ତାଜା ଖବର ରାଜ୍ୟ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଏଆଇସିସି ସମ୍ପାଦକ ଭାବେ ଝାଡ଼ଖଣ୍ଡ ଦାୟିତ୍ଵ August 30, 2024 Nirvay କଂଗ୍ରେସ ସଭାପତି ନିମ୍ନଲିଖିତ ଦଳୀୟ କର୍ମକର୍ତ୍ତାମାନଙ୍କୁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବରେ ନିଯୁକ୍ତ କରିଛନ୍ତି। ଏହି କ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଝାଡ଼ଖଣ୍ଡର…
ତାଜା ଖବର ରାଜ୍ୟ ୪ ଦିନିଆ ଓଡ଼ିଶା ଗସ୍ତରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ August 30, 2024 Nirvay ଓଡ଼ିଶାରେ ଅଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ଭୁବନେଶ୍ବରରେ ନ୍ୟାସନାଲ ସିଏ କନଫରେନ୍ସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ।
ତାଜା ଖବର ରାଜ୍ୟ ରିସର୍ଜେଣ୍ଟ ଓଡ଼ିଶା-୨୦୨୪; ୨୦୩୬ ଓ ୨୦୪୭ ମସିହାକୁ ନେଇ ବିରାଟ ଲକ୍ଷ୍ୟ ରହିଛି August 30, 2024 Nirvay ଓଡିଶା ହେଉଛି ଏକ ସମ୍ଭାବନାର ରାଜ୍ୟ। ଏଠି ସମ୍ଭାବନା ଅଛି, ସୁଯୋଗ ମଧ୍ୟ ଅଛି। ଆମ ପାଖରେ ଖଣିଜ ସମ୍ପଦ ଭରପୂର ଅଛି। ତେଣୁ ନିର୍ମାଣର ବିଭିନ୍ନ କ୍ଷେତ୍ର ଯଥା ଅଟୋମୋବାଇଲ୍ସ, ଅଟୋ କମ୍ପୋନେଣ୍ଟସ୍, ଡୋମେଷ୍ଟିକ ଆପ୍ଲିଆନସେସ୍, ଡିଫେନ୍ସ, ଏରୋ ସ୍ପେସ୍,…
ତାଜା ଖବର ରାଜ୍ୟ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ଅଙ୍ଗନବାଡ଼ି କର୍ମୀ August 30, 2024 Nirvay ସୁଭଦ୍ରା ଯୋଜନାକୁ ନେଇ ସରକାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି କର୍ମୀ, ସହାୟିକା ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏଥିପାଇଁ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ ଆବେଦନ କରିପାରିବେ । ଏମ୍ବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ବାରା…
ତାଜା ଖବର ରାଜ୍ୟ ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ August 30, 2024 Nirvay ଗୃହ ବିଭାଗର ଶ୍ବେତପତ୍ର ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ଶ୍ବେତପତ୍ରରେ ରାଜ୍ୟରେ ଅପରାଧ, ଆଇନଶୃଙ୍ଖଳା ନେଇ ତଥ୍ୟ ରହିଛି। ୨୦୨୩ ବର୍ଷରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ୩ ମାଓବାଦୀ ନିହତ ହୋଇଥିବା ବେଳେ ୧୩ ମାଓବାଦୀ…
ତାଜା ଖବର ରାଜ୍ୟ ସୁଭଦ୍ରା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର August 30, 2024 Papirani ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ତଥା ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସୁଭଦ୍ରାର ଯୋଜନା ଆରମ୍ଭ କରିଛନ୍ତି। ଏହି ସୁଭଦ୍ରା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର ।…
ତାଜା ଖବର ରାଜ୍ୟ ଆଡ଼ପ ପହଣ୍ଡି ଅଘଟଣ ଘଟଣା; ଦିଆଯାଇଥିବା ରିପୋର୍ଟ ଅସଂପୂର୍ଣ୍ଣ August 30, 2024 Papirani ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ନିଆଯାଇଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମୟରେ ବଳଭଦ୍ର…
ତାଜା ଖବର ରାଜ୍ୟ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍କୁଲ୍ ଭ୍ୟାନ୍; ୧୦ ଛାତ୍ରୀଛାତ୍ର ଆହତ August 30, 2024 Papirani ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ସ୍କୁଲ୍ ପିଲା ଥିବା ଭ୍ୟାନ୍ ଦୁର୍ଘଟଣା । ଦ୍ବିଗୋଚ୍ଛିଆରେ ଥିବା ଉତ୍କଳ ମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ସ୍କୁଲଭ୍ୟାନ ସ୍କୁଲ୍ ଛାତ୍ର ଛାତ୍ରୀଙ୍କୁ ଆଣି ଆସିବା ବେଳେ ଭାରସାମ୍ୟ ହରାଇ ଓଲଟିଲ ସ୍କୁଲ୍ ଭ୍ୟାନ୍ । ରାସ୍ତା…
ତାଜା ଖବର ରାଜ୍ୟ ମହିଳାଙ୍କ ସୁବିଧା ପାଇଁ ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ August 30, 2024 Papirani ମହିଳାଙ୍କ ସୁବିଧା ନିମନ୍ତେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ । ଏହା ସହ ଆରାମଦାୟକ, ଏକାନ୍ତ ଏବଂ ସ୍ଵଚ୍ଛ ସ୍ଥାନ ପ୍ରତିଷ୍ଠା କରିବା ପାଇଁ ସବୁ ଜିଲ୍ଲାପାଳ ଓ…
ତାଜା ଖବର ରାଜନୀତି ରାଜ୍ୟ ବିଜୁଛାତ୍ର ଜନତା ଦଳର କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ August 30, 2024 Papirani ଆଜି ଶଙ୍ଖ ଭବନରେ ବିଜୁ ଛାତ୍ରଜନତା ଦଳର ସାଂଗଠନିକ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ବିଜୁଛାତ୍ର ଜନତା ଦଳର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଆମର ଆଦର୍ଶ ହେଉଛି ସେବା, ସ୍ବାଭିମାନ, ସଂଗ୍ରାମ…