Category: ରାଜନୀତି

ଗନ୍ଧମାର୍ଦ୍ଧନ ପାହାଡ଼ ରହିଛି ୯୧୨ ପ୍ରକାରର ବନୌଷଧି ଗଛ

ଆଜି ଲୋକସଭାରେ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପାହାଡ଼ ପ୍ରସଙ୍ଗ ଉଠାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପାଇକମାଳର ଏହି ପାହଡ ଉପରେ ସର୍ଭେ କରିବାକୁ ଦାବି ସହ ସେ କହିଛନ୍ତି ପାହାଡ଼ରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ ଅଛି । ଔଷଧୀୟ…

ଗିରଫ ହେଲେ ଲାଞ୍ଚୁଆ ବିଡିଓ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ ଗୁରୁବାର ୪.୯୨ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ବେଳେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି । ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗ କେସ ନମ୍ବର ୧୪/୨୦୨୪ରେ ଏକ…

ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ସମସ୍ତଙ୍କ ପାଇଁ ବିଜେପି ଦ୍ୱାର ଖୋଲା: ବିଶେଶ୍ୱର ଟୁଡୁ

ପୂର୍ବତନ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ମମତା ମହନ୍ତ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। କୁଡୁମୀ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀମତୀ ମହନ୍ତଙ୍କ ଯୋଗଦାନ କାରଣରୁ ବିଜେପିର ସଂଗଠନ ଆହୁରି ସୁଦୃଢ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର…

ବିଜେଡିର ଆରୋପ; ବିଜେପି ପ୍ରଲୋଭନରେ ଦଳ ଛାଡ଼ିଛନ୍ତି ମମତା

ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ି ତଥା ରାଜ୍ୟସଭାର ସଦସ୍ୟ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି ବୋଲି ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସାଂସଦ…

ୱାୟନାଡରେ ପହଞ୍ଚିଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧି

କେରଳର ୱାୟନାଡରେ ଭୂସ୍ଖଳନ ହେତୁ ସବୁକିଛି ନଷ୍ଟ ହୋଇଯାଇଛି। ୱାୟନାଡ ଭୂସ୍ଖଳନରେ ବହୁତ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ସହ ନିଖୋଜ ଅଛନ୍ତି । ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦିକା…

ବିଜେପିରେ ଯୋଗଦେଲେ ମମତା ମହନ୍ତ 

ଆଜି ଦିଲ୍ଲୀରେ ବିଜେପିରେ ଯୋଗଦେଇଛନ୍ତି ମମତା ମହନ୍ତ । କାଲି ରାଜ୍ୟସଭା ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ଆଜି ସାମିଲ ହୋଇଛନ୍ତି…

ପିସିସି ସଭାପତିଙ୍କ ନାମ ଘୋଷଣା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ଜୟଦେବଙ୍କ ଚିଠି

ଓଡ଼ିଶାରେ ତୁରନ୍ତ ପିସିସି ସଭାପତିଙ୍କ ନାମ ଘୋଷଣା କରିବା ପାଇଁ ଖଡ଼ଗେ, ରାହୁଲ ଓ ସୋନିଆଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ସହ ଯିଏ ଦଳକୁ ଆଗକୁ ନେବେ, ତାଙ୍କୁ…

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ସେଥିମଧ୍ୟରୁ…

ପିସିସି ସଭାପତି ରେସରେ ତାରା ବାହିନୀପତି

କିଏ ଧରିବେ ଓଡ଼ିଶାରେ କଂଗ୍ରେସ ନେତୃତ୍ବର ମଙ୍ଗ । ଏ ନେଇ ଦିଲ୍ଲୀରେ ଅଙ୍କକଷା ଆରମ୍ଭ ହୋଇଛି । କାହା ନେତୃତ୍ବରେ ଓଡ଼ିଶାରେ କଂଗ୍ରେସ କେତେ ଲାଭବାନ ହେବ। କଂଗ୍ରେସ ହାଇକମାଣ୍ଡ ଏମିତି ଜଣେ ନେତାଙ୍କୁ ପିସିସି ଗାଦିରେ ବସାଇବାକୁ ଚାହୁଁଛନ୍ତି…

ଦୁର୍ନୀତି ଅଭିଯୋଗରେ ଦୁଇଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ରାଜ୍ୟରେ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମକୁ ଭାଙ୍ଗିଲେ ରାଜ୍ୟ ସରକାର। ଏଣିକି ରାଜ୍ୟ ସରକାର ଦୁଇଟି ବୋର୍ଡର ବ୍ୟାପାର ବୁଝିବେ ବୋଲି ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।