ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଦଳ ଭିତରେ ନେତା ନେତାଙ୍କ ମଧ୍ୟରେ ଗୋଡ ଟଣାଟଣି ହିଁ ନିର୍ବାଚନ ହାରିବାର ମୁଖ୍ୟ କାରଣ: ମହୀଧର ରଣା September 27, 2024 Papirani ଚଳିତ ନିର୍ବାଚନରେ ବିଜେଡି ହାରିବାର କାରଣ ନେଇ ବିଭିନ୍ନ ଦଳୀୟ ନେତାଙ୍କ ଭିନ୍ନଭିନ୍ନ ବୟାନ ଏବେ ସାମ୍ନାରେ ଆସିବାକୁ ଲାଗିଛି। ପୂର୍ବରୁ ବରିଷ୍ଠ ନେତା ପ୍ରଦୀପ ମାଝୀ, ଅବିନାଶ ସାମଲ ପରେ ଆଜି କଣ୍ଟାମାଳର ପୂର୍ବତନ ବିଧାୟକ ମହୀଧର ରଣା ଏହାର…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିର ହାର ପରେ ବିଜେପି ଦଖଲରେ ନୀଳଗିରି ଏନଏସି September 27, 2024 Papirani ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଦଖଲ କଲା ବିଜେପି । ବିଜେଡିର ହାର ପରେ ବିଜେପି ଦଖଲରେ ନୀଳଗିରି ଏନଏସି । ଆଜି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡିର ଅମ୍ବିକା ଦାସ।…
ତାଜା ଖବର ଦେଶ ରାଜନୀତି ରାଜ୍ୟ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ହିମନ୍ତ ବିଶ୍ବଶର୍ମା September 27, 2024 Papirani ଆଜି ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ବିଶ୍ବଶର୍ମା ଏବଂ ତାଙ୍କ ସହିତ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ…
ତାଜା ଖବର ରାଜନୀତି ଧର୍ମେନ୍ଦ୍ର ହେବେ କି ପରବର୍ତ୍ତୀ ଭାଜପା ଅଧ୍ୟକ୍ଷ ? September 27, 2024 Nirvay ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡିଶା ଗସ୍ତ ଶେଷ କରି ଫେରି ଯାଇଛନ୍ତି। ଅଧ୍ୟକ୍ଷ ଭାବେ ଏହା ବୋଧହୁଏ ତାଙ୍କର ଶେଷ ଓଡିଶା ଗସ୍ତ। ତାଙ୍କ ଅଧ୍ୟକ୍ଷତା କାଳରେ ଓଡ଼ିଶାରେ ପଦ୍ମ ଫୁଟିଛି। ୨୪ ବର୍ଷର ଶଙ୍ଖ ସରକାର…
ତାଜା ଖବର ଦେଶ ରାଜନୀତି ମାନହାନି ମୋକଦ୍ଦମା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ହେଲା ଜେଲ୍ September 26, 2024 Papirani ମାନହାନି ମୋକଦ୍ଦମା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନାର ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ କୋର୍ଟ । ଭାରତୀୟ ଦଣ୍ଡ ସଂହିତାର ଧାରା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ବିଜେପି ସଦସ୍ୟତା ଅଭିଯାନରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଲେ ଜେପି ନଡ୍ଡା September 26, 2024 Papirani ଓଡିଶାରେ ପହଞ୍ଚି ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ସଦସ୍ୟତା ଅଭିଯାନ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଭାରତରେ ୫ ହଜାର…
ତାଜା ଖବର ରାଜନୀତି ରାଜ୍ୟ ଭୁବନେଶ୍ବରରେ ପହଞ୍ଚିଲେ ଜେ.ପି ନଡ୍ଡା September 26, 2024 Nirvay ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ଏଜି ଛକରେ ଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ଦଳର ସଦସ୍ୟତା…
ତାଜା ଖବର ରାଜନୀତି ରାଜ୍ୟ ସମନ୍ୱୟ କମିଟିକୁ ସହଯୋଗ କରିବା ପାଇଁ ବିଜେଡିର ନୂଆ କମିଟି ଗଠିତ September 25, 2024 Nirvay ସମନ୍ୱୟ କମିଟିକୁ ସହଯୋଗ କରିବା ପାଇଁ ବିଜେଡି ପକ୍ଷରୁ ୩ଟି କମିଟି ଗଠନ କରାଯାଇଛି । ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ କମିଟି ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି ଭଳି ୩ଟି କମିଟି ଗଠନ ହୋଇଛି। ଏଥିରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ…
ତାଜା ଖବର ରାଜନୀତି ରାଜ୍ୟ ଭୋଟ ପାଇଁ ହୀନ ଚକ୍ରାନ୍ତ କରି ଫସିଲେ ନବୀନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 25, 2024 Papirani ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ବର୍ଷିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଭୋଟ ପାଇଁ ହୀନ ଚକ୍ରାନ୍ତ କରି ଫଶିଲେ ନବୀନ । ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡିଆ କଷ୍ଟ ପାଇଲେ…
ତାଜା ଖବର ରାଜନୀତି ରାଜ୍ୟ ଏକ ସପ୍ତାହ ମଧ୍ୟରେ ୧ କୋଟି ଛୁଇଁବ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା September 25, 2024 Papirani ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି ୯୨ ଲକ୍ଷ ଆବେଦନକାରୀ । ଏନେଇ ଆଜି ସୂଚନା ଦେଇ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆଜି ପର୍ଯ୍ୟନ୍ତ ୯୨ ଲକ୍ଷ ଲୋକେ ସୁଭଦ୍ରା ଯୋଜନା…