Category: ଖେଳ

ତୀରନ୍ଦାଜିର ମିଶ୍ରିତ ଦଳ ଇଭେଣ୍ଟର ସେମି ଫାଇନାଲରେ ଭାରତ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ତୀରନ୍ଦାଜର ମିଶ୍ରିତ ଦଳ ଇଭେଣ୍ଟରେ ସେମି ଫାଇନାଲରେ ଭାରତୀୟ ଯୋଡି ଅଙ୍କିତା ଭକତ-ଧୀରଜ ବୋମ୍ମାଦେୱରା । ଆଜି ଚାଲିଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ…

ତୃତୀୟ ପଦକ ଲକ୍ଷ୍ୟରେ ଭାରତର ମନୁ ଭାକର

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର କ୍ରମାଗତ ତୃତୀୟ ପଦକ ଲକ୍ଷ୍ୟରେ ଭାରତର ମନୁ ଭାକର । ଆଜି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର। ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଆଜି ମହିଳା ପିସ୍ତଲ ଇଭେଣ୍ଟର କ୍ୱାଲିଫିକେଶନରେ…

ସ୍ୱପ୍ନିଲ କୁସାଲେ – ସୁଟିଂ ଓ ସେବାରେ ଉତ୍କର୍ଷତାର ଏକ କାହାଣୀ

୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତି ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସ ରଚିଛନ୍ତି। ଅନ୍ତିମ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ କୁସାଲେ ୪୫୧.୪ ସ୍କୋର କରି…

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ୫୦ ମିଟର ସୁଟିଂ ଇଭେଣ୍ଟରେ ଭାରତରକୁ ମିଳିଲା ବ୍ରୋଞ୍ଜ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ୫୦ ମିଟର ପୁରୁଷ ସୁଟିଂ ଇଭେଣ୍ଟରେ ଭାରତର ତାରକା ସୁଟର ସ୍ଵପ୍ନିଲ କୁସାଲେ ତୃତୀୟ ସ୍ଥାନ ହାସଲ କରି ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ତୃତୀୟ ପଦକ…

ନୀରବିଗଲେ ମହାନ କ୍ରିକେଟର ଅଂଶୁମାନ ଗାଇକୱାଡ଼

ଲିଭିଗଲା ପୂର୍ବ ଭାରତୀୟ କ୍ରିକେଟର ଅଂଶୁମାନ ଗାଇକୱାଡ଼ଙ୍କ ଜୀବନ ଦୀପ । ବ୍ଲଡ କ୍ୟାନସରରେ ଚାଲିଗଲା ଏହି ମହାନ କ୍ରିକେଟରଙ୍କ ଜୀବନ । ଲଣ୍ଡନର କଳିଙ୍ଗ କଲେଜ ହସ୍ପିଟାଲରେ ଅଂଶୁମାନ ଗାଇକୱାଡ ଚିକିତ୍ସିତ ହେଉଥିଲେ। ଲଣ୍ଡନରେ ଦୀର୍ଘ ସମୟ ବିତାଇବା ପରେ…

ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଆୟର୍ଲାଣ୍ଡକୁ ହରାଇଲା ଭାରତ

ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍ ‘ବି’ ହକି ମ୍ୟାଚ୍‌ରେ ଭାରତ ବିଜୟ ଲାଭ କରିଛି। ଭାରତୀୟ ହକି ଟିମ୍ ଆଜି ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିଛି । ଭାରତୀୟ ଦଳକୁ ଦ୍ବିତୀୟ ବିଜୟ ମିଳିଛି…

ଭାରତ ପାଇଁ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କଲେ ମନୁ ଭାକର

ଚଳିତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ଆଉ ଏକ ପଦକ ପାଇଲା ଭାରତ। ଭାରତର ମନୁ ଭାକର ଏବଂ ସରବଜୋତ୍ ସିଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ କୋରିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତ…

ଅଲିମ୍ପିକ୍ସ ସୁଟିଂରେ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ମେଡାଲ ମିଳିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ…

ନ୍ୟୁଜିଲାଣ୍ଡକୁ ହରାଇ ପୁରୁଷ ହକିରୁ ଭାରତର ବିଜୟ ଅଭିଯାନ ଆରମ୍ଭ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିଛି । ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତୀୟ ଦଳ। ଖେଳ ଶେଷ ହେବାକୁ କିଛି ସମୟ ଥିଲାବେଳେ ଅନ୍ତିମ…

ପ୍ୟାରିସ ଅଲମ୍ପିକ୍ସ: ଫାଇନାଲରେ ଭାରତର ସୁଟର ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିଷ୍ଟଲ ଇଭେଣ୍ଟର ଫାଇନାଲରେ ଭାରତର ମନୁ ଭାକର । କ୍ବାଲିଫାୟର ରାଣ୍ଡରେ ମୋଟ ୫୮୦ ପଏଁଣ୍ଟ ସହ ତୃତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ମହିଳା ସୁଟର ମନୁ ଭାକର। ୨୦ ବର୍ଷ…