ତାଜା ଖବର ରାଜନୀତି ରାଜ୍ୟ ବିଜେଡି ପ୍ରାର୍ଥୀ ବଦ୍ରି ସମର୍ଥକଙ୍କ ଆକ୍ରମଣରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନଙ୍କ ସମର୍ଥକ ଗୁରୁତର May 23, 2024 Papirani ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା କିନ୍ତୁ ଏବେଠୁ ଦେଖାଗଲାଣି ନିର୍ବାଚନୀ ହିଂସା । ଗତକାଲି ଘଷିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି ଅଭିଯୋଗ ହୋଇଛି ।…
ରାଜନୀତି ରାଜ୍ୟ ନବୀନ ପଟ୍ଟନାୟକ ବନ୍ଧକ ପରିସ୍ଥିତିରେ: ହିମନ୍ତ ବିଶ୍ୱ ଶର୍ମା May 23, 2024 Nirvay ଆଜି ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପ୍ରଥମେ ମା’ ସମଲେଇଙ୍କ ଦର୍ଶନ ପରେ ବିଜେଡି ଉପରେ ବର୍ଷିଛନ୍ତି ହିମନ୍ତ ବିଶ୍ବଶର୍ମା। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି କହିଲେ ବିଶ୍ବଶର୍ମା। ଏଠି…
ତାଜା ଖବର ରାଜନୀତି ରାଜ୍ୟ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର May 23, 2024 Papirani ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରୁଛି ପ୍ରଚାର । ଆସନ୍ତା ୨୫ ତାରିଖରେ ପଡିବ ଭୋଟ । ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଏଥର କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର…
ତାଜା ଖବର ରାଜନୀତି ରାଜ୍ୟ କଣ୍ଟାମାଳର ଦୁଇଟି ବୁଥରେ ଆଜି ହେଉଛି ସାନି ମତଦାନ May 23, 2024 Papirani କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଥିବା ଦୁଇଟି ବୁଥରେ ପୁନଃ ମତଦାନ ଆରମ୍ଭ ହୋଇଛି । କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ଭୋଟ୍ ଦେଉଛନ୍ତି ଭୋଟର । ଏହି ଦୁଇ ବୁଥ ହେଉଛି କଣ୍ଟାମାଳର କିରାସିରା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡିଶା ଆସିବେ ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା ଓ ହିମନ୍ତ ବିଶ୍ବଶର୍ମା May 23, 2024 Papirani ବିଜେପି ଫୋକସରେ ଓଡ଼ିଶା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ ହେଭିୱେଟ କେନ୍ଦ୍ରୀୟ ନେତା। ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛି ବିଜେପି ।…
ରାଜନୀତି ରାଜ୍ୟ ଜେଲରୁ ବାହାରିଲେ ସିପିଆଇ ନେତା ନାରାୟଣ ରେଡ୍ଡୀ, ହାଇକୋର୍ଟରୁ ମିଳିଲା ଜାମିନ May 22, 2024 Nirvay ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ। ତାଙ୍କ ସହ ଏନ୍ ଦିଲ୍ଲୀପ କୁମାର ରେଡ୍ଡୀ, ଡି. କାମରାଜୁ ବର୍ମାଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ସମସ୍ତଙ୍କୁ ୮ସପ୍ତାହ ପାଇଁ ଅନ୍ତରୀଣ…
ରାଜନୀତି ରାଜ୍ୟ ରାଜଧାନୀରେ ନବୀନଙ୍କ ଆଉ ଏକ ରୋଡ ସୋ’ May 22, 2024 Nirvay ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ’ କରିଛନ୍ତି । ଭୁବନେଶ୍ଵର ଉତ୍ତର ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିବା ସହ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଉତ୍ତର ବିଧାନସଭା ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ…
ଦେଶ ରାଜନୀତି ରାଜ୍ୟ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ May 22, 2024 Nirvay ଭୁବନେଶ୍ୱର : ଓଡ଼ିଶା ଦଖଲ ପାଇଁ ଦମ୍ ଲଗାଇଛି ବିଜେପି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବାକୁ ମେ ୨୯ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ୱର ଓ କେନ୍ଦ୍ରାପଡାରେ ଦଳୀୟ…
ଦେଶ ରାଜନୀତି ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ May 22, 2024 Nirvay ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଠାରୁ ପୁଣି ଥରେ ମିଳିଛି ଏକ ବଡ଼ ଝଟକା । ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ବିଚାର କରିବାକୁ କୋର୍ଟ…
ରାଜନୀତି ରାଜ୍ୟ ଓଡ଼ିଶାରେ ବିଜେପି ସରକାର ହେବ:ଅରୁଣ ଗୋଭିଲ୍ May 22, 2024 Nirvay ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ନେତା ତଥା ରାମାୟଣ ଧାରାବାହିକର ରାମ ଅରୁଣ ଗୋଭିଲ୍। ସେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ କେନ୍ଦୁଝର ଯାଇଛନ୍ତି ପ୍ରଚାର ପାଇଁ। ଚମ୍ପୁଆ ଓ ତେଲକୋଇରେ ଆୟୋଜିତ ଜନସଭାରେ ଯୋଗଦେବା ସହ କହିଛନ୍ତି। ଓଡ଼ିଶାରେ ଲୋକଙ୍କ…