ରାଜନୀତି ରାଜ୍ୟ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ July 30, 2025 Nirvay ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ବିକ୍ଷୋଭ ରାଲି ମାଷ୍ଟରକ୍ୟାଣ୍ଟିନ ଛକଦେଇ ଜନପଥରେ ଯାଉଥିଲା ବେଳେ ରାସ୍ତାରେ ପୋଲିସ ଏହି ରାଲିର ପଥ ଅବରୋଧ କରିଥିଲା । ମହିଳାଙ୍କୁ ନ୍ୟାୟ ଦେବା…
ରାଜନୀତି ରାଜ୍ୟ ବାଇଁଆ ଜେନାକୁ ନିଜ ଦଳର ଜ୍ୱାଇଁ ପୁଅ କରିଛି ବିଜେପି: କଂଗ୍ରେସ July 29, 2025 Nirvay କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁ ଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି ।…
ରାଜନୀତି ରାଜ୍ୟ ବିଜେଡି ଓ କଂଗ୍ରେସ ପାଇଁ ‘ମହିଳା ସୁରକ୍ଷା’ ପ୍ରସଙ୍ଗ ନୁହେଁ; ବରଂ ନିଜ ରାଜନୈତିକ ସ୍ୱାର୍ଥ: ସୁକେଶୀ ଓରାମ July 28, 2025 Nirvay ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସୁକେଶୀ ଓରାମ କହିଛନ୍ତି ଯେ, ଗତ କିଛି ଦିନ ଧରି ଉଭୟ କଂଗ୍ରେସ ଏବଂ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ, ଧାରଣା, ବିକ୍ଷୋଭ, କ୍ୟାଣ୍ଡେଲ ଶୋଭାଯାତ୍ରା, ଦୀପ ଦାନ, ଲୋକସେବା ଭବନ…
ରାଜନୀତି ରାଜ୍ୟ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି July 28, 2025 Nirvay ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡି ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଖଟୁଆ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁତ୍ସିତ ମନ୍ତବ୍ୟ ପାଇଁ…
ରାଜନୀତି ଦୁର୍ନୀତି ଅଭିଯୋଗ ଆଣିବାକୁ ଲୋକେ ଯିବେ କୁଆଡେ଼ : ଭକ୍ତ July 28, 2025 Papirani ରାଜ୍ୟ ସୂଚନା କମିଶନ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପୂରଣ ପାଇଁ ଅତ୍ୟନ୍ତ ତତ୍ପର ହୋଇପଡ଼ି ଥିବାବେଳେ ମୋହନ ସରକାର ଲୋକାୟୁକ୍ତ ପୁନର୍ଗଠନ କରିବେ କେବେ ? ଏହା ବଡ଼ ଚିନ୍ତାର କାରଣ ହୋଇଛି। ପିସିସି ସଭାପତି ଭକ୍ତଚରଣ ଦାସ ଏହି ପ୍ରତିନିଧୂଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ନାବାଳିକା ଯୌନ ନିର୍ଯାତନା ମାମଲା: ଗିରଫ ପରେ ଭୁବନେଶ୍ବର କର୍ପୋରେଟର ଅମରେଶ ଜେନାଙ୍କୁ ନିଲମ୍ବନ କଲା ବିଜେଡି July 27, 2025 Papirani ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାୟାଁ ଗିରଫ । ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ପରେ ବିଏମସି କର୍ପୋରେଟର ଅମରେଶ ଜେନା ବିଜେଡିରୁ ନିଳମ୍ବିତ ହୋଇଛନ୍ତି। ଜଣେ ନାବାଳିକାଙ୍କୁ ବିବାହର…
ରାଜନୀତି ରାଜ୍ୟ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ July 26, 2025 Nirvay କମିସନରେଟ୍ ପୁଲିସ ଆଜି ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ପାଞ୍ଚ ଜଣ ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଜାମିନ କୋର୍ଟରେ ନାମଞ୍ଜୁର ହେଲା ପରେ ସେମାଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆ ଯାଇଛି । ଅମରେଶ ଜଣେ ନାବାଳିକାଙ୍କୁ…
ରାଜନୀତି ରାଜ୍ୟ ନାରୀ ନିର୍ଯାତନାର ବୃଦ୍ଧି ପ୍ରସଙ୍ଗରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ July 26, 2025 Nirvay ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯାତନା ବୃଦ୍ଧି ପାଇଥିବା ଯୋଗୁଁ ବିଜୁ ଜନତା ଦଳ ତରଫରୁ ଶନିବାର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ପରେ ବିଜେଡି…
ରାଜନୀତି ରାଜ୍ୟ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଜେଡିର କୋରାପୁଟ ଡିଆଇଜି କାର୍ଯ୍ୟାଳୟ ଘେରାଉ July 26, 2025 Nirvay ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜେଡି ନେତା ଓ କର୍ମୀ ମାନେ ଜୟପୁରସ୍ଥିତ ଡିଆଇଜି କାର୍ଯ୍ୟାଳୟ ଘେରାଓ କରିଛନ୍ତି । ୪ ଟି ଜିଲ୍ଲାର ବିଜେଡି ନେତା ଓ କର୍ମୀ ମାନେ ଆନ୍ଦୋଳନରେ ସାମିଲ…
ରାଜନୀତି ରାଜ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କୌଣସି ଆଲୋଚନା ହୋଇନଥିବା କହିଲେ ମନମୋହନ ସାମଲ July 26, 2025 Nirvay ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନୂଆଦିଲ୍ଲୀରୁ ଆଜି ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସାମଲ କହିଛନ୍ତି ଯେ ରାଜ୍ୟର…