Category: ରାଜ୍ୟ

ଦୁର୍ଘଟଣାର ଶିକାର ହେଲେ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧିକାରୀ

ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧିକାରୀ ଗୁରୁତର । ଭୁବନେଶ୍ୱର ବଡ଼ଗଡ଼ ନିକଟରେ ଦୁର୍ଘଟଣା ଶିକାର ହେଲେ କ୍ୟାପିଟାଲ ଥାନା IIC ଦୟା ନାୟକ । ସ୍କୁଟିରେ ଯାଉଥିବା ବେଳେ ପଛରୁ ଧକ୍କା ଦେଲା ମଦ୍ୟପ କାର ଚାଳକ । ଦୁର୍ଘଟଣାରେ ଦୟାନିଧିଙ୍କ…

ତିନି ଘରୋଇ ବ୍ୟାଙ୍କକୁ ଅଣତାଲିକାଭୁକ୍ତ କଲେ ରାଜ୍ୟ ସରକାର

ତିନିଟି ଘରୋଇ ବ୍ୟାଙ୍କକୁ ଅଣତାଲିକାଭୁକ୍ତ କଲେ ରାଜ୍ୟ ସରକାର । ସରକାରୀ ତାଲିକାରୁ ବାଦ ପଡ଼ିଲେ HDFC, ICICI ଓ AXIS ବ୍ୟାଙ୍କ । ଏଣିକି ଆକ୍ସିସ, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ସହ ସରକାର ଆର୍ଥିକ କାରବାର କରିବେନି । ଏହି…

ରାଜ୍ୟରେ ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସମୀକ୍ଷା କରିଛନ୍ତି । ରାଜ୍ୟରେ ପରିସ୍ଥିତି…

ଆସନ୍ତା ୨୫ ରୁ ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌-୨୦୨୫

ଓଡ଼ିଶା ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଜୁନ୍ ୨୫ ତାରିଖରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌-୨୦୨୫ । ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌ରେ ପର୍ଯ୍ୟଟନ ଓ ଶିଳ୍ପ ଜଗତର ଖ୍ୟାତନାମା ବ୍ୟକ୍ତିବିଶେଷ, ପ୍ରଶାସକ ଓ ସରକାରୀ…

ଓଡିଶା ଛାଡିବ ୱାରୀ ଏନର୍ଜି ଲିମିଟେଡ୍

ଦେଶର ଅଗ୍ରଣୀ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍, ଢେଙ୍କାନାଳରେ ପ୍ରସ୍ତାବିତ ସମନ୍ୱିତ ସୌରଶକ୍ତି କାରଖାନା କରିବା ଯୋଜନାରୁ ଓହରିଯାଇଛି । ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବିଳମ୍ବ ଯୋଗୁଁ ୱାରୀ ଏନର୍ଜି ଏହି ପଦକ୍ଷପ ନେଇଥିବା ସ୍ପଷ୍ଟ କରିଛି ।ଅନ୍ୟ ସ୍ଥାନରେ…

ଆଜି ତୃତୀୟ ଦିନରେ ନବ ଦାସଙ୍କ ଘରେ ଆଇଟି ଚଢ଼ଉ ଜାରି

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ତୃତୀୟ ଦିନରେ ଜାରି ରହିଛି ଆୟକର ଚଢ଼ାଉ । ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍ । ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି ।…

ଓଡ଼ିଶାରେ ଯୋଗ ଉତ୍ସବ; ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଆଦିବାସୀ ମହିଳାଙ୍କୁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ସଫଳତାର ସହିତ ଏକ ବର୍ଷ ପୂରଣ କରିଛି । ଏହି ଅବସରରେ ଜନତା ମୈଦାନ ସଭାରେ ସମ୍ମାନ ଗ୍ରହଣ କରିବାକୁ ଆସିଥିବା ଝାରସୁଗୁଡ଼ାର ଲକ୍ଷପତି ଦିଦି ଲୁସା ଗଣିକ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୁଣ୍ଡିଆ ମାରିଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା ବିଭିନ୍ନ ଯୋଜନା ଓ ପ୍ରକଳ୍ପ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭିଜନ ଡକୁମେଣ୍ଟ ‘ଓଡିଶା ଭିଜନ ୨୦୩୬ ଓ ୨୦୪୭’ ଉନ୍ମୋଚିତ କରିବା ସହ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର…

ଜଗନ୍ନାଥଙ୍କ ଭୂମିକୁ ଆସିବାକୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ଅସ୍ବୀକାର କଲି: ପ୍ରଧାନମନ୍ତ୍ରୀ ମୋଦି

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି…