Category: ରାଜ୍ୟ

ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୩ ଡିଗ୍ରୀ ପାର

କିଛି ଦିନର ବର୍ଷା ଓ କୋହଲା ପାଗ ପରେ ରାଜ୍ୟକୁ ଅସହ୍ୟ ତାତି ଓ ଗୁଳୁଗୁଳି ଫେରିଛି । ଆଜି ସକାଳୁ ୩୩ ଡିଗ୍ରୀ ଟପିଲାଣି ରାଜଧାନୀ ଭୁବନେଶ୍ବର ତାପମାତ୍ରା । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୩.୪…

ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ

ପିଜି ନାମଲେଖା ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଏଥିରେ ମୋଟ ୬୨,୩୨୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୬,୯୭୬ ଜଣ ପରୀକ୍ଷା ଦେଇଥିଲେ । ୩୦,୮୦୨…

ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ପରିଚାଳନା ନିର୍ଦ୍ଦେଶକ

ଆଇଏଏସ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ । ସେ ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ନୂଆ ଦାୟିତ୍ୱ ତୁଲାଇବେ । କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପଠାଯାଇଥିବା…

ବ୍ରହ୍ମପୁର MKCGରେ ରାଗିଂ ଘଟଣା; ୨ ହାଉସ୍‌ ସର୍ଜନଙ୍କୁ ୨୫ ହଜାର ଜରିମାନା

ବ୍ରହ୍ମପୁର MKCGରେ ରାଗିଂ ଘଟଣା ୨ ହାଉସ୍‌ ସର୍ଜନଙ୍କୁ ଜରିମାନା । ଜଣେ ଚତୁର୍ଥ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଜରିମାନା କରାଯାଇଛି । ଜରିମାନା ବାବଦକୁ ୨୫ ହଜାର ଟଙ୍କା ଲେଖାଏ ଦେବାକୁ କୁହାଯାଇଛି। ଛାତ୍ର ଜଣଙ୍କ ଆଣ୍ଟି ରାଗିଂ…

ଭଦ୍ରକରେ ପ୍ରାୟ ୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି…

ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆଜି ଭୁବନେଶ୍ୱରର ତାପମାତ୍ରା ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି। ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଢ଼େ ୨ ସୁଦ୍ଧା ଭୁବନେଶ୍ବର ତାପମାତ୍ରା…

ରାଜ୍ୟରେ ୧୫କୁ ଛୁଇଁଲା କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାରେ କ୍ରମାଗତ ଭାବେ ବଢିଚାଲିଛି କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏବେ ଆଉ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୫କୁ…

ରାଜ୍ୟରେ ଚଳିତ ମାସ ସୁଦ୍ଧା ଆସିବ ନୂତନ ଅବକାରୀ ନୀତି

ରାଜ୍ୟରେ ଏହିମାସରେ ଲାଗୁ ହେବ ନୂତନ ଅବକାରୀ ନୀତି । ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ନୂଆ ଆହ୍ୱାନ ହେବ। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଲାଗୁ ହେବାକୁ ଯାଉଛି। ନୂଆ ମଦ ନୀତିରେ ନୂଆ…

୪ ଟନ୍ ବିସ୍ଫୋରକ ଲୁଟ୍ ଘଟଣା; ଜବତ ହେଲା ଅଢ଼େଇ ଟନ୍‌ର ବିସ୍ଫୋରକ

ସୁନ୍ଦରଗଡ଼ ଜିଲ୍ଲା ବାଙ୍କୋ ପଥର ଖଣିରୁ ୪ ଟନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ି ଗାଏବ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଆଜି ସର୍ଚ୍ଚ ଅପରେସନ୍‌ ବେଳେ ଆଉ ଅଢ଼େଇ ଟନ୍‌ର ବିସ୍ଫୋରକ ଜବତ କରାଯାଇଛି । ଝାଡ଼ଖଣ୍ଡ ଜରେଇକେଲା ଥାନା…

ରାଜ୍ୟରେ ଗୁଳୁଗୁଳି ସହ ବଢ଼ୁଛି ତାପମାତ୍ରା

ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ବଢିଛି ଗୁଳୁଗୁଳି । ସକାଳ ୧୧.୩୦ ସୁଦ୍ଧା ରାଜଧାନୀରେ ୩୭ ଡ଼ିଗ୍ରୀ ଛୁଇଁଲା ତାପମାତ୍ରା । ୫୫.୪ ପ୍ରତିଶତ ଆର୍ଦ୍ରତା ଯୋଗୁଁ ରାଜଧାନୀରେ ଗୁଳୁଗୁଳି ଅନୁଭୂତ ହୋଇଛି । ଆଜି ଭୁବନେଶ୍ୱରର ତାପମାତ୍ରା ୩୭.୪ ରେକର୍ଡ…