Category: ରାଜନୀତି

ନବୀନଙ୍କ କାମର ଶ୍ରେୟ ନେବା ପାଇଁ ବ୍ୟଗ୍ର ଆଜିର ସରକାର: ବିଜେଡି

ବର୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ…

ପଦ୍ମ ମୁହାଁ ହୋଇପାରନ୍ତି ସରୋଜିନୀ ହେମ୍ବ୍ରମ

ନିର୍ବାଚନ ପୂର୍ବରୁ ରାଜନେତାଙ୍କ ଦଳ ପରିବର୍ତ୍ତନ ସାଧାରଣ କଥା। ହେଲେ ଓଡ଼ିଶାରେ ସରକାର ବଦଳିବା ପରେ ଦଳ ଡିଆଁ ଅଧିକ ଦେଖାଦେଇଛି। ବିଜେପି ପ୍ରଥମ ସରକାର ଗଠନ କରିଥିବା ବେଳେ ବିରୋଧୀ ଦଳ ବିଜେଡିର ରାଜ୍ୟସଭା ସଦସ୍ୟ ଜଣଙ୍କ ପରେ ଜଣେ…

ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଆଜି ଏହି ପବିତ୍ର ଗଣେଶ ପୂଜା ଅବସରରେ ରାଜଧାନୀ ଭୁବନେଶ୍ବରରେ ରହିଥିବା ବିଭିନ୍ନ ଗଣେଶ ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ…

ଦୁଇଦିନିଆ ଭାରତ ଗସ୍ତରେ ଅବୁଧାବୀର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନହ୍ୟାନ

ଭାରତ ଆସିବେ ଆବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନହ୍ୟାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ ଓ ୧୦ ତାରିଖ ୨ ଦିନିଆ ଭାରତ ଗସ୍ତରେ ଆସିବେ ମହମ୍ମଦ ବିନ୍‌ ଅଲ୍‌ ଜାୟଦ…

୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ: ଗଣେଶରାମ ସିଂ ଖୁଣ୍ଟିଆ

ଆଜି କେନ୍ଦୁଝରରେ ଆରମ୍ଭ ହୋଇଥିବା ସୁଭଦ୍ରା ରଥର ଶୁଭାରମ୍ଭ ଅବସର ପ୍ରତିକ୍ରିୟା ଦେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ରାଜ୍ୟରେ ୩ ହଜାର ଫରେଷ୍ଟ ଗାର୍ଡ ପଦବୀ ଖାଲିପଡ଼ିଛି । କିନ୍ତୁ ଏଥିରୁ ୩ ମାସରେ ପୂରଣ…

ସୁଭଦ୍ରା ଯୋଜନା ଓଡ଼ିଆ ଅସ୍ମିତାର ପରିଚୟ – ମୋହନ ମାଝୀ

ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଗାନ୍ଧି ମାର୍ଗରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ସୁଭଦ୍ରା’ ରଥର ଶୁଭାରମ୍ଭ କରାଯାଇଛି। ଏହା ଆଜିଠାରୁ ଅର୍ଥାତ ସେପ୍ଟେମ୍ୱର ୭ରୁ…

ରେଭେନ୍ସା ନାଁ ପରିବର୍ତ୍ତନ ହେବାକୁ ଦିଆଯିବନି କହିଲେ ପୁରାତନ ଛାତ୍ରଛାତ୍ରୀ

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭୁବନେଶ୍ୱରରେ ଆୟୋଜିତ ଗୋଲ ଟେବୁଲ ବୈଠକରେ ରେଭେନ୍ସାର ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସେମାନେ କହିଛନ୍ତି, ରେଭେନ୍ସାର ନାଁ ପରିବର୍ତ୍ତନ ହେବନି। ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ…

ହାତ ଧରିଲେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ

ରାଜନୀତିରେ ପାଦ ଦେଲେ ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ । ଆଜି ଉଭୟ କଂଗ୍ରେସରେ ଯୋଗ ଦେଇଛନ୍ତି। ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି କଂଗ୍ରେରେ ସାମିଲ ହୋଇଛନ୍ତି।…

କଂଗ୍ରେସରେ ମିଶିଲେ ଆପ୍ ବିଧାୟକ ରାଜେନ୍ଦ୍ର ପାଲ ଗୌତମ

ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଏବଂ କଂଗ୍ରେସ ନେତା ପୱନ ଖେଡା ଉପସ୍ଥିତ…

୫-ଟି ହାଇସ୍କୁଲ ରୂପାନ୍ତରୀକରଣରେ ଖର୍ଚ୍ଚ ହୋଇଛି ୩ ହଜାର କୋଟି ଟଙ୍କା

ପୂର୍ବ ସରକାର ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ୫-ଟି ଅଧୀନରେ ଥିବା ସରକାରୀ ଡିଜିଟାଲ ହାଇସ୍କୁଲ ଆରମ୍ଭ କରିଥିଲେ । ଏବେ ନୂଆ ସରକାର ଆସିବା ପରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ଖର୍ଚ୍ଚର ଖୋଳତାଡ଼ ଆରମ୍ଭ ହୋଇଛି। ଆଜି…