Category: ରାଜନୀତି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ

ବିଜେପିରେ ମିଶିଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ । ୨୦୧୯ରେ ଯଦିଓ ସେ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ଘଟଣା କ୍ରମ ପାଇଁ ବିବାଦୀୟ ହେବା ପରେ ତାଙ୍କୁ…

ମାର୍ଚ୍ଚ ୫ ରେ “ଓଡ଼ିଶା ରାଜନୀତିରେ” ଝଡ଼: ଦିଲ୍ଲୀ ମିଡ଼ିଆ ଗସିପ

ଲେଖକ, ଅନୁସନ୍ଧାନକାରୀ ସାମ୍ବାଦିକ ତଥା ରଣନୀତିଜ୍ଞ ଅଭିଜିତ୍ ଆୟର-ମିତ୍ରଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା ‘ଦିଲ୍ଲୀ ମିଡିଆ ଗସିପ’ ବିଭାଗ “ଓଡିଶା ରାଜନୀତି” ର ଏକ ବଡ଼ ଦିଗ ବିଷୟରେ ସୂଚିତ କରିଛନ୍ତି ଯାହା ଜାତୀୟ ରାଜନୀତିରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇବ।…

ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅନୀଲ ବିଶ୍ଵାଳ

ଭୁବନେଶ୍ୱର: ଓଡିଶାରେ ଦୁର୍ନୀତି କିଭଳି ଖୁଲମଖୋଲା ଚାଲିଛି ଏବଂ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା । ଲକ୍ଷ୍ମୀ…

ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ଇଡ଼ିରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅ ହାଜର ହୋଇଥିବା ସୂଚନା ମିଳିଛି । ବରପଦା ଇଞ୍ଜିନିୟରିଂ ଜମି ମାମଲାରେ ଉଭୟଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

ସତ୍ୟବାଦୀରେ ଉମା, ସଞ୍ଜୟ କଳି; ଶଙ୍ଖ ଭବନରୁ ଆସିଲା ଡାକରା

ଭୁବନେଶ୍ୱର : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି । ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମାସାମନ୍ତ ରାୟଙ୍କ କଡା ଟିପ୍ପଣୀ । କିଏ କଣ କହିଲା ସେଥିରେ ଯାଏଆସେ ନାହିଁ କହିଲେ ବିଧାୟକ ଉମାସାମନ୍ତ ରାୟ…

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା; ଅଡୁଆରେ ବିଧାୟକ ସମୀର ଦାଶ

ପୂର୍ବତନ ଓଡ଼ିଶା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ବିଧାୟକ ସମୀର ରଂଜନ ଦାଶଙ୍କ ପାଇଁ ବହୁ ଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ହାଇକୋର୍ଟରେ ପିଏଲ ଦାଖଲ ହେବା ପରେ ଅଡ଼ୁଆ ବଢ଼ିଛି।ଧର୍ମେନ୍ଦ୍ର ସାହୁଙ୍କ ବନ୍ଧୁ ଅକ୍ଷୟ…

ନୂଆ ଏନ୍‌ଏସି ଘୋଷଣାର ସାମ୍ବିଧାନିକ ବୈଧତା ନାହିଁ : ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ଗତ ଦୁଇ, ତିନି ଦିନ ପୂର୍ବରୁ ଓ ଗତକାଲି ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନ୍‌ଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ । ଏହାର କୌଣସି ସାମ୍ବିଧାନିକ ବୈଧତା ନାହିଁ । ନୂଆ ଏନ୍‌ଏସି ଘୋଷଣା କରିବାପାଇଁ…

ବିଜେଡିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଓ ବିକାଶମୂଳକ କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କର ୨୦୦୦ ମସିହାରେ ଯେଉଁ ଆସ୍ଥା ଓ ବିଶ୍ୱାସ ଥିଲା ତାହା ଏବେ ଆହୁରି ବଢି…

ଜାଣନ୍ତୁ ବିଜେପିର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କିଏ

ଭୁବନେଶ୍ଵର: ଏହି ସପ୍ତାହରେ ଆଗୁଆ ୧୦୦ ଲୋକସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏହି ତାଲିକାରେ ଓଡ଼ିଶାର ୫ଟି ପ୍ରମୁଖ ବା ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ରୁ ବିଜେପିର ପ୍ରାର୍ଥୀ ଘୋଷଣା…

ବିଜେପିରେ ସାମିଲ୍ ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ

ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ। କହିଲେ, ତାମିଲ୍ ଶାସନରେ ବିଜେଡି ଚାଲିଛି। ଦଳରେ ଗୋଟିଏ କୋଟେରି କାମ କରୁଛି। ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ବିଜେଡି ଅନୁଭବ କରି…