Category: ରାଜ୍ୟ

Nyaya Sanhita Ranking: ନ୍ୟାୟ ସଂହିତା କାର୍ଯ୍ୟକାରିତାରେ ଓଡିଶା ପଛରେ ପଡିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା ବିଜେଡି

ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରିତାରେ ଓଡିଶା ପଛରେ ପଡିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜୁ ଜନତା ଦଳ । ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର…

migrant workers: ରାଜ୍ୟରେ ବଢୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା: ଶ୍ରମ ମନ୍ତ୍ରୀ

ରାଜ୍ୟରେ ବଢ଼ୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା । ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି । ୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା । ୨୦୨୫ରେ ଆର୍ଥିକ…

Nyaya Sanhita Exhibition: ୨ ଦିନ ବଢ଼ିଲା ନ୍ୟାୟ ସଂହିତା ପ୍ରଦର୍ଶନୀ

ଆଉ ୨ ଦିନ ବଢ଼ିଲା ନ୍ୟାୟ ସଂହିତା ପ୍ରଦର୍ଶନୀ । ଉଦ୍‌ଯାପନୀ ଉତ୍ସବରେ ୨ ଦିନ ଅବଧି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୬ରୁ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ନୂଆ ଆଇନ ନ୍ୟାୟ ସଂହିତା ପ୍ରଦର୍ଶନୀ । ମୁଖ୍ୟମନ୍ତ୍ରୀ…

Odisha Forest Fire: ୨ ବର୍ଷରେ ଜଳିଗଲାଣି ୮ ହଜାର ହେକ୍ଟର ଜଙ୍ଗଲ: ପ୍ରସାନ୍ତ ବେହେରା

୨ ବର୍ଷରେ ଜଳିଗଲାଣି ୮ ହଜାର ହେକ୍ଟର ଜଙ୍ଗଲ । ମୋଟ୍‌ ୮ ହଜାର ୬ ଶହ ୭୬ ହେକ୍ଟର ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ । ବିଧାୟକ…

Crocodile Population Increases: ରାଜ୍ୟରେ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା

ରାଜ୍ୟରେ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା । ରାଜ୍ୟରେ ଶତକଡା ୩.୫୪ ପ୍ରତିଶତ କୁମ୍ଭୀର ସଂଖ୍ୟା ବୃଦ୍ଧି ଘଟିଥିବା ନେଇ ଆଜି ଗୃହରେ ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ଗଣେଶ ରାମସିଂ…

Nimapada Police Torture: ପୋଲିସ ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା; ଥାନା ଆଗରେ ମୃତଦେହ ରଖି ଧାରଣା

ନିମାପଡ଼ା ପୋଲିସ ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ପୋଲିସର ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ କଲେ ପରିବାର ଲୋକେ। ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ବସିଲେ ଶତାଧିକ ଗ୍ରାମବାସୀ। ଥାନାରେ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି ।…

Amrit Bharat Train Service: ଓଡ଼ିଶା, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଚାଲିବ ନୂତନ ଅମୃତ ଭାରତ ଟ୍ରେନ

ଓଡିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର, ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ରେଳ…

Middle East Conflict: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଫସିଥିବା ଲକ୍ଷାଧିକ ଓଡ଼ିଆଙ୍କୁ ଫେରିବା ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଓଡ଼ିଆ ନାଗରିକଙ୍କ ନିରାପଦ ଫେରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଓଡ଼ିଶାର ବିରୋଧୀ ଦଳ ନେତା ଏବଂ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରରେ ଓଡ଼ିଶା…

LPG Shortage In BBSR: ଭୁବନେଶ୍ୱରରେ ଗ୍ୟାସ୍‌ ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌; ୨୦-୨୫ ଦିନ ହେବ ଡେଲିଭରି ହୋଇନଥିବା ଅଭିଯୋଗ

ଭୁବନେଶ୍ୱରରେ ଗ୍ୟାସ୍‌ ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌ ।ଲିଙ୍ଗରାଜ ଗ୍ୟାସ୍‌ ଷ୍ଟେସନ ସାମ୍ନାରେ ଗ୍ୟାସ୍‌ ଖାତା ରଖି ଲାଇନ୍‌ ଦେଖିବାକୁ ମିଳିଛି । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଲିଙ୍ଗରାଜ ଗ୍ୟାସ ଷ୍ଟେସନ୍ ସମ୍ମୁଖରେ ବିଳମ୍ବିତ ରାତିରୁ ବାସିନ୍ଦାମାନେ ଏଲପିଜି ସିଲିଣ୍ଡର…

Investigations Against OAS, ORS Officers: ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୁଦ୍ଧରେ ତ୍ୱରିତ ଶୃଙ୍ଖଳାଗତ ତଦନ୍ତ ପାଇଁ ନିର୍ଦ୍ଦେଶ

ଓଏଏସ, ଓଆରଏସ ଅଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ବକେୟା ଥିବା ତଦନ୍ତ ରିପୋର୍ଟ ମାର୍ଚ୍ଚ ୩୧ ପୂର୍ବରୁ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…