Category: ରାଜ୍ୟ

ଲେଖାଶ୍ରୀ ବାଲେଶ୍ୱର ଲୋକସଭା ପ୍ରାର୍ଥୀ; ଭୁବନେଶ୍ୱର ମଧ୍ୟରୁ ବୁନୁ ଜେନା

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଉ ୯ ବିଧାନସଭା ଆସନ ଓ ବାକି ରହିଥିବା ଗୋଟିଏ ଲୋକସଭା ଆସନା ପାଇଁ ତାଲିକା ଘୋଷଣା କରିଛନ୍ତି। ବାଲେଶ୍ବର…

ପୁରୀରେ ଶୁଭାଶିଷ ଖୁଣ୍ଟିଆ-ସୁନୀଲ ମହାନ୍ତି କଳି

ପୁରୀ ବିଜେଡିରେ କଳି । ଭୁବନେଶ୍ୱରରେ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କ କଳି ତୁଟାଇବାକୁ ଖବର ସାମ୍ନାକୁ ଆସିଛି । ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ପକ୍ଷରୁ ଡ଼ାକରା ଆସିଛି । ପୁରୀ ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ…

ବିଜେଡି ଛାଡ଼ିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ…

ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ

ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର…

ଖୁବ ଶୀଘ୍ର ଆସିବ ବିଜେପିର ବାକି ଥିବା ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ସୁଦ୍ଧା ବିଜେପି ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ । ଏବେସୁଦ୍ଧା ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଆଉ ୩୫ ଆସନ ବାକି ଅଛି । ଏହା ବି ଘୋଷଣା…

ଦିଲୀପଙ୍କୁ ରାଉରକେଲାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ନିର୍ବାଚନ ଲଢ଼ିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ପରେ ବୁଧବାର ରାଉରକେଲାରେ ପହଞ୍ଚିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଦିଲୀପ ରାୟ । ତାଙ୍କୁ ସମର୍ଥକମାନେ ଉଚ୍ଛ୍ୱସିତ ଓ ଅଭୂତପୂର୍ବ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହା ଦେଖି ସେ ଅତ୍ୟନ୍ତ…

ଅପରାଜିତାଙ୍କ ଅଫିସରେ ବାଇଆଁଙ୍କ ସମର୍ଥକ

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁନୁ-ବାଇଆଁ କଳି ତୀବ୍ର ହେବାରେ ଲାଗଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ବରିଷ୍ଠ ନେତା ଅମରେଶ ଜେନା ଓରଫ ବାଇଁଆଙ୍କୁ ନେଇ ଦଳର ହାଇକମାଣ୍ଡ ଚିନ୍ତାରେ। ଦୁଇ ଜଣ ଯାକ…

ORHDC ଦୁର୍ନୀତି ମାମଲା; ମୋକିମଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟ୍‌କା

ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟ୍‌କା । (ORHDC) ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ। ଏହି ମାମଲାରେ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଖାରଜ…

ଖୁବ୍‌ ଶୀଘ୍ର ଆସିବ ବିଜେପିର ବାକି ଥିବା ପ୍ରାର୍ଥୀ ତାଲିକା

ନିର୍ବାଚନ ପାଖେଇ ଆସୁଥିବା ବେଳେ ଟିକେଟ ଆଶାୟୀ ମଧ୍ୟ ଅପେକ୍ଷା କରି ବସିଛନ୍ତି। ଓଡ଼ିଶାରେ ନିର୍ବାଚନ ପାଇଁ ସବୁ ଦଳ ଅଣ୍ଟା ଭିଡ଼ି ପ୍ରସ୍ତୁତ ହେଇଛନ୍ତି। ତେବେ ଏହି ଭିତରେ ବଡ ଖବର ସାମ୍ନାକୁ ଆସିଛ। ଖୁବ୍‌ ଶୀଘ୍ର ଆସିବ ବିଜେପିର…

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ଟାଟ୍ଟୁ ମନା

ଆଉ ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ।ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ କୌଣସି ଅଧିକାରୀ ମୁହଁ, ବେକ…