Category: ରାଜ୍ୟ

ସମାପ୍ତ ହେଲା ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତୃତୀୟଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ । ଲୋକସଭା ନିର୍ବାଚନରେ ୪ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ । ନୂଆଦିଲ୍ଲୀରେ ଆୟୋଜିତ…

ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ: ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରାଯାଇଛି। ନଡ୍ଡାଙ୍କ କାର୍ଯ୍ୟକାଳକୁ ପୂର୍ବରୁ ବିସ୍ତାର ଦିଆ ଯାଇସାରିଛି, ସେହି ପ୍ରସ୍ତାବକୁ ରବିବାର ମଞ୍ଜୁରୀ ମିଳିଛି। ସୂଚନା ମୁତାବକ ନଡ୍ଡାଙ୍କ କାର୍ଯ୍ୟକାଳକୁ ଜୁନ ୨୦୨୪ ପର୍ଯ୍ୟନ୍ତ ବଢା ଯାଇଛି। ଜୁନ ୨୦୨୪…

ସିଏଏଫ୍ ଯବାନଙ୍କ ଗଳା କାଟିଲେ ମାଓବାଦୀ

ମାଲକାନଗିରି: ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଳା​ରେ ମାଓବାଦୀମାନେ ଜଣେ ଯବାନଙ୍କ ଗଳା କାଟି ହତ୍ୟା କରିଛନ୍ତି। ଯବାନ ଜଣଙ୍କ ସାପ୍ତାହିକ ହାଟକୁ ଯାଇଥିବାବେଳେ ତାଙ୍କୁ ଟେକି ନେଇ ହତ୍ୟା କରାଯାଇଛି। ମୃତକ ସିଏଏଫ୍…

ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା

ଭୁବନେଶ୍ବର: ଆଜି ବିଜେଡିରେ ମିଶିଲେ ବିପ୍ଳବ ଜେନା । ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ସେ କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ । ତାଙ୍କ ପିତା ସ୍ବର୍ଗତ ରମେଶ ଜେନା ଅନୁଗୁଳରୁ ଥରେ ବିଧାୟକ…

ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ବାନ

ପୁରୀ: ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲ୍ଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। । ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ…

ରାଜଧାନୀରେ ଲୁଟେରା ଆତଙ୍କ, ଝରକା ତାଡି ନେଇଗଲେ ସୁନା-ରୂପା ସହ ଟଙ୍କା

ଭୁବନେଶ୍ୱର : ରାଜଧାନୀରେ ଲୁଟେରା ଆତଙ୍କ । ତାଲା ପଡିଥିବା ଘରେ ପଶି ଲୁଟି ନେଲେ ଲୁଟେରା । ଭୁବନେଶ୍ୱର କପିଳପ୍ରସାଦ କେଳୁଚରଣ ଲେନ୍‌ରୁ ଲୁଟ୍‌ ହୋଇଛି । ଖବର ଅନୁଯାୟୀ, କପିଳପ୍ରସାଦ କେଳୁଚରଣ ଲେନ୍‌ ୫ରେ ଥିବା ଏକ ଘରେ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ…

ବଢ଼ିଲା କୃଷକ ସାଥୀଙ୍କ ଖର୍ଚ୍ଚ; ପରିମାଣ ୧୮ ହଜାରକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର…

ନିର୍ବାଚନ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ: ସିଇସି ରାଜୀବ କୁମାର

ଭୁବନେଶ୍ଵର: ଆଗାମୀ ଜୁନ୍‌ ୧୬ ସୁଦ୍ଧା ଲୋକସଭା ଏବଂ ଜୁନ୍‌ ୨୪ ସୁଦ୍ଧା ବିଧାନସଭା ନିର୍ବାଚନ ଶେଷ ହେବ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ…

ସମୀର ଦାଶଙ୍କୁ ଗୋପରେ କଳାପତାକା ପ୍ରଦର୍ଶନ; ବିଧାୟକଙ୍କ ସମର୍ଥକଙ୍କ ଗୁଣ୍ଡାରାଜ

ନିମାପଡା ବିଧାୟକ ସମୀର ଦାଶଙ୍କୁ ବିରୋଧ ସହିତ କଳାପତାକା ପ୍ରଦର୍ଶନ । ପୋଲିସ ଉପସ୍ଥିତିରେ ପ୍ରତିବାଦକାରୀଙ୍କୁ ନିସ୍ତୁକ ମାଡ ମାରିଲେ ବିଧାୟକଙ୍କ ସମର୍ଥକ । ନିଜ ନିର୍ବାଚନମଣ୍ଡଳୀ ଏରବଂଗ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଧାୟକ ଯାଉଥିଲେ ।…