ତାଜା ଖବର ରାଜନୀତି ରାଜ୍ୟ ଶଙ୍ଖ ଭବନରେ ବିଜେଡି କରିବ ଦିନିକିଆ ପ୍ରଶିକ୍ଷଣ ଶିବିର August 17, 2024 Papirani ବିଜେଡି କରିବ ଦିନିକିଆ ପ୍ରଶିକ୍ଷଣ ଶିବିର । ୨୫ ତାରିଖରେ ଶଂଖ ଭବନରେ ଆୟୋଜିତ ହେବାକୁ ଯାଉଛି ପ୍ରଶିକ୍ଷଣ ଶିବିର । ଏହାକୁ ନେଇ ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ । ସେ କହିଛନ୍ତି ନବନିର୍ବାଚିତ ବିଧାୟକଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ଆରମ୍ଭ ହେଲା ନୂଆ ବିଧାୟକ ମାନଙ୍କର ପ୍ରଶିକ୍ଷଣ ଶିବିର August 17, 2024 Papirani ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆରମ୍ଭ ହେଲା ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଧାନସଭା ପରିସରରେ ଚାଲିବ ପ୍ରଶିକ୍ଷଣ ଶିବିର । ଆଜି ଆରମ୍ଭ ହୋଇଥିବା ଏହି ବିଧାୟକ ମାନଙ୍କ ଦୁଇ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାପାଇଁ ଓଡ଼ିଶା ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ August 17, 2024 Papirani ଆଜିଠୁ ପ୍ରଶିକ୍ଷଣ ନେବେ ନବାଗତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଦୁଇଦିନ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ତେଣୁ ବିଧାନସଭାରେ ନୂଆ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ…
ତାଜା ଖବର ରାଜନୀତି ରାଜ୍ୟ ବିଜୁ ଜନତା ଦଳ ନୁହେଁ, ଚାଲିଛି ବୁନୁ ଜନତା ଦଳ August 16, 2024 Nirvay ବିଜେଡିରେ ଏବେ ଫାଟ ସୃଷ୍ଟି ହୋଇଛି। ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍ ଆଜି ବିଜେଡି ଛାଡିଥିବା ବେଳେ ଏହାର କାରଣ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ବୋଲି କହିଛନ୍ତି। ତାଙ୍କ ପାଇଁ ହିଁ…
ଖେଳ ତାଜା ଖବର ରାଜନୀତି ରାଜ୍ୟ ନବୀନ ନିବାସରେ ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ August 16, 2024 Papirani ଓଡ଼ିଶାର ହକି ତାରକା ଅମିତ ରୋହିଦାସ ଦେଶର ଗୌରବ।ଭାରତୀୟ ହକି ଦଳର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି। ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ,…
ତାଜା ଖବର ରାଜନୀତି ରାଜ୍ୟ ବିଧାୟକ ପ୍ରଶିକ୍ଷଣ ଶିବିର ଦଳୀୟ ବ୍ୟାପାର ନୁହେଁ: ମନମୋହନ ସାମଲ August 16, 2024 Papirani ବିଧାୟକ ପ୍ରଶିକ୍ଷଣ ଶିବିରକୁ ନେଇ ତେଜୁଛି ରାଜନୀତି । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ।୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବିଜୁ ଜନତା ଦଳ ପ୍ରତ୍ୟାଖ୍ୟାନ…
ତାଜା ଖବର ରାଜନୀତି ରାଜ୍ୟ ବିଏମ୍ସି ଅଧିନକୁ ଆସିବ ଭୁବନେଶ୍ବର ଏମ୍ସ August 16, 2024 Papirani ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥିରେ ଭୁବନେଶ୍ବର ଏମ୍ସ ପରିସରରେ ଥିବା ବାଜପାୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ଏମ୍ସ ପାଇଁ…
ତାଜା ଖବର ଦେଶ ରାଜନୀତି ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା; ୧୦ ବର୍ଷ ପରେ ହେବ ନିର୍ବାଚନ August 16, 2024 Papirani ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେଲା ତାରିଖ । ନିର୍ବାଚନ ଆୟୋଗ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଜାମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶେଷ ଥର…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ August 16, 2024 Papirani କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଛନ୍ତି ବିଜୟ ପଟ୍ଟନାୟକ । ସେ ନିଜର ଇସ୍ତଫା ପତ୍ର ମେଲ୍ ଯୋଗେ ଏଆଇସିସିକୁ ପଠାଇଥିବା ସୂଚନା ମିଳିଛି। ଅନ୍ୟପଟେ କଂଗ୍ରେସରୁ ଇସ୍ତଫା ଦେବା ପରେ…
ତାଜା ଖବର ରାଜନୀତି ରାଜ୍ୟ ଦଳୀୟ ପ୍ରତିକ୍ରିୟା ଦେବାକୁ ୪ ନେତାଙ୍କୁ ଦିଆଗଲା କଂଗ୍ରେସ ତୁଣ୍ଡ ଦାୟିତ୍ବ August 16, 2024 Papirani ଗଣମାଧ୍ୟମରେ ଦଳୀୟ ପ୍ରତିକ୍ରିୟା ଦେବାକୁ ୪ ନେତାଙ୍କୁ ଦିଆ ଗଲା କଂଗ୍ରେସ ତୁଣ୍ଡ ଦାୟିତ୍ବ । ଏଆଇସିିସି ପକ୍ଷରୁ କେବଳ ୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଉଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାମ କାଡାମ,…