ତାଜା ଖବର ରାଜନୀତି ରାଜ୍ୟ Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା; ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ January 22, 2026 Papirani ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତାବ ଲୋଡ଼ିଛନ୍ତି । ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି । ଆସନ୍ତା ଏପ୍ରିଲରେ ଖାଲି…
ତାଜା ଖବର ରାଜନୀତି ରାଜ୍ୟ Naveen Opens Up On Arvind Mohapatra’s Suspension: ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଘଟଣା; ମୁହଁ ଖୋଲିଲେ ସୁପ୍ରିମୋ ନବୀନ January 21, 2026 Papirani ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଘଟଣାକୁ ନେଇ ଆଜି ମୁହଁ ଖୋଲିଲେ ସୁପ୍ରିମୋ ନବୀନ । ନାଁ ନ ନେଇ କାହିଁକି ଅରବିନ୍ଦଙ୍କୁ ନିଲମ୍ବନ କଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ…
ତାଜା ଖବର ରାଜନୀତି ରାଜ୍ୟ BJD Leaders at Naveen Niwas: ପ୍ରମିଳାଙ୍କ ଘରେ ନେତାଙ୍କ ମେଳି ପରେ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଆସିଲା ଡାକରା January 20, 2026 Papirani ବିଜେଡିରେ ବଡ଼ ହଲଚଲ । ବାରମ୍ଵାର ବସୁଛି ବିଜେଡି ନେତାଙ୍କ ମେଳି। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ବସିଲା ବୈଠକ। ଆଜି ପୁଣିଥରେ ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ବସିଛି ଯାଜପୁର ନେତାଙ୍କ ବୈଠକ।…
ତାଜା ଖବର ଦେଶ ରାଜନୀତି BJP National President: ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ January 20, 2026 Papirani ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ । ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନାଁ ଘୋଷଣା ସହିତ ଦାୟିତ୍ବ ଗ୍ରହଣ କରିଛନ୍ତି। ନିତିନ ନବୀନ ଅଧ୍ୟକ୍ଷ…
ରାଜନୀତି Mid-Day Operation: ବବିଙ୍କୁ ଭିଡ଼ିବା ପାଇଁ ଆରମ୍ଭ ହେଲା ଚକ୍ରାନ୍ତ January 20, 2026 Papirani କଦଳୀ ଗଛରୁ ଯେମିତି ଅନେକ ପୁଆ ବାହାରେ ଠିକ ସେମିତି ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ ଅଭିଯୋଗରେ ବିଜଦ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିବା ପରେ ଅନେକ ପୁଆ ବାହାରିଲାଣି। ଆହୁରି ବି ଅନେକ ବାହାରିବ। ଗଲା ଗୁରୁବାର ନବୀନ…
ତାଜା ଖବର ରାଜନୀତି BJP National President: ନିତିନ ନବୀନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ January 19, 2026 Papirani ଆସନ୍ତାକାଲି ଭାରତୀୟ ଜନତା ପାର୍ଟିକୁ ମିଳିବ ତାର ୨୯ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ । ନିତିନ ନବୀନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଅଧ୍ୟକ୍ଷ ।କାଲି ବିଧିବଦ୍ଧ ଭାବେ ହେବ ନାମ ଘୋଷଣା ହେବ…
ତାଜା ଖବର ରାଜନୀତି ରାଜ୍ୟ Shreemayee Target BJD: ଶ୍ରୀମୟୀଙ୍କ ବିଶ୍ବାସଘାତକ ତୀର; ବିଭିନ୍ନ ପ୍ରଶ୍ନ ବାଣରେ ବିଜେଡିକୁ କଲେ ଘାଇଲା January 19, 2026 Papirani ବିଜେଡିର ଦୁଇ ବିଧାୟକଙ୍କ ନିଲମ୍ବନ ପରେ ରାଜ୍ୟ ରାଜନୀତିରେ ବୟାନ ବାଜି ଜାରି ରହିଛି । ଏହାରି ମଧ୍ୟରେ ବିଜେଡିକୁ ପୁଣି ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ୍। ଏଥର ସୋସିଆଲ ମିଡିଆରେ ଦଳର ସଭାପତିଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିବା ସହ ଓ ପାଣ୍ଡିଆନଙ୍କୁ…
ତାଜା ଖବର ରାଜନୀତି BJP National President Election: ଆଜିଠୁ ବିଜେପି ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା January 19, 2026 Papirani ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ଆଜି ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ…
ରାଜନୀତି ରାଜ୍ୟ Early Morning Operation of 2023: ଆର୍ଲି ମର୍ଣ୍ଣିଂ ଅପରେସନର କିଏ ସୂତ୍ରଧର? January 19, 2026 Nirvay ନିର୍ଭୟ ମିଡିଆ, ଭୁବନେଶ୍ୱର: ୨୦୨୩ ଅଗଷ୍ଟ ୫ । ଏହିଦିନ ସକାଳେ ମେ’ ଫେୟାର ହୋଟେଲରେ ନବୀନ ସରକାରଙ୍କ ପତନର ଷଡ଼ଯନ୍ତ୍ରର କାହାଣୀ ରଚିତ ହୋଇଥିଲା । ସେହିଦିନ ହିଁ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିବା ପାଇଁ ମଞ୍ଜି ପୋତାଯାଇଥିଲା…
ରାଜନୀତି ରାଜ୍ୟ Did Atanu Sabotage BJD: ମହାକାଳପଡ଼ାରେ ବୈଜୟନ୍ତ ଅଧିକ ଭୋଟ ପାଇଲେ କିପରି? ଷଡ଼ଯନ୍ତ୍ରକାରୀ ଥିଲେ କି ଅତନୁ? January 18, 2026 Nirvay ନିର୍ଭୟ ମିଡିଆ, ଭୁବନେଶ୍ୱର/କେନ୍ଦ୍ରାପଡ଼ା: ପୂର୍ବ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପାଗଳ ବୋଲି ଛିଗୁଲେଇଥିଲେ ବିଜୁ ଜନତା ଦଳର କେତେ ଜଣ ବିଧାୟକ । ଜୟନାରାୟଣ ଯେଉଁ ୫ଟି ଏବଂ ଶ୍ରଦ୍ଧା ପ୍ରସଙ୍ଗ ଉଠାଇଥିଲେ ତାହା ସରକାର ବିଶେଷ…