ରାଜନୀତି ରାଜ୍ୟ ବୁଥ ରିଗିଂ ଆଶଙ୍କାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅପରାଜିତା May 24, 2024 Nirvay ରାଜ୍ୟରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ପ୍ରଚାର ସାଙ୍ଗକୁ ପ୍ରସ୍ତୁତି ସରିଛିବି। ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ…
ତାଜା ଖବର ଦେଶ ରାଜନୀତି ଜୁନ୍ ୪ରେ ପ୍ରଚୁର ପାଣି ପିଇବାକୁ ସମାଲୋଚକମାନଙ୍କୁ ପରାମର୍ଶ ଦେଲେ ପ୍ରଶାନ୍ତ କିଶୋର May 24, 2024 Papirani ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଏଥର ପୁଣିଥରେ କେନ୍ଦ୍ରରେ ମୋଦୀ ସରକାର କ୍ଷମତା ହାସଲ କରିବ । ସେ କହିଛନ୍ତି ଯେ ଏହି ନିର୍ବାଚନରେ ବିଜେପି ଜିତିଥିବା ଆସନ…
ତାଜା ଖବର ରାଜନୀତି ରାଜ୍ୟ ପିପିଲିରେ ବିଜେଡି କର୍ମୀଙ୍କ ଆକ୍ରମଣରେ ସମିତିସଭ୍ୟ ସହ ୨ ଗୁରୁତର May 24, 2024 Papirani ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମଳିଛି। ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ May 24, 2024 Papirani ରାଜ୍ୟରେ ଆସନ୍ତାକାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍ । ଦେଶର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନରେ ହେବ ମତଦାନ । ଭୋଟରଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ…
ରାଜନୀତି ରାଜ୍ୟ ରାଜ୍ୟ କାର୍ଯ୍ୟାଳୟରେ ଜେପି ନଡ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ May 24, 2024 Nirvay ଆଜି ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ଶୀର୍ଷ ନେତୃତ୍ବଙ୍କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ବୈଠକ କରିଛନ୍ତି। ମିଟିଂରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ…
ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କେବେ ବି ‘ଚୋର’ ଶବ୍ଦ ବାହାରିବ ନାହିଁ : ସମୀର ମହାନ୍ତି May 23, 2024 Nirvay ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଭିଡିଓ AI ବୋଲି ଆଜି ପୁଣି ସନ୍ଦେହ କରିଛି ବିଜେପି । ଗତ କାଲି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି…
ରାଜନୀତି ରାଜ୍ୟ ବିଜେଡିକୁ ଶକ୍ତ ଝଟକା ଦେଲେ ଜିତୁ May 23, 2024 Nirvay ରୋଚକ ସ୍ଥିତିରେ ଖୋର୍ଦ୍ଧା ରାଜନୀତି। ନବୀନ ଦେଲେନି ଟିକେଟ ଜିତୁ ଦେଲେ ଶକ୍ତ ଝଟକା। ଇସ୍ତଫା ଦେଲେନି କି ଟିକେଟ ପାଇଁ ଲବି କଲେନି ସିଧାସଳଖ ଯାଇ ବିଜେପି ରାଲିରେ ପ୍ରଚାର କଲେ। ଆଜି ଖୋର୍ଦ୍ଧାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି…
ତାଜା ଖବର ରାଜନୀତି ରାଜ୍ୟ ହାରିବା ଭୟରେ ଟଙ୍କା ବାଣ୍ଟୁଛନ୍ତି ପ୍ରଣବ ପ୍ରକାଶ ଦାସ: ବିଜେପି May 23, 2024 Papirani ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ହାରିବା ଭୟରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ । ପ୍ରଣବ ପ୍ରକାଶ ଦାସ ହାରିବା ଭୟରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ବିଜେପିର…
ଦେଶ ରାଜନୀତି ଆଜି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଚାର ଶେଷ May 23, 2024 Nirvay ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟାରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ଆଜି ସନ୍ଧ୍ୟାରେ ବନ୍ଦ ହୋଇଯାଇଛି । ଷଷ୍ଠ ପର୍ଯ୍ୟାୟରେ ଆଠଟି ରାଜ୍ୟରେ ମୋଟ ୫୮ ଟି ଆସନ ପାଇଁ ମେ ୨୫ରେ ମତଦାନ ଅନୁଷ୍ଠିତ ହେବ। ଷଷ୍ଠ…
ରାଜନୀତି ରାଜ୍ୟ ଶେଷ ହେଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର May 23, 2024 Nirvay ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ଧ୍ୟା ସନ୍ଧ୍ୟାରେ ସରୁଛି ପ୍ରଚାର । ବୁଥ ଗୁଡିକ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବା ସହ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଭୋଟରମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା…