Category: ରାଜ୍ୟ

ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ଫଟୋ ହେଲା ଭାଇରାଲ

ପୁଣି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତର ଫଟୋ ହେଲା ଭାଇରାଲ୍ । ଏବେ କେବଳ ଫଟୋ ଉଠେଇବା ନେହେ ମନ୍ଦିର ଭିତରେ ସିଗାରେଟ୍ ଟାଣିବାର ଦୁଃସାହସ କରିଛନ୍ତି ଯୁବକ। ଯାହାର ଏକ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।…

ରାଜଧାନୀରେ ପିଲା ବିକ୍ରି ଅଭିଯୋଗ; ୬ ଅଭିଯୁକ୍ତ ଅଟକ

ରାଜଧାନୀ ଭୁବନେଶ୍ୱରରେ ୪ ବର୍ଷର ପିଲା ବିକ୍ରି ଅଭିଯୋଗ ।ପେଟ ପାଟଣା ପାଇଁ ଜଣେ ଦମ୍ପତ୍ତି ନିଜ ପିଲାକୁ ଅନ୍ୟ ହାତରେ ବିକ୍ରି କରିଦେଇ ଥିବା ନେଇ ଅଭିଯୋଗ ଆସିଛି । ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା।ଏ…

ରାସନ୍ କାର୍ଡରେ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ

ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ରାସନ୍ କାର୍ଡ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି । ତାଙ୍କର ପ୍ରଶ୍ନ ଇ-କେୱାଇସି ପ୍ରକ୍ରିୟାରୁ କେତେ ଭୂତ ରାସନ କାର୍ଡ ମିଳିଛି ଏବଂ ଉକ୍ତ ପ୍ରକ୍ରିୟା କେତେ ଦିନ ଆଉ ଚାଲିବ ଓ ଅଦ୍ୟାବଧୂ…

ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଆଦାନୀକୁ ଅନୁମତି ଦେବେନି ରାଜ୍ୟ ସରକାର : ଉପମୁଖ୍ୟମନ୍ତ୍ରୀ

ଆଜି ବିଧାନସଭାରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇଥିଲା ବିଜେଡି । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର ଆଦାନୀକୁ ଅନୁମତି ଦେଇଛନ୍ତି କି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଆଗକୁ ଗନ୍ଧମାର୍ଦନରୁ ବକ୍ସାଇଟ ଖନନ ପାଇଁ କୌଣସି କମ୍ପାନୀକୁ…

ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ ; ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଛି । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଲେକ୍ଟ୍ରି କରେଣ୍ଟ ପାଇଁ ହାତୀଙ୍କ ମୃତ୍ୟୁ ହେଉଥିବାରୁ ବଡ ପଦକ୍ଷେପ ନେଇଛନ୍ତି । ସେ ଚେତାବନୀ ଦେଇ…

କାର୍ଯ୍ୟକୁ ଫେରିଲେ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ

କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ । ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି…

ଭିଜିଲାନ୍ସ ଜାଲରେ କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ

ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଛି…

ସୁଜିତ ଯିବେ ଭାଜପାରୁ, ବିଜଦ ପାଇଁ ବାଜିଲା ବିପଦ ଘଣ୍ଟି

ଓଡ଼ିଶାରେ ଖାଲି ପଡ଼ି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ଡିସେମ୍ବର ୨୦ରେ । ଏଥିସହିତ ୪ଟି ରାଜ୍ୟର ୬ଟି ଆସନ ପାଇଁ ମଧ୍ଯ ହେବ ଉପନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ସହ ବିଜୁ ଜନତା ଦଳ ପାଇଁ…

ଦାନା କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଆନ୍ତ-କେନ୍ଦ୍ରୀୟ ଟିମ

‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପିକେ ରାଏଙ୍କ ନେତୃତ୍ବରେ ଏକ ସାତ…

ସୁଜାତା କାର୍ତ୍ତିକେୟନଙ୍କ ଛୁଟି ବୃଦ୍ଧି ଆବେଦନ ଅଗ୍ରାହ୍ୟ

ଓଡ଼ିଶା ସରକାର ବରିଷ୍ଠ ଅମଲାତନ୍ତ୍ରୀ ତଥା ବିଜେଡ଼ି ନେତା ଭି. କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର. କାର୍ତ୍ତିକେୟନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି।2000 ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମେ 31 ରେ ତାଙ୍କ ଝିଅର ଯତ୍ନ ନେବା…