Category: ରାଜ୍ୟ

ଅବକାରୀ ଅଧୀକ୍ଷକଙ୍କ ବିପୁଳ ସମ୍ପତ୍ତି ଠାବ; ୨ଟି ବହୁତଳ କୋଠା ରହିଛି ୮ଟି ଦାମୀ ପ୍ଲଟ୍

ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ବିପୁଳ ସମ୍ପତ୍ତି ଠାବ। ୨ଟି ବହୁତଳ କୋଠା, ୮ଟି ଦାମୀ ପ୍ଲଟ୍, ୨ଟି ୪ ଚକିଆ ଯାନ ଠାବ । କଟକ ଜିଲ୍ଲାର ଜଗତପୁର ଠାରେ ୪ହଜାର ୬୫୫ ବର୍ଗଫୁଟର ଏକ ତିନି ମହଲା…

ଡ୍ରପ୍‌ ଆଉଟ୍‌ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ; ଆଜିଠାରୁ ମେ’ ୫ ତାରିଖ ଯାଏଁ ଚାଲିବ ସର୍ଭେ

ଡ୍ରପ୍‌ ଆଉଟ୍‌ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଧା ପାଠ ଛାଡ଼ିଥିବା ପିଲାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ । କେଉଁ କାରଣରୁ ଅଧାରୁ ପାଠ ପଢ଼ା ଛାଡ଼ିଲେ? ତାର କାରଣ ଖୋଜିବେ ଶିକ୍ଷକ । ଘରକୁ ଘର ବୁଲି ସର୍ଭେ…

ଚାଷୀଙ୍କ ଆକାଉଣ୍ଟ୍‌କୁ ଆସିଲା ସିଏମ୍‌ କିଷାନ ଟଙ୍କା

ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟ୍‌କୁ ଆସିଲା ସିଏମ୍‌ କିଷାନ ଟଙ୍କା । ସିଏମ୍‌ କିଷାନ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୧ ହଜାର କୋଟିରୁ ଅଧିକ ଟଙ୍କା । ନୂଆଖାଇ…

ଶ୍ରମିକ ମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା…

ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ଆକ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପତ୍ତି ଆଟାଚ୍ କରିଛି । ଜବତ ହୋଇଥିବା…

ପହଲଗାମ୍ ଆକ୍ରମଣ ଘଟଣା: କଟକରେ ରଞ୍ଜିତ ଭୋଳଙ୍କ ଘରେ ଏନଆଇଏ ଟିମ୍

କଟକରେ ପହଞ୍ଚିଛି ନ୍ୟାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି (NIA) ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚୁରା କରିଛି ଟିମ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ…

ଆୟୁଷ୍ମାନରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ । ଏ ନେଇ ଆଜି ଘରୋଇ ହସ୍ପିଟାଲଗୁଡ଼ିକୁ ତାଗିଦ୍‌ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ…

ପିଲାଙ୍କୁ ଦିଆଯିବ ‘ଯାଦୁପେଡି’

ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା ।ଶିଶୁ ବାଟିକା, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’ । ଖେଳ ଭିତ୍ତିକ ଶିକ୍ଷଣ ପଦ୍ଧତି ମାଧ୍ୟମରେ ମୌଳିକ ଦକ୍ଷତା ଅର୍ଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ‘ଯାଦୁ…

ଘରୋଇ ଶିକ୍ଷାନୁଷ୍ଠାନକୁ ଗଣଶିକ୍ଷା ମନ୍ତ୍ରୀଙ୍କ ତାଗିଦ୍‌; ନିୟମ ଭାଙ୍ଗି ସ୍କୁଲ ଖୋଲିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଖୋଲାଯାଉଛି ସ୍କୁଲ୍‌ । ଏ ନେଇ ଘରୋଇ ଶିକ୍ଷାନୁଷ୍ଠାନକୁ ତାଗିଦ୍‌ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ…

ପୁଣି ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଆଦେଶ ବୃଦ୍ଧି

ପୁଣି ବଢ଼ିଲା ୨୦୦୭ ବ୍ୟାଚ ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଅବଧି । ଆଉ ମାସେ ନିଲମ୍ୱନ ଆଦେଶ ବଢ଼ାଇଲା ଗୃହ ମନ୍ତ୍ରଣାଳୟ । ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ୱନ ହୋଇଛନ୍ତି ପଣ୍ଡିତ ରାଜେଶ । ସୂଚନା ଯୋଗ୍ୟ; ଆଇପିଏସ ରାଜେଶ…