟୋଜନ କରିବାକୁ ଯାଉଛି…
ରାଜ୍ୟ ମା’ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ November 25, 2024 Nirvay ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର। ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠସ୍ତବ ଏବଂ ବାମନ ପୁରାଣରେ…
ରାଜନୀତି ରାଜ୍ୟ ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ଆଲୋଚନା ନେଇ କଂଗ୍ରେସ ବିଧାୟକ ଦଳ ବୈଠକ November 25, 2024 Nirvay ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ୨୫ରେ କଂଗ୍ରେସ ଏବଂ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ କଂଗ୍ରେସ ଏବଂ ବିଜେଡି ଅନାହାର ମୃତ୍ୟୁ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ନିଯୁକ୍ତି ଏବଂ ଶିଶୁ ବିକ୍ରି…
ବ୍ୟବସାୟ ରାଜ୍ୟ ବେଆଇନ ବୈଦେଶିକ ମୁଦ୍ରା କାରବାର ଅଭିଯୋଗରେ ଇଡି ଦ୍ୱାରା ଜେଡ ଇଷ୍ଟେଟରେ ଚଢ଼ାଉ : ୧.୩୯ କୋଟି ଜବତ November 25, 2024 Nirvay ଭୁବନେଶ୍ୱରର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଭେମ୍ବର ୨୨ ରେ ଓଡ଼ିଶା, ଦିଲ୍ଲୀ ଏବଂ ଗୁରୁଗ୍ରାମର ନଅଟି ସ୍ଥାନରେ ଅନୁସନ୍ଧାନ କରିଥିଲା, ଯାହା ମେସର୍ସ ଜେଡ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଜେଡଇପିଏଲ) ସହିତ ଜଡିତ ଥିଲା।ଏହି ଅପରେସନ ସମୟରେ ଇଡି ୧.୩୯ କୋଟି…
ରାଜନୀତି ରାଜ୍ୟ ଯାଜପୁରରେ ଭବ ଦାସ ଓ ବିଜେଡି କର୍ମୀଙ୍କ ଗିରଫକୁ ନେଇ ତାତିଲା ବିଜେଡି November 25, 2024 Nirvay ବିଜେଡି ମୁଖପାତ୍ର ମାନେ ଡି. ଜି. ପି. ୱାଇ. ବି. ଖୁରାନିଆଙ୍କୁ ଭେଟିବା ପରେ ଅଭିଯୋଗ କରିଛି ଯେ ରାଜନୈତିକ ଚାପରେ ପୋଲିସ ବଛା ବଛା କାର୍ଯ୍ୟାନୁଷ୍ଠାନ ନେଉଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଯାଜପୁରରେ ଚାଲିଥିବା ଗିରଫଦାରୀର…
ତାଜା ଖବର ରାଜ୍ୟ ବିନା ହେଲମେଟରେ ରାଜରାସ୍ତାରେ ରିଲ୍ସ କରିବା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କୁ ପଡ଼ିଲା ମହଙ୍ଗା November 25, 2024 Papirani ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ବିନା ହେଲମେଟରେ ରାଜରାସ୍ତାରେ ରିଲ୍ସ କରିବା ପଡ଼ିଲା ମହଙ୍ଗା । ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ କରିବା ସହ ଜରିମାନା ଆଦାୟ କରିଛି ଆରଟିଓ। ସ୍କୁଟି ନମ୍ବର ସହ ଯୁବତୀଙ୍କ ଫଟୋ ସହ ରିଲ୍ସ କରୁଥିବା ଭିଡ଼ିଓ…