ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ନବୀନଙ୍କ ନୂଆପଡା ଗସ୍ତର ଉଦ୍ଦେଶ୍ୟ: କଂଗ୍ରେସ November 2, 2025 Papirani କଂଗ୍ରେସ ଭବନଠାରେ ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଉଛି ଏବଂ କଂଗ୍ରେସର ବରିଷ୍ଠ ନେତାଗଣ ନିଜ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସେଇ କ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆଜିର…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ବିଜେପି ସପକ୍ଷରେ ନୂଆପଡ଼ାର ୩୦ ହଜାରରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳୀ November 2, 2025 Papirani ଆଜି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦୁପତ୍ର ତୋଳାଳୀଙ୍କ ନେତା ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆପଡ଼ା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ୫୦ଟି ଗାଁର ୮ ହଜାରରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳୀଙ୍କର ଏକ ବିଶାଳ ସମାବେଶ…
ତାଜା ଖବର ରାଜନୀତି ରାଜ୍ୟ Nuapada Bye-Election: ଜୟଙ୍କ ବିଜୟ ପାଇଁ ଜୟଙ୍କ ନିଆରା ଅଭିନବ ପ୍ରୟାସ November 2, 2025 Papirani ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ପ୍ରଚାରରେ ନୁଆପଡା ଉଠୁଛି ପଡୁଛି । ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ ସବୁ ଅଞ୍ଚଳ କୁ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ସାଧାରଣ ସଭା, ପଦଯାତ୍ରା,…
ତାଜା ଖବର ରାଜନୀତି ରାଜ୍ୟ Nuapada Bye-Election: ବାପାଙ୍କୁ ପଚାରିନଥିଲା ବିଜେଡି: ଜୟ ଢୋଲକିଆ November 2, 2025 Papirani ବିଜେଡି ଛାଡି କାହିଁକି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଥିଲେ ତାହାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଜୟ ଢୋଲକିଆ । ଆଜି କୋମନା ବ୍ଲକ୍ ଅନ୍ତର୍ଗତ ବୁଧି କୋମନା ଗାଁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି ବିଜେଡି…
ରାଜନୀତି ରାଜ୍ୟ Nuapada Bye-Election: ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କଲେ ସାଂସଦ ବୈଜୟନ୍ତ ପଣ୍ଡା November 1, 2025 Nirvay ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ଜୟ ଢୋଲକିଆଙ୍କୁ ବିଜୟୀ କରିବାକୁ ବୈଜୟନ୍ତ ପଣ୍ଡା ନୂଆପଡ଼ାବାସୀଙ୍କୁ ନିବେଦନ…
ରାଜନୀତି ରାଜ୍ୟ Nuapada Bye-Election: ବନ୍ଧୁକ ମୂନରେ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି: ଲେଖାଶ୍ରୀ November 1, 2025 Nirvay ବନ୍ଧୁକ ମୂନରେ ନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ କରିଛି । ଏହି ଘଟଣା ନୂଆପଡ଼ା ନୁହେଁ, ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରିଛି ବୋଲି ବିଜେଡି ନେତ୍ରୀ ଡ଼ ସାମନ୍ତସିଂହାର କହିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ରକ୍ତମୁଖା ସାଜିଛି ବିଜେପି…
ରାଜନୀତି ରାଜ୍ୟ Nuapada By-Election: ନୂଆପଡ଼ା ଝଙ୍କଡ ପାଇକ ସମାଜର ବନ୍ଧୁମିଳନ ଉତ୍ସବରେ ଯୋଗଦେଲେ ବିଜେପି ନେତା November 1, 2025 Nirvay ନୂଆପଡ଼ା ଜିଲ୍ଲା ଝଙ୍କଡ ପାଇକ ସମାଜର ଏକ ବନ୍ଧୁମିଳନ ଉତ୍ସବ ଆଜି ନୂଆପଡ଼ା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ କ୍ଷୁଦ୍ର ଶିଳ୍ପ ତଥା ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଳାହାଣ୍ଡି…
ରାଜନୀତି ରାଜ୍ୟ Nuapada Bypoll: ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ November 1, 2025 Nirvay ଶନିବାର ଦିନ ନୂଆପଡା ବ୍ଲକ ର ସେଠଜମ୍ପାନି ଗ୍ରାମ ପଞ୍ଚାୟତରେ ଆୟୋଜିତ ଜନସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ସମ୍ପ୍ରଦାୟ ର ଲୋକେ ସ୍ୱାଗତ ଜଣାଇଥିଲେ । ଏହି ସଭାରେ ବିଜୁ ଜନତା ଦଳର ବରିଷ୍ଠ…
ରାଜନୀତି ରାଜ୍ୟ Nuapada Bypoll: ବିଜେଡି ନେତାଙ୍କ ଆକ୍ରମଣ ପ୍ରସଙ୍ଗ; ନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି କହିଛି ବିଜେପି November 1, 2025 Nirvay ଆଜି ନୂଆପଡାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡାର ସ୍ଥାନୀୟ ବରିଷ୍ଠ ନେତା ଖାମସିଂହ ମାଝୀ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ନୂଆପଡାରେ ନିଜ ନିୟନ୍ତ୍ରଣ ରଖିବା ପାଇଁ ବବି ଦାସ ଏକ ବାହାର…
ରାଜନୀତି ରାଜ୍ୟ Nuapada Election Updates: ନୂଆପଡାରେ ବିଜେପି ର “ନୂତନ ଭୋଟର ସ୍ୱାଗତ ସମ୍ବର୍ଦ୍ଧନା” କାର୍ଯ୍ୟକ୍ରମ November 1, 2025 Nirvay ଆଜି ନୁଆପଡା ଜିଲ୍ଲାର ଶତାଧିକ ଜନସାଧାରଣ ବିଜେପିରେ ସାମିଲ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ “ନୂତନ ଭୋଟର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ” ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନୂତନ ମତଦାତା ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ…