Category: ଖେଳ

ଟି୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ

୨୦୨୪ ଟି-୨୦ ବିଶ୍ୱକପ୍ ସେମି ଫାଇନାଲରେ ପହଞ୍ଚି ସରିଛି ଟିମ ଇଣ୍ଡିଆ।ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରି ଭାରତ ଅପରାଜେୟ…

୨୦୩୬ ଯାଏ ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ରହିବ ଓଡ଼ିଶା

କ୍ରୀଡାର ପ୍ରୋତ୍ସାହନ ପାଇଁ ଓଡ଼ିଶାର ନୂଆ ସରକାର ବଡ଼ ଘୋଷଣା କରିଛନ୍ତି। ୨୦୩୬ ଯାଏ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ରହିବ । ପୂର୍ବରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ଥିଲା । ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି…

ବାରବାଟୀରେ ଖେଳାହେବ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌

ଦୀର୍ଘ ଦିନ ପରେ କଟକ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା । ଯାହାକୁ ନେଇ ପୁଣି ଉତ୍ସାହିତ ହୋଇପଡିଛନ୍ତି କ୍ରିକେଟ୍‌ ପ୍ରେମୀ । କଟକର ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡର ଅନ୍ତର୍ଜାତୀୟ ଦିନିକିଆ…

ଦାୟିତ୍ଵ ନେବା ପରେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀଙ୍କ ସମୀକ୍ଷା

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସୁରଜ ସୂର୍ଯ୍ୟବଂଶ ଆଜି କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ପଦ ଘୋଷଣା ପରେ ପ୍ରଥମ ଥର କରି କଳିଙ୍ଗ ଷ୍ଟାଡିୟମରେ ଷ୍ଟାଡିୟମରେ ପହଞ୍ଚି କ୍ରୀଡା ବିଭାଗର…

ଆଇପିଏଲ୍‌ ୨୦୨୪ର ଚମ୍ପିଆନ୍‌ କୋଲକାତା ନାଇଟ୍‌ ରାଇଡର୍ସ

ଆଇପିଏଲ୍‌ ୨୦୨୪ ଚମ୍ପିଆନ୍‌ ହେଲା କୋଲକାତା ନାଇଟ୍‌ ରାଇଡର୍ସ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି। ହାଇଦ୍ରାବାଦକୁ ୮ ୱିକେଟ୍‌ରେ ହରାଇ ଚଳିତ ସଂସ୍କରଣର ଚମ୍ପିଆନ୍‌…

ସ୍ୱର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡ଼ କଲେ ଓଡିଶା ଝିଅ

ଭୁବନେଶ୍ୱର : ଭାରତ ପାଇଁ ଗର୍ବ ଓଡିଶା ଝିଅ । IWF ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପରେ ଓଡିଶା ଝିଅ କମାଲ ଦେଖାଇଲେ । ପେରୁର ଲିମା ଠାରେ ଅନୁଷ୍ଠିତ IWF ୱାର୍ଲଡ ୟୁଥ ୱେଟ ଲିପ୍ଟିଂ ଚମ୍ପିଆନସିପରେ ମହିଳା ୪୦…

ବଜରଙ୍ଗ ପୁନିଆଙ୍କୁ ଲାଗିଛି ବଡ ଝଟକା

ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଲାଗିଛି ବଡ ଝଟକା। ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଏହି ଷ୍ଟାର ଖେଳାଳିଙ୍କୁ ଅସ୍ଥାୟୀ ରୁପେ ନିଲମ୍ବିତ କରଛି। ସୂଚନାଯୋଗ୍ୟ, ମାର୍ଚ୍ଚ ସୋନିପଥରେ ଆୟୋଜିତ ହୋଇଥିବା ଜାତୀୟ ପରୀକ୍ଷା…

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ: ରୋହିତ ଶର୍ମା ଅଧିନାୟକ

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ…

୩ୟ ଟେଷ୍ଟ: ଭାରତର ସବୁଠାରୁ ଦମଦାର ବିଜୟ

ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ…

ଟିମ୍ ଇଣ୍ଡିଆର ବଦଲା; ବିଶାଖାପାଟଣା ଟେଷ୍ଟ ଜିତିଲା ଭାରତ

ବିଶାଖାପାଟଣା: ପ୍ରଥମ ଟେଷ୍ଟର ବଦ୍‌ଲା ନେଲା ଟିମ୍‌ ଇଣ୍ଡିଆ । ବିଶାଖାପାଟଣାରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌କୁ ୧୦୬ ରନ୍‌ରେ ବିଜୟୀ ହୋଇଛି ରୋହିତ ବାହିନୀ । ଯାହାଫଳରେ ୫ଟିକିଆ ସିରିଜ୍‌ରେ ୦-୧ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଏବେ ୧-୧ରେ…