ରାଜନୀତି ରାଜ୍ୟ ନବୀନଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଖଡ୍ଗେ August 20, 2025 Nirvay କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ବୁଧବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି । ଖଡ୍ଗେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।…
ରାଜନୀତି ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ “କ୍ୟାମ୍ପସ ଚଲୋ ଅଭିଯାନ” ର ଶୁଭାରମ୍ଭ August 20, 2025 Nirvay ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ କରଣ ତାମସେତ ୱାର ଛାତ୍ର କଂଗ୍ରେସର “କ୍ୟାମ୍ପସ ଚଲୋ ଅଭିଯାନ”ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ…
ରାଜନୀତି ରାଜ୍ୟ ବାଦ୍ ପଡ଼ିଥିବା ୪୪ ଅଞ୍ଚଳକୁ ତୁରନ୍ତ ଏନଏସି ମାନ୍ୟତା ଦିଅ: ବିଜେଡି August 20, 2025 Nirvay ବିଜେଡି ସରକାର ରାଜ୍ୟରେ ୫୬ଟି ନୂଆ ଏନଏସି ଘୋଷଣା କରିଥିଲେ, ଯାହା ମଧ୍ୟରୁ କେବଳ ୧୨ଟି ଅଞ୍ଚଳକୁ ଏନଏସି ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବିଜୁ ଜନତା ଦଳ କଡ଼ା ସମାଲୋଚନା କରିଛି । ରାଜ୍ୟ ସରକାର…
ତାଜା ଖବର ଦେଶ ରାଜନୀତି ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଭରିଲେ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ August 20, 2025 Papirani ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ । NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍ । ସିପି ରାଧାକ୍ରିଷ୍ଣନ୍ଙ୍କ ପାଇଁ ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍ ମୋଦି । ଏହା ସହିତ ବିଜେପିର…
ରାଜନୀତି ରାଜ୍ୟ ଶଙ୍ଖ ଦଳରେ କିଏ ରାବଣ କିଏ ବିଭୀଷଣ ? August 20, 2025 Papirani ଲଙ୍କାରେ ସୁବର୍ଣ୍ଣପୁରୀ ଥିଲା । ନବୀନ ବାବୁଙ୍କ ଯୁଗରେ ଓଡ଼ିଶା ସୁବର୍ଣ୍ଣପୁରୀ ହେଇଯାଇଥିଲା। ତାଙ୍କ ଘର ବା ନିବାସଟି ଥିଲା ସୁବର୍ଣପୁରୀ । ମା’ଲକ୍ଷ୍ମୀ ପୁରା ଦୟା କରିଥିଲେ । କିନ୍ତୁ ହନୁମାନ ମା’ ସୀତାଙ୍କୁ ଖୋଜିବାକୁ ଯାଇ କ’ଣ ମନ…
ତାଜା ଖବର ଦେଶ ରାଜନୀତି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଉଦ୍ୟମ August 20, 2025 Papirani ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଉଦ୍ୟମ । ଜଣେ ବ୍ୟକ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି। ଆଜି ସକାଳେ ଜନଶୁଣାଣି ସମୟରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି…
ରାଜନୀତି ରାଜ୍ୟ ନିର୍ବାଚନ କମିସନ ବିଜେଡି ଠାରୁ ସତ୍ୟପାଠ ଦାବି କରିନାହାନ୍ତି: ବିଜେଡି August 19, 2025 Nirvay ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମିହିର ରାୟ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଗତ ନିର୍ବାଚନରେ ପରିଲକ୍ଷିତ ହୋଇଥିବା…
ରାଜନୀତି ରାଜ୍ୟ ‘ଭୋଟ୍ ଚୋରି’ ପ୍ରସଙ୍ଗରେ ୪ ସେପ୍ଟେମ୍ବରରେ କଂଗ୍ରେସର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ August 19, 2025 Nirvay ଆସନ୍ତା ୪ ସେପ୍ଟେମ୍ବର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନିଷ୍ପତ୍ତି ନେଇଛି କଂଗ୍ରେସ । ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଚାରିଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ଅନୁଷ୍ଠିତ ବିଭିନ୍ନ…
ତାଜା ଖବର ଦେଶ ରାଜନୀତି ଉପରାଷ୍ଟ୍ରପତି ନିର୍ବାଚନ: ସୁଦର୍ଶନ ରେଡ୍ଡୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ August 19, 2025 Papirani ଅବସରପ୍ରାପ୍ତ ବିଚାରପତି ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କଲେ AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ମଇଦାନକୁ ଓହ୍ଲାଇଛି ଇଣ୍ଡିଆ ମେଣ୍ଟ । ରାଧାକୃଷ୍ଣନଙ୍କ ବିରୋଧରେ ଲଢିବେ ତେଲେଙ୍ଗାନାର…
ରାଜନୀତି ସମ୍ପାଦକୀୟ ରାଧାକୃଷ୍ଣ ଭଜିବ ଶଙ୍ଖ ଦଳ ! August 19, 2025 Papirani ଉପ-ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିଦେଲା । ପ୍ରାୟତଃ କେହି ଅନୁମାନ କରିନଥିଲେ ଯେ, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ବାଛିବ ଉପ-ରାଷ୍ଟ୍ରପତି ପଦ ପାଇଁ । ତାଙ୍କ ନାଁ ଘୋଷଣା ହେବା ମାତ୍ରେ ସେ ସସ୍ତ୍ରୀକ…