Category: ରାଜ୍ୟ

ମାଙ୍ଗାନିଜ ଚୋରା ଚାଲାଣ ଘଟଣା; କୋଇଡ଼ା ଖଣି ମଣ୍ଡଳରେ ଭିଜିଲାନ୍ସ ଟିମ୍

କୋଇଡ଼ାରେ ବେଧଡକ ଭାବେ ଚାଲିଛି ମାଙ୍ଗାନିଜ ଚୋରା ଚାଲାଣ। ସୁନ୍ଦରଗଡ଼ କୋଇଡ଼ା ହେମଗିରିରେ ବିଭିନ୍ନ ଖଣି ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ । ଘଟଣାସ୍ଥଳରେ ଭିଜିଲାନ୍ସର ୧୦ ଜଣିଆ ଟିମ୍‌ର ତଦନ୍ତ । ସୁନ୍ଦରଗଡର କୋଇଡ଼ାରେ ORSACର ୪ ଜଣ…

ଚୋରି ହେଲା ମହାପ୍ରଭୁଙ୍କ ଦଶମୂଳ ମୋଦକ

ମହାପ୍ରଭୁଙ୍କ ନୀତିରେ ପୁଣି ମହାବିଭ୍ରାଟ । ଶ୍ରୀମନ୍ଦିର ପରିସରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ହେବା ପୂର୍ବରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି…

ବଜ୍ରାଘାତରେ ଭାଙ୍ଗିଲା ଯୋରନ୍ଦା ମହିମା ଗାଦିର ଦଧିନଉତି

ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ଆଜି ବଜ୍ରପାତରେ ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରଛି ।…

ଗୋପାଳପୁର ଗଣଦୁଷ୍କର୍ମ ଘଟଣା: କ୍ରାଇମବ୍ରାଞ୍ଚ ହାତରେ ଡିଜିଟାଲ ପ୍ରମାଣ

ଗୋପାଳପୁର ଗଣବଳାତ୍କାର ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୋମବାର ଦିନ ଅଭିଯୁକ୍ତଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ ମିଳିଥିବା ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ ଅଭିଯୁକ୍ତଙ୍କ କ୍ରାଇମ୍‌ ସିନ୍‌ ସିସିଟିଭିରେ କଏଦ ହୋଇଛି । ଆବଶ୍ୟକ…

ଧରାକୋଟରେ ଦୁଇ ଦଳିତଙ୍କୁ ନିର୍ଯାତନା ଘଟଣାକୁ ନିନ୍ଦା କଲେ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ

ଗଞ୍ଜାମ ଜିଲ୍ଲା, ଆସ୍କାରେ ଦଳିତ ସମାଜର ଦୁଇ ଜଣକୁ ଅକଥନୀୟ ଅତ୍ୟାଚାର କରିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦୁଇ ଯୁବକଙ୍କୁ ଘାସ ଖୁଆଇବା, ମଇଳା ପାଣି…

ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳନ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ଆଜି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ…

ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ପୁଣି ରାଜ୍ୟରେ ନାରୀ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ନିକଟରେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟ ଦେଶ ତଥା ବିଦେଶରେ ବଦାନାମ୍ ହୋଇଥିବା ବେଳେ ଏବେ ଜଣେ ଅଣ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି ।…

ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’

ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ । ଜରୁରୀକାଳୀନ ପରିସ୍ଥିତର ସ୍ବତନ୍ତ୍ରତା ସେନାନୀ ମାନଙ୍କୁ କରାଯିବ ସମ୍ମାନିତ । ଏ ନେଇ ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍‌ଙ୍କୁ…

ଅପରେସନ୍‌ ପରେ ସୁସ୍ଥ ଅଛନ୍ତି ନବୀନ: ପ୍ରେମ ପଟ୍ଟନାୟକ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଲେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ଭିଡିଓ ମଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରେମ ପଟ୍ଟନାୟକ କହିଛନ୍ତି ଅପରେସନ୍‌ ପରେ ସୁସ୍ଥ ଅଛନ୍ତି ନବୀନ । ସେ ହସ୍ପିଟାଲରେ ସାମାନ୍ୟ…

୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ

ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅଭିଯୋଗ ଆଣି ଶଙ୍ଖଭବନରେ ବିଜେଡିର ପ୍ରେସମିଟ। ମାଆ ଭଉଣୀଙ୍କ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର ବିଜେଡି । ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ରାଜ୍ୟର ସମସ୍ତ ଯୁବ ଓ ଛାତ୍ର…