Category: ଖେଳ

ଓଭାଲ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ

କେନିଙ୍ଗଟନ୍ ଓଭାଲରେ ଚାଲିଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚରେ ଭାରତର ବଡ଼ ବିଜୟ । ମାତ୍ର ୬ ରନ୍‌ରେ ରୋମାଞ୍ଚକର ବିଜୟ ହୋଇଛି ଭାରତ। ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ୫ ମ୍ୟାଚ ସିରିଜକୁ ୨-୨ରେ ବରାବର…

ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍ ଚମ୍ପିଆନ୍

ପୁଣି ବିଶ୍ଵସ୍ତରରେ ଚମକିଲା ଭାରତ। ବିଶ୍ୱକପ୍‌ ଚେସ୍ ଚାମ୍ପିଅନ୍ ହେଲେ ଦିବ୍ୟା ଦେଶମୁଖ । FIDE ମହିଳା ଚେସ୍‌ ବିଶ୍ବକପ୍‌ ୨୦୨୫ ଟାଇଟଲ୍‌ ଜିତିଲେ ଦିବ୍ୟା । ଜର୍ଜିଆରେ ଅନୁଷ୍ଠିତ ଏହି ବିଶ୍ୱକପ୍ ଫାଇନାଲରେ ଭାରତର କିମ୍ବଦନ୍ତୀ ଖେଳାଳି କୋନେରୁ ହମ୍ପିଙ୍କୁ…

ସେପ୍ଟେମ୍ବର ୯ ରୁ ଏସିଆ କପ୍‌ ୨୦୨୫

ପହଲଗାମ ଘଟଣା ପରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଥିବା ସସ୍‌ପେନ୍ସ ଆଜି ଦୂର ହୋଇଛି । ସେପ୍ଟେମ୍ବର ୯ ରୁ ୨୮ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏସିଆ କପ୍‌ ୨୦୨୫ । ସେପ୍ଟେମ୍ବର ୨୮ରେ ଫାଇନାଲ ଖେଳାଯିବ । ଭାରତ ଏସିଆ କପ…

ସେପ୍ଟେମ୍ବରରେ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

ଆସନ୍ତା ସେପ୍ଟେମ୍ବରରୁ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (OPTL) । ଫ୍ରାଞ୍ଚାଇଜି ଭିତ୍ତିକ ଟି-୨୦ ଲିଗ୍‌ ଆୟୋଜନ କରିବ ଓସିଏ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ସେପ୍ଟେମ୍ବର ୨୦୨୫ ରେ ଆରମ୍ଭ ହେବାକୁ ଥିବା ଏକ ଐତିହାସିକ ଫ୍ରାଞ୍ଚାଇଜ୍-ଭିତ୍ତିକ…

ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ୍‌ ଟେଷ୍ଟରେ ଇତିହାସ ରଚିଲେ ଗିଲ୍

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ ଗିଲ୍‌ ପ୍ରଥମ ଇନିଂସରେ ଦ୍ୱିଶତକ ପରେ ଦ୍ୱିତୀୟ ଇନିଂସରେ ଆଜି ପୁଣି ଶତକ କରିଛନ୍ତି । ୧୨୯ ବଲ୍‌ରେ ଗିଲ୍‌ ୧୦୦ ରନ ପୂରଣ କରିଛନ୍ତି । ବିଶ୍ୱର ନବମ…

ଘୁଞ୍ଚିଲା ଭାରତ ବାଂଲାଦେଶ କ୍ରିକେଟ ସିରିଜ

ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଥିବା ଦ୍ୱନ୍ଦରେ ଆଜି ପୂର୍ଣ୍ଣଛେଦ ପଡିଛି । ଭାରତ କ୍ରିକେଟ ବୋର୍ଡ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ର ମିଳିତ ସହମତିରେ ପ୍ରାୟ ବର୍ଷେ ଘୁଞ୍ଚିଛି ଭାରତ ବାଂଲାଦେଶ…

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ କେଏଲ ରାହୁଲ, ରିଷଭ ପନ୍ତ

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ କ୍ରିକେଟରେ ଭାରତୀୟ ଟିମର ୱିକେଟ କିପର ବ୍ୟାଟର ରିଷଭ ପନ୍ତ ଏବଂ ଭାରତୀୟ ଓପନର ଲୋକେଶ ରାହୁଲ ଆଜି ଇତିହାସ ରଚିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ରିଷଭ ପନ୍ତଙ୍କ ବ୍ୟାଟରୁ ବାହାରିଛି ଟ୍ୱିନ…

ଅଷ୍ଟ୍ରେଲିଆକୁ ହରାଇ ଡବ୍ଲ୍ୟୁଟିସି ଜିତି ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା

୨୭ ବର୍ଷ ପରେ ଆଇସିସି ଟ୍ରଫି ଜିତି ପାରିଛି ଦକ୍ଷିଣ ଆଫ୍ରିକା।ଐତିହାସିକ ଲର୍ଡ୍ସ ମଇଦାନରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ବିଶ୍ଵ ଟେଷ୍ଟ ଚମ୍ପିଆନଶିପ(ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ଉଇକେଟରେ ହରାଇ ଏହି ଆଇସିସି ଟ୍ରଫି ହାସଲ…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବି‌ଦାୟ ନେଲେ ନିକୋଲାସ ପୁରନ୍‌

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବି‌ଦାୟ ନେଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌। ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ହେଇଛନ୍ତି ପୁରନ୍‌ । ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କରିଥିବାର ଦେଖାଯାଇଛି । ୱେଷ୍ଟଇଣ୍ଡିଜ୍ ପାଇଁ ୧୦୬…

ଡିସେମ୍ବର ୯ରେ ବାରବାଟୀରେ ହେବ ଟି-ଟ୍ବେଣ୍ଟି

ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଆସନ୍ତା ଡିସେମ୍ବର ୯ରେ ଖେଳାଯିବ ମ୍ୟାଚ୍ । ଚଳିତ ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ସେଥିମଧ୍ୟରୁ ଡିସେମ୍ବର ୯ରେ ଓଡ଼ିଶାର…