ତାଜା ଖବର ରାଜ୍ୟ ଆଡ଼ପ ପହଣ୍ଡି ଅଘଟଣ ଘଟଣା; ଦିଆଯାଇଥିବା ରିପୋର୍ଟ ଅସଂପୂର୍ଣ୍ଣ August 30, 2024 Papirani ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ନିଆଯାଇଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମୟରେ ବଳଭଦ୍ର…
ତାଜା ଖବର ରାଜ୍ୟ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍କୁଲ୍ ଭ୍ୟାନ୍; ୧୦ ଛାତ୍ରୀଛାତ୍ର ଆହତ August 30, 2024 Papirani ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ସ୍କୁଲ୍ ପିଲା ଥିବା ଭ୍ୟାନ୍ ଦୁର୍ଘଟଣା । ଦ୍ବିଗୋଚ୍ଛିଆରେ ଥିବା ଉତ୍କଳ ମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ସ୍କୁଲଭ୍ୟାନ ସ୍କୁଲ୍ ଛାତ୍ର ଛାତ୍ରୀଙ୍କୁ ଆଣି ଆସିବା ବେଳେ ଭାରସାମ୍ୟ ହରାଇ ଓଲଟିଲ ସ୍କୁଲ୍ ଭ୍ୟାନ୍ । ରାସ୍ତା…
ତାଜା ଖବର ରାଜ୍ୟ ମହିଳାଙ୍କ ସୁବିଧା ପାଇଁ ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ August 30, 2024 Papirani ମହିଳାଙ୍କ ସୁବିଧା ନିମନ୍ତେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ । ଏହା ସହ ଆରାମଦାୟକ, ଏକାନ୍ତ ଏବଂ ସ୍ଵଚ୍ଛ ସ୍ଥାନ ପ୍ରତିଷ୍ଠା କରିବା ପାଇଁ ସବୁ ଜିଲ୍ଲାପାଳ ଓ…
ତାଜା ଖବର ରାଜନୀତି ରାଜ୍ୟ ବିଜୁଛାତ୍ର ଜନତା ଦଳର କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ August 30, 2024 Papirani ଆଜି ଶଙ୍ଖ ଭବନରେ ବିଜୁ ଛାତ୍ରଜନତା ଦଳର ସାଂଗଠନିକ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ବିଜୁଛାତ୍ର ଜନତା ଦଳର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଆମର ଆଦର୍ଶ ହେଉଛି ସେବା, ସ୍ବାଭିମାନ, ସଂଗ୍ରାମ…
ତାଜା ଖବର ରାଜ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ରାଜ୍ୟର ସବୁ ନଦୀ August 30, 2024 Papirani ରାଜ୍ୟର ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏନେଇ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆହୁରି ୪ଟି ଗେଟ୍ ଖୋଲାଯାଇଛି ।…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ବଢୁଛି ବେକାର ଇଂଜିନିୟର ସଂଖ୍ୟା August 30, 2024 Papirani ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ବେକାର ଇଂଜିନିୟର ସଂଖ୍ୟା । ଆଇଟିଆଇ ଓ ଡିପ୍ଲୋମା ଇଂଜିନିୟରିଂ ପାଠ ପଢ଼ି ମିଳୁନି ଚାକିରି। ଯାହାକୁ ନେଇ ବୈଷୟିକ ଶିକ୍ଷାର ଭାଗ୍ୟ ଭବିଷ୍ୟ ଏବେ ଅନ୍ଧାରକରମୟ ହୋଇଉଠିଛି। ଆଜି ବିଧାନସଭା ଗୃହରେ ଧ୍ରୁବ…
ତାଜା ଖବର ରାଜ୍ୟ କୋରାପୁଟ ମେଡିକାଲ କଲେଜରେ ନିଆଁ August 30, 2024 Papirani କୋରାପୁଟ ମେଡିକାଲ କଲେଜରେ ଅଗ୍ନିକାଣ୍ଡ । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାତୃ ଓ ଶିଶୁ ବିଭାଗ (SNCU) ୱାର୍ଡରେ ଲାଗିଲା ନିଆଁ । ତେବେ ନିଆଁ ଲାଗିଥିବା ଜାଣି ବିଭାଗରେ ଥିବା ସମସ୍ତ…
ତାଜା ଖବର ରାଜନୀତି ରାଜ୍ୟ ବନ୍ଦ ହେଲା ପୂର୍ବ ସରକାରଙ୍କ ‘ନୂଆ ଓ’ ଯୋଜନା August 30, 2024 Papirani ବନ୍ଦ ହେଲା ନୂଆ ଓ କାର୍ଯ୍ୟକ୍ରମ । ରାଜ୍ୟର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ପୁର୍ବ ରାଜ୍ୟ ସରକାରଙ୍କ ବୈପ୍ଲବିକ ନୂଆ-ଓ ଛାତ୍ରବୃତ୍ତି ଯୋଜନା ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଏହା ବନ୍ଦ…
ତାଜା ଖବର ରାଜ୍ୟ ପୋଲାଭରମ ସ୍ଥିତି ସମୀକ୍ଷା କଲା ବିଜେଡି ଟିମ August 30, 2024 Nirvay ପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଛି ବିଜୁ ଜନତା ଦଳ ଟିମ। ବିଜେଡି ଟିମ ୨ ଦିନିଆ ଇଷ୍ଟ ଗୋଦାବରୀ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ସାଂସଦ ମୁନ୍ନା…
ତାଜା ଖବର ରାଜ୍ୟ ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର; ସମ୍ପର୍କୀୟ ମାମୁଁ ଅଟକ August 30, 2024 Nirvay ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ବର୍ଷର ନାବାଳିକା। ସମ୍ପର୍କୀୟ ମାମୁଁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା…