Category: ରାଜନୀତି

ଧର୍ମେନ୍ଦ୍ର ହେବେ କି ପରବର୍ତ୍ତୀ ଭାଜପା ଅଧ୍ୟକ୍ଷ ?

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡିଶା ଗସ୍ତ ଶେଷ କରି ଫେରି ଯାଇଛନ୍ତି। ଅଧ୍ୟକ୍ଷ ଭାବେ ଏହା ବୋଧହୁଏ ତାଙ୍କର ଶେଷ ଓଡିଶା ଗସ୍ତ। ତାଙ୍କ ଅଧ୍ୟକ୍ଷତା କାଳରେ ଓଡ଼ିଶାରେ ପଦ୍ମ ଫୁଟିଛି। ୨୪ ବର୍ଷର ଶଙ୍ଖ ସରକାର…

ମାନହାନି ମୋକଦ୍ଦମା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ହେଲା ଜେଲ୍‌

ମାନହାନି ମୋକଦ୍ଦମା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନାର ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ କୋର୍ଟ । ଭାରତୀୟ ଦଣ୍ଡ ସଂହିତାର ଧାରା…

ବିଜେପି ସଦସ୍ୟତା ଅଭିଯାନରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଲେ ଜେପି ନଡ୍ଡା

ଓଡିଶାରେ ପହଞ୍ଚି ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ସଦସ୍ୟତା ଅଭିଯାନ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଭାରତରେ ୫ ହଜାର…

ଭୁବନେଶ୍ବରରେ ପହଞ୍ଚିଲେ ଜେ.ପି ନଡ୍ଡା

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ଏଜି ଛକରେ ଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ଦଳର ସଦସ୍ୟତା…

ସମନ୍ୱୟ କମିଟିକୁ ସହଯୋଗ କରିବା ପାଇଁ ବିଜେଡିର ନୂଆ କମିଟି ଗଠିତ

ସମନ୍ୱୟ କମିଟିକୁ ସହଯୋଗ କରିବା ପାଇଁ ବିଜେଡି ପକ୍ଷରୁ ୩ଟି କମିଟି ଗଠନ କରାଯାଇଛି । ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ କମିଟି ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି ଭଳି ୩ଟି କମିଟି ଗଠନ ହୋଇଛି। ଏଥିରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ…

ଭୋଟ ପାଇଁ ହୀନ ଚକ୍ରାନ୍ତ କରି ଫସିଲେ ନବୀନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ବର୍ଷିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଭୋଟ ପାଇଁ ହୀନ ଚକ୍ରାନ୍ତ କରି ଫଶିଲେ ନବୀନ । ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡିଆ କଷ୍ଟ ପାଇଲେ…

ଏକ ସପ୍ତାହ ମଧ୍ୟରେ ୧ କୋଟି ଛୁଇଁବ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି ୯୨ ଲକ୍ଷ ଆବେଦନକାରୀ । ଏନେଇ ଆଜି ସୂଚନା ଦେଇ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆଜି ପର୍ଯ୍ୟନ୍ତ ୯୨ ଲକ୍ଷ ଲୋକେ ସୁଭଦ୍ରା ଯୋଜନା…

ଖରାପ ନିର୍ବାଚନ ପରିଚାଳନା ଆକ୍ଷେପ କାହାକୁ ?

ଲୋକସଭା ଓ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଲା ଜୁନ ୪ରେ । ୪ ମାସ ପରେ ବି ବିଜୁ ଜନତା ଦଳ ସଭାପତି ନବୀତ ପଟ୍ଟାନାୟକ ଜିଲ୍ଲାୱାରୀ ବିପର୍ଯ୍ୟୟ ସମୀକ୍ଷା କରୁଛନ୍ତି । କିନ୍ତୁ ଏହି ସମୀକ୍ଷା ପୂର୍ବରୁ ନବୀନ…

ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଆମର ଦକ୍ଷ ଯୁବ ଶକ୍ତି – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନ୍ ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ଝଟ୍‌କା; ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚ୍ୟାଲେଞ୍ଜ ଆବେଦନକୁ ଖାରଜ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲାରେ ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚ୍ୟାଲେଞ୍ଜ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଜମି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା ।…