Category: ରାଜନୀତି

ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ବିଶ୍ବଭୂଷଣ ହରିଚନ୍ଦନ

ବିଗିଡ଼ିଲା ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାରଲିପ୍ଟ କରାଯାଇଛି…

ପୁଣି ଅସୁସ୍ଥ ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ। ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି । ତେଣୁ ତାଙ୍କୁ ପରିବାର ପକ୍ଷରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଦିଲ୍ଲୀ ନିର୍ବାଚନ ପରେ ଘୋଷଣା ହେବ ପିସିସି ସଭାପତି ନାଁ

କିଏ ହେବେ ଓଡ଼ିଶା ପିସିସି ସଭାପତି ସେ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଦିଲ୍ଲୀ ନିର୍ବାଚନ ପରେ ପିସିସି ସଭାପତି ନାଁ ଘୋଷଣା କରିବେ ହାଇକମାଣ୍ଡ ବୋଲି ଆଜି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସେ କହିଛନ୍ତି…

ସରକାର ଅବହେଳା କାରଣରୁ ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ଆଜି ବିପଦରେ: ନିରଞ୍ଜନ ପଟ୍ଟନାୟକ

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ଵର। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାର ତଦନ୍ତ ଚାଲୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିରଞ୍ଜନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆରେ ସରକାରଙ୍କୁ ଦାୟୀ କରିବା ସହ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ…

ଶଙ୍ଖ ଭବନରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ; ପତାକା ଉତ୍ତୋଳନ କଲେ ନବୀନ ପଟ୍ଟନାୟକ

ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସମାବେଶରେ ଉଦବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଭାରତ ଏକ…

ଦଳର ସମସ୍ତ ପ୍ରମୁଖ ସଂଗଠନକୁ ଭାଙ୍ଗିଲା ବିଜେଡି; ଜାରି ହେଲା ବିଜ୍ଞପ୍ତି

ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଗତକାଲି ଏକ ଦଳିୟ ବିଜ୍ଞପ୍ତି ଜାରି କରି ବିଜେଡି ନେଇଛି ବଡ ନିଷ୍ପତି । ବିଜ୍ଞପ୍ତି ଅନୁଯାୟୀ ଦଳର ସମସ୍ତ ପ୍ରମୁଖ ସଂଗଠନକୁ ଭାଙ୍ଗି ଦିଆଯାଇଛି। ସେଗୁଡିକ ହେଲା ବିଜୁ…

୨୩ଟି ଜିଲ୍ଲା ପାଇଁ ଜିଲ୍ଲା ସଭାପତି ଘୋଷଣା କଲା ବିଜେପି

ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରିଛି ଦଳ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛି ଦଳ । ସର୍ବ ସହମତିରେ ସଭାପତିଙ୍କ ନାଁ ଘୋଷଣା କରାଯାଇଥିବା ସୂଚନା ମିଳିଛି…

ଏବେବି ନବୀନଙ୍କ ସମସ୍ତ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି ପାଣ୍ଡିଆନ୍: ମନ୍ମଥ

ନବୀନଙ୍କ ସେବା କରିଛନ୍ତି ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ । ଆଜି ଗଣମାଧ୍ୟମରେ ଏହି ଭଳି ପ୍ରତିକ୍ରିୟା ରଖି ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କହିଛନ୍ତି ପାଣ୍ଡିଆନ ଆଗରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝୁଥିଲେ ଏବେ ବି ବଝୁଛନ୍ତି…

ଆସନ୍ତା ୨୮ରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ; ଗୁରୁମନ୍ତ୍ର ଦେବେ ନବୀନ

ସଂସଦର ବଜେଟ ଅଧିବେଶନ ପୂର୍ବରୁ ଆସନ୍ତା ୨୮ରେ ବସିବ ବିଜେଡି ବୈଠକ । ସଂସଦର ବଜେଟ ଅଧିବେସନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୮ ତାରିଖରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।…

ଜେପିସିରୁ ସସ୍‌ପେଣ୍ଡ୍‌ ହେଲେ ୧୦ ସାଂସଦ

ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ୱାକଫ୍‌ ବିଲ୍‌ ଆଲୋଚନା ବେଳେ ଜେପିସି ବୈଠକରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଥିପାଇଁ ଏଆଇଏମଏଆଇଏମ ସାଂସଦ ଅସାଦୁଦ୍ଦିନ…