Category: ରାଜନୀତି

ବିଜେପିର ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ବ; ପ୍ରତିମାସ ମିଳିବ ୨୫୦୦ ଟଙ୍କା

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଘୋଷଣା କରିଛି । ବିଜେପିର ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଛି। ମହିଳାଙ୍କୁ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଜେପି ନଡ୍ଡା । ମହିଳା ସମୃଦ୍ଧି ଯୋଜନାରେ ପ୍ରତିମାସ…

ଜମି ବିବାଦରେ ଫସିଯିବେ କି ମନ୍ତ୍ରୀ କୃଷ୍ଣ ?

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଓ ତାଙ୍କ ପରିବାର ନାମରେ ଉଠିଛି ଏକ ଜମିବିବାଦ ମାମଲା । ଯତନନଗରରେ ପ୍ରାୟ ୫୨ ଏକର ଜମି ପାଇଁ ଆବେଦନ କରିଥିଲେ ପାତ୍ର ପରିବାର । ଇଏ ହେଉଛି ୨୦୧୬ର ମାମଲା । ୨୦୧୬ରେ ରାଜ୍ୟରେ…

ନବ ଦାସ ହତ୍ୟାକାଣ୍ଡ ମାମଲାରେ CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି

ପୁଣି ଖୋଲିବ କି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସ ହତ୍ୟାକାଣ୍ଡ ମାମଲାରେ ଫାଇଲ୍‌? ନବ ଦାସ ହତ୍ୟାକାଣ୍ଡ ମାମଲା ଏବେ ନୂଆ ମୋଡ଼ ନେଇଛି । ବିଜେପି ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ…

ଦିଲ୍ଲୀ ବିଧାନସଭା ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରେ ବୈଜୟନ୍ତ ପଣ୍ଡା

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ଷ୍ଟାର ପ୍ରଚାର ତାଲିକା ଜାରି କରିଛି । ଏହି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ…

କେନ୍ଦୁଝରରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜିଠାରୁ ଲୋକଙ୍କୁ ମିଳିବ ୩୫୦୦ ଟଙ୍କା ମାସିକ ଭତ୍ତା । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା । ଆଜି କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ବର୍ଦ୍ଧିତ ସାମାଜିକ ସୁରକ୍ଷା…

ଉଦଘାଟିତ ହେଲା ୨୫୨ କୋଟି ଟଙ୍କାରେ ନିର୍ମିତ କଂଗ୍ରେସର ନୂଆ ମୁଖ୍ୟାଳୟ ‘ଇନ୍ଦିରା ଭବନ’

ଆଜି କଂଗ୍ରେସର ନୂତନ ମୁଖ୍ୟ କାର୍ଯ୍ୟାଳୟ ‘ଇନ୍ଦିରା ଭବନ’କୁ ଉଦଘାଟନ କରିଛନ୍ତି ସୋନିଆ ଗାନ୍ଧୀ । ନୂଆଦିଲ୍ଲୀର ୯ (ଏ) – କୋଟଲା ରୋଡରେ ନିର୍ମାଣ କରାଯାଇଛି ଇନ୍ଦିରା ଭବନ । ୨୫୨ କୋଟି ବ୍ୟୟରେ ନିର୍ମାଣ କରାଯାଇଛି କଂଗ୍ରେସ ଭବନ।…

ଅନାସ୍ଥା ପଛରେ ରହିଛି ଦୀପାଳି ଓ ବିଶାଳଙ୍କ ହାତ; ଅଭିଯୋଗ ଆଣିଲେ ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା

ଝାରସୁଗୁଡା ଜିଲ୍ଲାରେ ବ୍ରଜରାଜନଗର ପୌରଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ତେଜିଛି ରାଜନୀତି। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭିଡିଓ ମେସଜ ପଠାଇଛନ୍ତି ବ୍ରଜରାଜନଗର ପୌର ପରିଷଦ ଚେୟାର ପର୍ସନ ଯାଜ୍ଞସେନୀ ଓରାମ। ସେ ଭିଡିଓ ମାଧ୍ୟମରେ…

ଦିଲ୍ଲୀରେ ଓଡ଼ିଶା ବିଜେପିର ମାନସ ମନ୍ଥନ

ଦିଲ୍ଲୀରେ ରାଜ୍ୟ ବିଜେପିର ବଡ଼ ବୈଠକ । ରାଜ୍ୟ ବିଜେପିର ସାଂଗଠନିକ ଓ ରାଜ୍ୟ ସଭାପତି ନିର୍ବାଚନ ନେଇ ଆଜି ଦିଲ୍ଲୀରେ ରାଜ୍ୟ ବିଜେପିର ବୈଠକ ହୋଇଥିବା ସୂଚନା ମିଳିଛି । ଦିନେ ୨ଦିନ ଭିତରେ ସରିବ ୩୭ ସାଙ୍ଗଠନିକ ଜିଲ୍ଲାର…

ଶଙ୍ଖ ଭବନକୁ ରାଜ୍ୟ ସରକାର ନିଜ ଦଖଲକୁ ନିଅନ୍ତୁ :ଜଗନ୍ନାଥ ପ୍ରଧାନ

ଗତକାଲି ଶଙ୍ଖ ଭବନରେ ସାଧାରଣ ଲୋକଙ୍କୁ ଖାଦ୍ୟ ବିକ୍ରି କରି ହୋଟେଲ୍ ଚଲାଉଥିବା ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଆଜି ମଧ୍ୟ ଭୁବନେଶ୍ବର ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଜୋରଦାର ଟାର୍ଟେଟ କରିଛନ୍ତି।ଏହା ସହିତ ବିଜେଡି ସାରା ଓଡିଶାବାସୀଙ୍କ…

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସାଲେପୁର ବିଜେପି ଦୁଇଫାଳ

ଓଡିଶା ବିଜେପିର ରାଜ୍ୟ ବିଜେପି ମଧ୍ୟ୍ୟରେ ଗୋଷ୍ଠୀ କନ୍ଦଳର ଛିଟା ନିର୍ବାଚନ ମଣ୍ଡଳୀ ମାନଙ୍କୁ ବ୍ୟାପିବାରେ ଲାଗିଲାଣି। ଆଜି ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ସ୍ଥିତ dreams ବିଶ୍ୱବିଦ୍ୟାଳୟର ପ୍ରଥମ ସମବର୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…