ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ March 13, 2025 Papirani ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମନ୍ଦିର ଚତୁଃପାର୍ଶ୍ବ ବୁଲି ଅନୁଧ୍ୟାନ କରିବା ସହ ମହପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବୁଲିଲେ ଗଜପତି ମହାରାଜ । ଗଜପତି ମହାରାଜଙ୍କ ସହ ଉପସ୍ଥିତ ଥିଲେ ଶ୍ରୀମନ୍ଦିର ମୁଖ୍ୟ…
ରାଜ୍ୟ ଏପ୍ରିଲ୍ ୩ରୁ ମା ବୁଢ଼ୀ ଠାକୁରାଣୀ ଯାତ୍ରା March 12, 2025 Nirvay ଏପ୍ରିଲ ୩ ରୁ ଆରମ୍ଭ ହେବ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ଏପ୍ରିଲ୍ ୨୮ ତାରିଖ ଯାଏ ଚାଲିବ ଏହି ଯାତ୍ରା । ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରୀରେ ଶୁଭଖୁଣ୍ଟି ସ୍ଥାପନ ହେବା ନେଇ…
ତାଜା ଖବର ରାଜ୍ୟ ଏପ୍ରିଲ ପହିଲାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନା March 12, 2025 Papirani ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହେବ । ଏହା ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ…
ରାଜ୍ୟ ରାଜ୍ୟରେ ୪୦ ଡିଗ୍ରୀ ଟପିଲା ତାତି; ୪୦.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର March 12, 2025 Nirvay ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତାତିରୁ ମିଳୁନି ନିସ୍ତାର । ଆଜି ବୌଦ୍ଧ ୪୦.୫ ଡ଼ିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟର ୧୨ଟି ସହରରେ…
ରାଜ୍ୟ ଓଡ଼ିଶାରେ ଅଣ୍ଡା ଓ ମଧୁର ମାଛର ଅଭାବ ରହିଛି କହିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ March 12, 2025 Nirvay ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଥିବାବେଳେ କେବଳ ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ହେଉଛି । ଓଡିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ କିଛି ଏଭଳି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ March 12, 2025 Papirani ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ ଓ ମହିଳା ନିର୍ଯାତନା ବିରୋଧରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ…
ତାଜା ଖବର ରାଜ୍ୟ ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ: ଭୁବନେଶ୍ୱର ଡିସିପି March 12, 2025 Papirani ଆଗକୁ ଆସୁଛି ହୋଲି। ହୋଲି ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ହୋଲି ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା…
ତାଜା ଖବର ରାଜ୍ୟ ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା କଟକଣା ପ୍ରତ୍ୟାହୃତ March 12, 2025 Papirani ଧାରଣାରୁ ଓହରିଲେ ସାମ୍ବାଦିକ । ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ କଟକଣା ପ୍ରସଙ୍ଗରେ ଧାରଣା ଦେଇଥିବା ସାମ୍ୱାଦିକ ଧାରଣାରୁ ଓହରିଛନ୍ତି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାଇବା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ…
ତାଜା ଖବର ରାଜ୍ୟ ରାସନ କାର୍ଡରୁ ବାଦ୍ ପଡ଼ିଲେ ୮୪ହଜାର ୭୫୭ ହିତାଧୀକାରୀ March 12, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ। ଗୃହରେ ଅଶ୍ବିନୀ ପାତ୍ରଙ୍କ ପ୍ରଶ୍ନରେ ଉତ୍ତରରେ ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଏପର୍ଯ୍ୟନ୍ତ ୨୨,୨୯୩ ଅଯୋଗ୍ୟ ରାସନ କାର୍ଡ…
ତାଜା ଖବର ବ୍ୟବସାୟ ରାଜନୀତି ରାଜ୍ୟ ଧାରଣାରତ କଂଗ୍ରେସ ସଦସ୍ୟଙ୍କୁ ଶାସକ ଦଳର ବୁଝାସୁଝା March 12, 2025 Papirani ଗୃହ ବୟକଟ କରି ଧାରଣାରେ ବସିଥିବା କଂଗ୍ରେସ ସଦସ୍ୟଙ୍କୁ ଶାସକ ଦଳର ବୁଝାସୁଝା । ଗୃହକୁ ଫେରାଇ ଆଣିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ଉଦ୍ୟମ । ସରୋଜ ପ୍ରଧାନଙ୍କ ସହ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜମଧ୍ୟ ବୁଝାସୁଝା…