ତାଜା ଖବର ରାଜନୀତି ରାଜ୍ୟ ଜୁନ ୪ ପରେ ନବୀନ ହେବେ ଭୂତପୂର୍ବ ମୁଖ୍ୟମନ୍ତ୍ରୀ: ଅମିତ ଶାହ May 28, 2024 Papirani ଭଦ୍ରକ ଚାନ୍ଦବାଲିରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଓଡ଼ିଶାରେ ସରକାର ଗଢିବା ସହ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ଓଡ଼ିଶାର ଶାସନ…
ରାଜନୀତି ରାଜ୍ୟ ପ୍ରଶାନ୍ତଙ୍କ ମାମଲାରେ ନୂଆ ମୋଡ଼; ଅପରାଜିତା ପାଇଲେ ସିସିଟିଭି ଫୁଟେଜ May 28, 2024 Nirvay ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଦିନକୁ ଦିନ ଆସୁଛି ନୂଆ ମୋଡ। ଏହି ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଜୟ ପଣ୍ଡା, ଆପଣ ସଂସଦକୁ ଯିବେ: ନରେନ୍ଦ୍ର ମୋଦି May 28, 2024 Papirani ରାଜ୍ୟରେ ଶେଷ ନିର୍ବାଚନ ହେବାକୁଥିବା ବେଳେ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଲେଖିଲେ ଚିଠି। ସେ ଲେଖିଛନ୍ତି ବୈଜୟନ୍ତ ପଣ୍ଡା ଜୀ ମୁଁ ଆଶା କରୁଛି ଆପଣ ଭଲରେ ଥିବେ । ଦୁଇ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଅମିତ ଶାହ ଆସୁଛନ୍ତି, ପୁଣି ଘାଣ୍ଟିବେ May 28, 2024 Papirani ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ଓଡ଼ିଶାରେ ନିର୍ବାଚନ ଜିତିବାକୁ ବିଜେପି ସବୁ ପ୍ରକାରର ଉଦ୍ୟମ କରିଚାଲିଛି। ବାରମ୍ବାର ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ନେତା । ବଡ ବଡ ନେତାଙ୍କୁ ପ୍ରଚାର ମୈଦାନକୁ ଆଣି ସରଗରମ କରୁଛି…
ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟରେ ପ୍ରଭେଦ ଜାଣିନାହାନ୍ତି ନବୀନ: ଧର୍ମେନ୍ଦ୍ର May 27, 2024 Nirvay ଓଡ଼ିଶାର ମୁଖ୍ୟମନ୍ତ୍ରୀ ‘ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହି ସମ୍ବୋଧନ କରିବା ଦୁଃଖର କଥା। ରାଜ୍ୟର ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ଭାରତର ପ୍ରଧାନମନ୍ତ୍ରୀ କିଏ? ଓଡ଼ିଶାରେ ଏବେ ଭଡ଼ାଟିଆ ତାମିଲ୍ ସରକାର ଚାଲିଛି। ହେଲେ, ଏଥର ଏ ସରକାର ନିଶ୍ଚୟ ହଟିବ ଓ…
ରାଜନୀତି ରାଜ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସ ଉପରେ ରେଡ଼ May 27, 2024 Nirvay ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସ୍ରେ ରେଡ୍। ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୋଲିସର ମିଳିତ ଭାବେ ରେଡ୍ କରିଥିବା ଜଣା ପଡ଼ିଛି। ଭଦ୍ରକ ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ…
ତାଜା ଖବର ରାଜନୀତି ରାଜ୍ୟ ଡି ଏସ କୁଟ୍ଟେଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ May 27, 2024 Papirani ସାମ୍ୱାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛି ବିଜେପି । ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଚିଲିକାର ବିଧାୟକ ତଥା ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ ।…
ରାଜନୀତି ରାଜ୍ୟ ଚାନ୍ଦବାଲିରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ବିଜେଡି ଗୁଣ୍ଡାଙ୍କ ଆକ୍ରମଣ May 27, 2024 Nirvay ପୁଣି ରାଜ୍ୟରେ ଦେଖିବାକୁ ମିଳିଛି ବିଜେଡି ନେତାଙ୍କ ଗୁଣ୍ଡା ରାଜ। ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡ଼କ୍ଟର ସୁବାଷ ସାହୁ ଏବଂ ତାଙ୍କ ୫ ସାଥିଙ୍କୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡା ଛକରେ ମରଣାନ୍ତକ ଆକ୍ରମଣ କଲେ ବିଜେଡି ଗୁଣ୍ଡାମାନେ। ତାଙ୍କ…
ତାଜା ଖବର ରାଜନୀତି ରାଜ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଡ୍ରାଇଭରଙ୍କୁ ମିଛ କହିବାକୁ ପୋଲିସ ଧମକାଇଥିବା ଅଭିଯୋଗ May 27, 2024 Papirani ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ଅପରାଜିତାଙ୍କ ଡ୍ରାଇଭରକୁ ମିଛ କହିବାକୁ ବାଧ୍ୟ କରୁଛି ପୋଲିସ । ଘାଟିକିଆ ନିବାସୀ ବନମାଳୀ ଅପରଜିତଙ୍କ ଗାଡି ଡ୍ରାଇଭର ଉପରେ ଚାପ ପୋଲିସ ଚାପ ପକାଇଥିବାର ଅଭିଯୋଗ ହୋଇଛି। ଡ୍ରାଇଭରଙ୍କ କହିବା ଅନୁଯାୟୀ ପୋଲିସ…
ରାଜନୀତି ରାଜ୍ୟ ପାଣ୍ଡିଆନଙ୍କ ପାଇଁ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା: ପ୍ରଦୀପ ପୁରୋହିତ May 27, 2024 Nirvay ପାଣ୍ଡିଆନଙ୍କୁ ପ୍ରଦୀପ ପୁରୋହିତଙ୍କ ବାଣ। ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା କହିଲେ ପ୍ରଦୀପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସାରା ଚାଲୁ ନାହିଁ, ଯାହା କରୁଛନ୍ତି ସବୁ ପାଣ୍ଡିଆନ କରୁଛନ୍ତି । ତାମିଲନାଡ଼ୁ ଭଳି ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି…