Category: ରାଜନୀତି

ନିର୍ବାଚନ ଫଳାଫଳ ପୂର୍ବରୁ ବିଜୟର ଖାତା ଖୋଲିଲା ବିଜେପି

ଚଳିତବର୍ଷ ଲୋକସଭା ନିର୍ବାଚନର ଫଳାଫଳ ପାଇଁ ଗଣନା ବର୍ତ୍ତମାନ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କିଏ ଜିତିଛୁ ଏବଂ କିଏ ହାରିଛୁ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ୍ ଗଣନା ହେବା ପୂର୍ବରୁ ଗୋଟିଏ ଆସନର ଫଳାଫଳ…

ଓଡ଼ିଶାବାସୀ ଆଶୀର୍ବାଦ ଦେଇଛନ୍ତି, ଆମେ ଏକ ନମ୍ବର ହେବୁ : ସମୀର ମହାନ୍ତି

ଭୁବନେଶ୍ୱର : ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି । ଇଭିଏମ୍‌ରେ କଏଦ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ଏହାପୂର୍ବରୁ ଓଡ଼଼ିଶା ରାଜନୀତିରେ ଏକ୍‌ଜିଟ୍‌ ପୋଲ ଆକଳନକୁ ନେଇ ବିଜେପି ଖୁବ ଉତ୍ସାହିତ ରହିଥିବାବେଳେ ବିଜେଡି…

ବିନା ଅନୁମତିରେ ହୋଇପାରିବନି କୌଣସି ବିଜୟ ଶୋଭାଯାତ୍ରା

ଚଳିତବର୍ଷ ସାଧାରଣ ନିର୍ବାଚନର ଗଣତି କାଲି ସକାଳ ୮ ଟାରୁ ଆରମ୍ଭ ହେବାକୁ ଯାଉଛି । ଏହିସମୟରେ କିନ୍ତୁ ଏହାରି ଭିତରେ ପୁଲିସ ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବ ଆଇନଶୃଙ୍ଖଳା ପରିସ୍ଥିତି । ବିଭିନ୍ନ ପର୍ଯ୍ୟାୟରେ ମତଦାନ ବେଳେ…

୨୦୨୪ ନିର୍ବାଚନରେ ରାଜ୍ୟରେ ହୋଇଛି ୭୪.୫୧ % ମତଦାନ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ହୋଇଥିଲା। ୪ ସଂସଦୀୟ କ୍ଷେତ୍ର ଲାଗି ମୈଦାନରେ ୩୭ ପ୍ରାର୍ଥୀ ଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ…

ଡିଜିପି ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା

କଟକ: ଡିଜିପି ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା । ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି କଟକ ଡିଜିପି ଅଫିସ୍‌ ଘେରିଲେ ବିଜେପି ଯୁବ ମୋର୍ଚ୍ଚା ।ଏହି ଘଟଣାରେ ଆଜି ଆଉ…

ବିଧାନସଭା ଭଙ୍ଗ ପାଇଁ ଓଡ଼ିଶା କ୍ୟାବିନେଟରେ ସୁପାରିଶ

ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ। ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବା ବେଳେ ବିଧାନସଭା…

ଓଡ଼ିଶା ଏକ ବିକଶିତ ରାଜ୍ୟ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ନିର୍ବାଚନ ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସ୍ଥିତ ଚଉଷଠି ଯୋଗିନୀ ମନ୍ଦିରରେ ଆଜି ପୂଜା ଅର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ଧର୍ମପତ୍ନୀ ମୃଦୁଳା ପ୍ରଧାନ ଉପସ୍ଥିତ ଥିଲେ ।…

ଚଳିତବର୍ଷ ମତଦାନରେ ଭାରତ କରିଛି ବିଶ୍ୱ ରେକର୍ଡ

ଚଳିତବର୍ଷ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଜି ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଚଳିତବର୍ଷ ମତଦାନକୁ ନେଇ ସିଇସି ରାଜୀବ କୁମାର କହିଛନ୍ତି ଚଳିତଥର ଐତିହାସିକ ରେକର୍ଡ ହାସଲ କରିଛି ଭାରତ। ଏହାଛଡା…

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଡିସ୍‌ଚାର୍ଜ ହେଲେ ଆଉ ଦୁଇ ଆହତ

ଆଜି ପୁରୀ ବାଣ ବିସ୍ଫୋରଣ ଘଟଣାରେ ଡାକ୍ତରଖାନାରୁ ଆଉ ୨ ଆହତ ବ୍ୟକ୍ତି ଡିସ୍‌ଚାର୍ଜ ହୋଇଛନ୍ତି। ୨ ଜଣ ଡିସଚାର୍ଜ ହୋଇଥିବା ଏସ୍ଆରସିଙ୍କ କାର୍ଯ୍ୟାଳୟରରୁ ସୂଚନା ମିଳିଛି । ସେମାନେ ହେଲେ ବଳରାମ ଦାସ ଏବଂ ମନମୋହନ ବେହେରା। ଏବେ ସୁଦ୍ଧା…

ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକ ଆରମ୍ଭ

ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଆଜି ଆରମ୍ଭ ହୋଇଛି ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହେଇଛି । ବୈଠକରେ ଭର୍ଚ୍ଚୁଆଲରେ ମାଧ୍ୟମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।…