Category: ରାଜ୍ୟ

ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ ଅଭିଯୋଗ

କଟକରେ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ ଅଭିଯୋଗ ଘଟଣା ଏବେ ସାମ୍ନାକୁ ଆସିଛି। ଏ ନେଇ ଚାଉଳିଆଗଞ୍ଜ ଥାନାରେ ଅଟୋ ଚାଳକଙ୍କ ନାଁରେ ଏତଲା ଦିଆଯାଇଛି । ଶିଖରପୁର ନିକଟରେ ଅଟୋ ଚାଳକ ଅସଦାଚରଣ କରିଥିବା…

ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅନୁଗୁଳରେ କାର୍ଯ୍ୟରତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮…

ସୁସ୍ଥ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ତଥା ନବୀନ ପଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଆଜି ଉନ୍ନତି ଆସିଛି । ଭୁବନେଶ୍ବର ସମ୍ ଅଲ୍ଟିମେଟ ମେଡିକେୟାରରେ ଭର୍ତ୍ତି ହୋଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ…

ମୁଁ ବି ନିର୍ଭୟର ଗୁମର କଥା ଦେଖେ: ରାଷ୍ଟ୍ରପତି ଦ୍ରୌପଦୀ ମୃର୍ମୁ

ନିଜ ଦୃଷ୍ଟିକୋଣ ନେଇ ଯେକୌଣସି ବ୍ୟକ୍ତିଙ୍କୁ ଚିତ୍ରିତ କରାଯାଇପାରେ । ସମ୍ପୂର୍ଣ୍ଣ ବିଦ୍ଵେଷ ଭାବ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୃର୍ମୁ ଦେବାକୁ ଚେଷ୍ଟା କରେ କଂଗ୍ରେସ। ରାଜନୈତିକ ଉଦ୍ଦେଶ୍ୟ ରଖି ବିଜଦ ସଭାପତି ନବୀନ ପଟନାୟକ ରାଷ୍ଟ୍ରପତିଙ୍କୁ ସାମୟିକ ସମୟ ପାଇଁ…

ରାଷ୍ଟ୍ରଦୀପର ଷଷ୍ଟିପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଗତକାଲି ଜୟଦେବ ଭବନରେ ରାଷ୍ଟ୍ରଦୀପର ଷଷ୍ଟିପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଷ୍ଟ୍ରଦୀପ ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ୱଳ ଆଲୋକ ବର୍ତ୍ତିକା ଓ ସାଂପ୍ରତିକ ବିଭେଦମୟ ରାଜନୈତିକ ପରିସ୍ଥିତିରେ ରାଷ୍ଟ୍ରବାଦର…

ଭାଷା ଆନ୍ଦୋଳନ , ଓଡ଼ିଶା ପକ୍ଷରୁ ” ଓଡ଼ିଆ ସରକାରୀ ଭାଷା ଦିବସ ” ପାଳନ 

ଆଜି ଭାଷା ଆନ୍ଦୋଳନ , ଓଡ଼ିଶା ପକ୍ଷରୁ ” ଓଡ଼ିଆ ସରକାରୀ ଭାଷା ଦିବସ ” ପାଳନ କରାଯାଇଛି । ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ଭାଷା ନିଜ ମାତୃଭାଷା “ଓଡ଼ିଆ” ହେବାପାଇଁ ଦୀର୍ଘ ବର୍ଷର ଲଢ଼େଇ ଯାହାକି ଇଂରେଜ ଶାସନ…

ଆୟୁଷ୍ମାନ ଯୋଜନାରେ ହନ୍ତସନ୍ତ ହେଉଛନ୍ତି ଲୋକେ: ଭକ୍ତ ଦାସ 

ଆଜି କଂଗ୍ରେସ ଭବନରେ ସାମ୍ୱାଦିକ ସମ୍ମିଳନୀରେ ଆୟୁଷ୍ମାନ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ ଅନ୍ୟ ରାଜ୍ୟମାନଙ୍କ ପରି ଆମ ରାଜ୍ୟକୁ ମଧ୍ୟ ଆୟୁଷ୍ମାନ…

ନବୀନ ପଟ୍ଟନାୟକ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି ସୂଚନା

ଅସୁସ୍ଥ ହେଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଅପରାହ୍ନ ୫ଟା ୧୫ରେ ତାଙ୍କୁ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି…

ବଳଙ୍ଗା ପୀଡ଼ିତାଙ୍କ ବୟାନ ଭିଡିଓ ଭାଇରାଲ ଘଟଣା: ସରକାରଙ୍କୁ ଘେରିଲା ବିଜେଡି 

ବଳଙ୍ଗା ପୀଡିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି ବୋଲି ପୀଡିତାଙ୍କ ବୟାନର ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ…

ଚାଷୀ ପଞ୍ଜୀକରଣ ପାଇଁ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର; ପ୍ରକାଶ ପାଇଲା ବିଜ୍ଞପ୍ତି

ଚାଷୀ ଭାଇଙ୍କ ପାଇଁ ଖୁସି ଖବର । ଚାଷୀ ପଞ୍ଜୀକରଣ ପାଇଁ ଆଉ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର । ଏଣିକି ସେଲ୍ଫ ଡିକ୍ଲାରେସନ ବା ନିଜସ୍ବ ଘୋଷଣାନାମାରେ ହୋଇପାରିବ ଚାଷୀଙ୍କ ନାମ ପଞ୍ଜୀକରଣ । ଏଥିପାଇଁ ଯୋଗାଣ ବିଭାଗ ତରଫରୁ…