Category: ରାଜନୀତି

ଆସନ୍ତାକାଲି ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କାଲି ଜାରି ହେବ ପିଏମ୍‌ କିଶାନ ନିଧି ଯୋଜନାର ସପ୍ତଦଶ କିସ୍ତି । ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ ହେବ କାର୍ଯ୍ୟକ୍ରମ । ବରଗଡ଼ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି…

ବିଧାନସଭାରେ କିଏ ହେବ ବିରୋଧୀ ଦଳର ନେତା ?

କିଏ ହେବ ବିରୋଧୀ ଦଳ ନେତା ? ସେ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ବିଜୁ ଜନତା ଦଳ ଗଠନ ହେବା ଦିନଠୁ ସବୁବେଳେ ଶାସକ ଦଳରେ ରହିଆସିଛି। ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଦଳ ଭାବେ କାମ…

ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରେ ବସିବ ବିଜେଡିର ବୈଠକ

ଆସନ୍ତା ୧୯ ତାରିଖ ଦିନ ବସିବ ବିଜେଡି ବିଧାୟକ ଦଳ ବୈଠକ । ଅପରାହ୍ନ ୪ଟା ୩୦ରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଚୟନ କରାଯିବ।…

ଜୁନ ୧୮ ଓ ୧୯ରେ ଶପଥ ନେବେ ନବନିର୍ବାଚିତ ବିଧାୟକ

ଆସନ୍ତା ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ। ପ୍ରୋଟେମ୍‌ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ…

ଜନତାଙ୍କ ମୁଖ୍ୟମନ୍ତ୍ରୀ: ୫ ଦିନରେ ଲକ୍ଷେ ଲୋକଙ୍କୁ ଭେଟିଲେଣି

ନିଜକୁ ଜନତାଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବାର ୫ ଦିନରେ ସେ ଲକ୍ଷେ ଲୋକଙ୍କୁ ଭେଟି ସାରିଲେଣି। ସକାଳୁ ରାତି ଯାଏଁ ଲୋକେ ତାଙ୍କୁ ଭେଟି ନିଜର ସମସ୍ୟା ଜଣାଉଛନ୍ତି। ଜନତାଙ୍କ ସମସ୍ୟାକୁ…

ଦାୟିତ୍ଵ ନେବା ପରେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀଙ୍କ ସମୀକ୍ଷା

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସୁରଜ ସୂର୍ଯ୍ୟବଂଶ ଆଜି କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ପଦ ଘୋଷଣା ପରେ ପ୍ରଥମ ଥର କରି କଳିଙ୍ଗ ଷ୍ଟାଡିୟମରେ ଷ୍ଟାଡିୟମରେ ପହଞ୍ଚି କ୍ରୀଡା ବିଭାଗର…

କଟକ ସଦରର ନବନିର୍ବାଚିତ ବିଧାୟକଙ୍କ ଉପରେ ଆକ୍ରମଣ

କଟକ ସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍‌ ଉପରେ ଆକ୍ରମଣ। ଗତକାଲି ବିଳମ୍ବିତ ରାତିରେ କିଶନନଗରକୁ ଫେରୁଥିବା ବେଳେ କଟକ ସୋମପୁର ଛକରେ ତାଙ୍କ କାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି…

ଓଡ଼ିଶା ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵର ବିଭାଗ

ଆଜି ରାଜ୍ୟରେ ମନ୍ତ୍ରୀମାନଙ୍କୁ ବଣ୍ଟନ କରାଯାଇଛି ନିଜ ନିଜ ବିଭାଗର ଦାୟିତ୍ଵ। ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ…

5T ନାଁରେ ଲୁଟ୍‌ର ହିସାବ ମାଗିବୁ: ପ୍ରଦୀପ ପୁରୋହିତ

ଆଜି ଅତାବିରାରେ ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା ସାମିଲ୍ ହୋଇଛନ୍ତି ସାଂସଦ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ନିହାର ମହାନନ୍ଦ। ଚାଷୀଙ୍କୁ ଉଦ୍‌ବୋଧନ ଦେବା ବେଳେ ବିଜେଡି ଓ ଭି କେ ପଣ୍ଡିଆନଙ୍କୁ ଟାର୍ଗେଟ…

ଜାଣନ୍ତୁ ସୁଭଦ୍ରା ଯୋଜନାର ବାସ୍ତବତା; କାହାକୁ କଣ ମିଳିବ?

ଆମ ସଂସ୍କୃତିରେ ମହିଳାମାନେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥାନ୍ତି। ସେମାନଙ୍କୁ ମା’ ରୂପେ ବନ୍ଦନା କରାଯାଏ। ଶୃଙ୍ଖଳିତ ପରିବାର ହେଉ ବା ସଶକ୍ତ ରାଷ୍ଟ୍ର ଗଠନ, ସବୁଠି ମହିଳାଙ୍କ ଭୂମିକା‌ ଗୁରୁତ୍ବପୂର୍ଣ୍ଣ। ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ…