Category: ରାଜ୍ୟ

ପ୍ରକାଶ ପାଇଲା ଓଟିଇଟି-୨୦୨୪ର ପରୀକ୍ଷା ଫଳ

ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍‌ଇଓଡ଼ିଶା.ଏସି.ଇନ୍‌ରେ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ…

ସୁନ୍ଦରଗଡ଼ରେ ଯାଯାବର ଗଣହତ୍ୟା ମାମଲା: ରାଜ୍ୟ ବାହାରୁ ୭ ଜଣ ଗିରଫ

ସୁନ୍ଦରଗଡ଼ ସଦର ଥାନା କରମଡିହି ଗୀତପଡ଼ାରେ ବହୁ ଚର୍ଚ୍ଚିତ ଗଣହତ୍ୟା ମାମଲାରେ ୭ ଗିରଫ ହୋଇଛନ୍ତି । ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ସମସ୍ତ ଅଭିଯୁକ୍ତଙ୍କୁ ଧରିଲା ସୁନ୍ଦରଗଡ଼…

୧୦ ଜିଲ୍ଲାରେ ଭିନ୍ନକ୍ଷମ ଆବେଦନ ସର୍ବାଧିକ ବିଚାରାଧୀନ

ଭିନ୍ନକ୍ଷମଙ୍କ ପାଇଁ ୟୁନିକ୍ ଡି ସେବିଲିଟି ଆଇଡେଣ୍ଟିଫିକେସନ୍ ( ୟୁଡିଆଇଡି) କାର୍ଡ ପ୍ରସ୍ତୁତ କରିବା କ୍ଷେତ୍ରରେ ରାଜ୍ୟର ୧୦ଟି ଜିଲ୍ଲାରେ ସର୍ବାଧିକ ଆବେଦନ ବିଚାରାଧୀନ ରହିଛି। ରାଜ୍ୟରେ ମୋଟ୍ ୧ ଲକ୍ଷ ୩୩ ହଜାରରୁ ଅଧିକ ୟୁଡିଆଇଡି ଆବେଦନ ବିଚାରାଧୀନ ରହିଥିବାବେଳେ…

ପାରଳାଖେମୁଣ୍ଡି ସବ-ରେଜିଷ୍ଟ୍ରର ଅଫିସରେ ଜାଲିଆତି; ବିକ୍ରେତାଙ୍କ ନାମରେ ଅଠା ବୋଳି ଖସି ଯିବା ପାଇଁ ଷଡଯନ୍ତ୍ର

ଦୁର୍ନୀତିର ଗନ୍ତାଘର ତଥା ଜାଲିଆତିରେ ରେକର୍ଡ କରୁଛି ଜିଲ୍ଲା ସବ୍-ରେଜିଷ୍ଟ୍ରର ଅଫିସ । ସଦ୍ୟତମ ଘଟଣାରେ ମୃତକ ରାତାଲୁ ବୋଷୀଙ୍କର ଉତ୍ତରାଧିକାରୀମାନେ ହରିପୁର ମୌଜା ଅନ୍ତର୍ଗତ କାଶୀପୁର ତହସିଲ ଅଧିନସ୍ଥ ଖାତା ନଂ-୧୭୦ /୬୧, ପ୍ଳଟ ନଂ-୩୭/ ୦୧, ଆୟତନ ୧.୮୯୦…

ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ସ୍ଥାପନ ହେବ ମଦଦୋକାନ !

ଡାକ୍ତରଖାନା ସମ୍ମୁଖକୁ ସ୍ଥାନାନ୍ତର ହେବାକୁ ଯାଉଛି ମଦଦୋକାନ । ଏହି ଭଳି ଅଭାବନୀୟ ଘଟଣାର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସହରରେ । ଏଠାରେ ଓଡ଼ିଶା ଅବକାରୀ ଆଇନ ନିୟମକୁ ଖୁଲମ୍ ଖୋଲା ହେଉଛି ଅଣଦେଖା । ମନ୍ଦିର ପାର୍ଶ୍ଵରୁ ମଦ ଦୋକାନ…

ଭୁବନେଶ୍ୱରରେ ବୈକୁଣ୍ଠ ଧାମ ଆଶ୍ରମ ଭାଙ୍ଗିବା ଉପରେ ହାଇକୋର୍ଟଙ୍କ ରୋକ

ରାଜଧାନୀ ସହରର ଖଣ୍ଡଗିରି ଅଞ୍ଚଳରେ ଥିବା କାଶୀନାଥ ମିଶ୍ରଙ୍କ ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମକୁ ଭାଙ୍ଗିବା ଲାଗି ପୌର କର୍ତ୍ତୃପକ୍ଷଙ୍କ ଯୋଜନା ଉପରେ ଓଡ଼ିଶା ହାଇକୋର୍ଟ ଆଜି ମଧ୍ଯବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି। ସରକାରୀ ଜମିରେ ଏହି ପ୍ରାସାଦ ନିର୍ମାଣ କରାଯାଇଥିବା ଜଣାପଡ଼ିବା…

ରାଜ୍ୟରେ ମହିଳା ଅଦାଲତ ପ୍ରତିଷ୍ଠା ନେଇ ସରକାର ଙ୍କ ନିଷ୍ପତ୍ତି : ପୃଥ୍ଵୀରାଜ ହରିଚନ୍ଦନ

ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଉଥିବା ବେଳେ ରାଜ୍ଯ ସରକାର ମହିଳା ଅଦାଲତ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ୍ ଆଜି ସୂଚନା ଦେଇଛନ୍ତି। ଏହି ସ୍ୱତନ୍ତ୍ର ଅଦାଲତଗୁଡ଼ିକ ମହିଳାଙ୍କ ପ୍ରତି ହିଂସା ଏବଂ…

୩ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ାଇଲେ ଓଡିଶା ରାଜ୍ୟପାଳ

ବିଶ୍ୱବିଦ୍ୟାଳୟ ମାନଙ୍କ କୁଳାଧିପତି ଭାବରେ କାର୍ଯ୍ଯ କରୁଥିବା ରାଜ୍ଯପାଳ ଗୁରୁବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ , ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରି ତିନୋଟି ବିଶ୍ୱବିଦ୍ୟାଳୟ ର କୁଳପତିଙ୍କ କାର୍ଯ୍ଯକାଳ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତରେ ଆଜି…

ରାଜ୍ୟ ମହିଳା କମିଶନରଙ୍କ ପଦଚ୍ୟୁତ ମାମଲା ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

ଗତ କିଛି ଦିନ ପୂର୍ବେ ଓଡିଶା ମହିଳା କମିଶନର ଙ୍କୁ ରାଜ୍ୟ ସରକାର ପଦଚ୍ୟୁତ କରିଥିଲେ | ଆଜି ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଅଧ୍ଯକ୍ଷା ଓ ସଦସ୍ଯାଙ୍କୁ ବରଖାସ୍ତ କରିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି କରିଛନ୍ତି…

ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେଡି

ରାଜ୍ୟରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ…