Category: ରାଜନୀତି

Padmini Dian Hospitalized: ଭୋଜି ଖାଇ ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନଙ୍କ ସମେତ ୩ ଗୁରୁତର, ଜଣେ ମୃତ

ପୂର୍ବତନ ମନ୍ତ୍ରୀ ତଥା କୋରାପୁଟ ଜିଲ୍ଲା କୋଟପାଡ଼ର ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନ ଗୁରୁତର ହୋଇଛନ୍ତି । ତାଙ୍କ ସହିତ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି । ଏହା ସହ ତାଙ୍କର ଜଣେ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଛି ।…

Nuapada By-Election: ନୂଆପଡ଼ା ନିର୍ବାଚନୀ ପ୍ରଚାର ମଇଦାନରେ ଓହ୍ଲାଇଲେ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ

ନୂଆପଡ଼ାରେ ଜମୁଛି ପ୍ରଚାର ମୈଦାନ, ତିନି ପ୍ରମୁଖ ଦଳର ହେଭିୱେଟ ପ୍ରଚାରର ମଙ୍ଗ ଧରିଛନ୍ତି । ଆଜି ନିର୍ବାଚନୀ ପ୍ରଚାର ମଇଦାନ କୁ ଓହ୍ଲେଇଛନ୍ତି ଜୟ ଙ୍କ ମାତା ତଥା ପୁର୍ବତନ ବିଧାୟକ ରାଜେନ୍ଦ୍ର ଙ୍କ ପତ୍ନୀ କଳ୍ପନା ଢୋଲକିଆ ।…

Cyclone Montha: ବାତ୍ୟା ପାଇଁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ବାତ୍ୟା ପାଇଁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲା ଗୁଡିକରେ ସ୍କୁଲ ସହ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ୨୮ ଓ ୨୯ ତାରିଖରେ ଛୁଟି ରହିବ ବୋଲି ସୋମବାର…

Nuapada Bypoll: ନୂଆପଡ଼ାରେ ବିଜେପିର ମାରାଥନ୍ ପ୍ରଚାର

ନୂଆପଡ଼ା ବିଧାନସଭାର ଉପନିର୍ବାଚନକୁ ରହିଲା ଆଉ ଦୁଇ ସପ୍ତାହ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବର୍ତ୍ତମାନ ପ୍ରଚାର ମଇଦାନରେ । ପ୍ରାର୍ଥୀଙ୍କ ସପକ୍ଷରେ ତାଙ୍କ ଦଳର ବିଭିନ୍ନ ସ୍ତରର ନେତୃମଣ୍ଡଳୀ ମଧ୍ୟ ନିର୍ବାଚନୀ ପ୍ରଚାର ରେ ଅଣ୍ଟା ଭିଡ଼ିଲେନି ।…

Nuapada By-Poll: ସରକାରୀ ସମ୍ପତ୍ତିର ଦୁରୁପଯୋଗ ନେଇ ବିଜେପି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ବିଜେଡିର ବରିଷ୍ଠ ନେତୃବୃନ୍ଦ ଆଜି ସିଇଓଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ଲଗାଯାଇଥିବା ସମସ୍ତ ଅବୈଧ ବ୍ୟାନର ଏବଂ ହୋର୍ଡିଂ ତୁରନ୍ତ ହଟାଇବା ପାଇଁ ବିଜେଡି ଦାବି କରିଛି । ନୂଆପଡ଼ା ଉପନିର୍ବାଚନରେ ସରକାରୀ…

Shreemayee Targets Again: ମହାଭାରତ ଉଦାହରଣ ଦେଇ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ

ସୋସିଆଲ୍ ମିଡିଆରେ ପରୋକ୍ଷରେ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ୍ । ମହାଭାରତ ଉଦାହରଣ ଦେଇ ପୁଣି ଟାର୍ଗେଟ କଲେ ଶ୍ରୀମୟୀ । ମିଶ୍ର । ସେ ଲେଖିଛନ୍ତି ଅଧର୍ମକୁ କେବଳ ମୁକ ହୋଇ ଚାହିଁ ରହିଲେ ଅନ୍ତ ଅତ୍ୟନ୍ତ ଦୁଃଖଦ ହୋଇଥାଏ ।…

Nuapada By-Election: ନୂଆପଡା ଉପ ନିର୍ବାଚନ; ୧୪ ଜଣ ପ୍ରାର୍ଥୀ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦିତା

ନୂଆପଡା ବିଧାନସଭା ଉପ ନିର୍ବାଚନ ନେଇ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବା ବେଳେ ଜଣେ ବି ପ୍ରତ୍ୟାହାର କରି ନଥିବା ଜଣାପଡିଛି । ତେଣୁ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ରେ କରିବେ ପ୍ରତିଦ୍ୱନ୍ଦିତା । ୧୯ ଜଣ…

Pitabash Panda Murder Case: ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ ତାର ଆଭିମୁଖ୍ୟ କଡ଼ା କରିଛି । ବିଜୁ ଜନତା ଦଳ ତରଫରୁ ଜାରି…

congress demand shut down web channel: ଓ୍ବେବ୍-ଚାନେଲ ବନ୍ଦ କରିବାକୁ ରାଜ୍ୟବ୍ୟାପୀ ଦାବି ଜଣାଇଲା କଂଗ୍ରେସ

ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଆଗୁଆ ଥିବା ଜାଣି ନିନ୍ଦୁକମାନେ ଜନମତକୁ ବିଭ୍ରାନ୍ତ କରିବାରେ ଲାଗିପଡ଼ିଛନ୍ତି। ଅଙ୍କୁଶବିହୀନ ସାମାଜିକ ଗଣମାଧ୍ୟମରେ ଯାଚ୍ଛାତା ପ୍ରଚାରରେ ମାତିଯାଇଛନ୍ତି। ପିସିସି ସଭାପତି ଜନନେତା ଭକ୍ତ ଚରଣ ଦାସ, ତାଙ୍କ…

Nuapada By-Election: ନୂଆପଡା ଉପନିର୍ବାଚନ ପାଇଁ ବଞ୍ଜାରୀ ଦେବୀ ମନ୍ଦିରରୁ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜେଡି 

ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା’ ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ…