Category: ରାଜନୀତି

ଆଜି ଜଣାପଡ଼ିବ କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ଆଜି ଏହି ବୈଠକ ପରେ ହଟିବ ସସପେନ୍ସ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ…

ଧନଖଡ଼ଙ୍କ ଶରଣରେ ବିଜେଡି ନେତା ସସ୍ମିତ ପାତ୍ର

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଶରଣ ପଶିଛନ୍ତି ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର। ବିଜେଡି ସତ୍ତା ହରାଉଥିବା ଦେଖି ସେ ଆଉ ବିଜେପିରେ ଯୋଗଦେବାକୁ ଯୋଜନା କରିନାହାଁନ୍ତି ତ। ସେ ହଠାତ ଦିଲ୍ଲୀ ଯାଇ ଧନଖଡ଼ଙ୍କୁ ଭେଟିବା…

ପାଣ୍ଡିଆନଙ୍କ ଗର୍ବ, ଅହଂକାର ଓ ଆତ୍ମବଡ଼ିମାର ପତନ

ପାଣ୍ଡିଆନଙ୍କ ଗର୍ବ ଭାଙ୍ଗିଛି। ଅହଂକାର ଓ ଆତ୍ମବଡ଼ିମାର ପତନ ହୋଇଛି। ତାଙ୍କ ନିଜର ଗର୍ବ ଭାଙ୍ଗିବା ସହ ସେ ବିଜୁ ଜନତା ଦଳ ପତନର କାରଣ ମଧ୍ୟ ହୋଇଛନ୍ତି ଯାହା ସମର୍ଥକଙ୍କ ମନରେ ଆଘାତ ଦେଇଛି। ରାଜନୈତିକ ସମୀକ୍ଷକମାନେ ଏହା ଉପରେ…

ଆସିଲା କେନ୍ଦ୍ର ମନ୍ତ୍ରୀ ମଣ୍ତଳ ତାଲିକା: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ବୈଠକରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ ଅଜୟ ତାମତା ଏବଂ ହର୍ଷ ମାଲହୋତ୍ରାଙ୍କୁ…

ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ: ମନମୋହନ

ଓଡ଼ିଶାରେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ। ୧୧ ତାରିଖରେ ବିଧାୟକ ଦଳ…

ଆସନ୍ତା ୧୨ତାରିଖରେ ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳ ହେବ ଶପଥ ଗ୍ରହଣ: ପ୍ରତାପ ଷଡଙ୍ଗୀ

ରାଜ୍ୟର ୨୫ବର୍ଷର କଳା ଶାସନର ଅନ୍ତ ଘଟାଇ ପ୍ରଥମ କରି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ଓଡ଼ିଶାରେ ଭ୍ରଷ୍ଟାଚାର, ଅତ୍ୟାଚାରର କଳାକାରନାମା ଚଳାଇଥିବା ବିଜେଡି ସରକାରର ପତନ ଘଟିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ,…

ରାଜ୍ୟ କଂଗ୍ରେସକୁ ଝଟକା, କଂଗ୍ରେସ ଛାଡ଼ିଲେ ଭକ୍ତ ଦାସ

ଆଜି ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଦେଇଛନ୍ତି ଇସ୍ତଫା । ରାଜ୍ୟରେ ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଦଳର ଖରାପ ପ୍ରଦର୍ଶନ ପରେ…

୧୨ ତାରିଖ ଦିନ ୪ଟା ୪୫ରେ ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେପି କାହାକୁ ବାଛିବ ତାହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆଜି ସମୟ ଘୋଷଣା ହୋଇଛି । ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ଜନତା ମଇଦାନରେ…

ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ସୁରକ୍ଷା ବଳୟ

ଭୁବନେଶ୍ୱର ୟୁନିଟ୍‌ ୬ରେ ଥିବା ଭିକେ ପାଣ୍ଡିଆନଙ୍କ କ୍ୱାର୍ଟର ଆଗରେ କରାଯାଇଥିବା ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି। ଗତକାଲି ବିଜେଡିର ଶୋଚନୀୟ ପରାଜୟ ପାଇଁ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ୍‌ । ଆଗରୁ ରାଜ୍ୟରେ…

ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଦେଲେ ବଡ଼ ଉପହାର; ଚାଷୀଙ୍କୁ ମିଳିବ ୨୦ ହଜାର କୋଟି

ପ୍ରଧାନମନ୍ତ୍ରୀ ଲଗାତର ତୃତୀୟ ଥର ଭାବେ ଶପଥ ଗ୍ରହଣ କରିବାର ଠିକ ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ କିଷାନ ନିଧି ୧୭ତମ କିସ୍ତି ରିଲିଜ୍‌ କରିବା ପାଇଁ ପିଏମ ମୋଦି…