Category: ରାଜନୀତି

ବାଂଲାଦେଶରେ ଅନ୍ତରୀଣ ସରକାର: ମହମ୍ମଦ ୟୁନୁସଙ୍କୁ ଦାୟିତ୍ୱ

ବାଂଲାଦେଶ ସ୍ଥିତି ଅଣାୟତ୍ତ। ରାଜନୈତିକ ଅସ୍ଥିରତା ଓ ହିଂସା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ମଙ୍ଗଳବାର ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ଭାବେ…

ଦେଶରେ ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଏକଜୁଟ ହେବା: ମନମୋହନ ସାମଲ

ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ଓ ସୀମାଂଚଳ ଖଟେଇ…

ମୁଖ୍ୟମନ୍ତ୍ରୀ-ନୀତି ଆୟୋଗ ସିଇଓ ଆଲୋଚନା: ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ ଲକ୍ଷ୍ୟ

ବିକଶିତ ଓଡ଼ିଶା ସ୍ୱପ୍ନ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ମଙ୍ଗଳବାର ଲୋକସେବା ଭବନରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶା…

ବବିଙ୍କୁ ଟାର୍ଗେଟ କଲେ ମମତା ମହନ୍ତ

ବିଜେଡି ଓ ରାଜ୍ୟସଭା ଛାଡ଼ି ବିଜେପିରେ ମିଶିବା ପରେ ବବି ଦାସଙ୍କ ନାଁରେ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ମମତା ମହନ୍ତ। ମମତା କହିଛନ୍ତି, ୪ରେ ତୁମ ହିସାବ କରାଯିବ ବୋଲି ବବି କହିଥିଲେ। ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ ଥିଲା।…

ଲୋକଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି ବିଜେଡି: ଜୟନାରାୟଣ ମିଶ୍ର

ଲୋକଙ୍କ ଭଲପାଇବା ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ପାଇଁ ବିଜେପି ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେବ। ମାତ୍ର ଏହି ପ୍ରସଙ୍ଗକୁ ନେଇ ବିଜେଡି ଅଯଥାରେ…

ବିଜେପି ପାଣି ବାଣ୍ଟିବାକୁ ଦେଲେ ବି ମୁଁ ଖୁସିରେ କରିବି: ମମତା ମହନ୍ତ

ମମତା ମହନ୍ତ ବିଜେଡ଼ି ଛାଡି ବିଜେପିରେ ମିଶିବା ପ୍ରସଙ୍ଗରେ ରାଜନୈତିକ ଝଡ଼ ଥମି ନଥିବା ବେଳେ ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତ୍ରୀ ମମତା ମହନ୍ତ । ଓଡ଼ିଶା ଫେରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମମତା । ବିଜେପିରୁ ରାଜ୍ୟସଭା ଯିବେ…

ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟର ନୋଟିସ

ଚାଳିତବର୍ଷ ନୟାଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ହୋଇଥିବା ଅଭିଯୋଗକୁ ଆଧାରକରି ହାଇକୋର୍ଟରେ ମାମଲା ଦାଏର ପରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଜାରି ହୋଇଛି ନୋଟିସ । ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ପରେ ବିଧାୟକ ଅରୁଣ ସାହୁଙ୍କୁ…

ବିଜେପି ପଦାଧିକାରୀ ବୈଠକ ଆରମ୍ଭ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବିଜେପି ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ଚାଲିଛି ବୈଠକ। ଆଜି ବସିଥ‌ିବା ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ସହ ରାଜ୍ୟ ଏବଂ କେନ୍ଦ୍ର…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ଦିନ ୧୧ ଟା ୩୦ ସମୟରେ ଲୋକସେବା ଭବନରେ ବସିବ ବୈଠକ । ଏହା ମୋହନ ସରକାରଙ୍କ ଚତୁର୍ଥ କ୍ୟାବିନେଟ୍ ବୈଠକ । ବୈଠକରେ କିଛି…

ବିଜେପି ବିରୁଦ୍ଧରେ ଅଭିଯୋଗ ଆଣିବା ପୂର୍ବରୁ ବିଜେଡି ପ୍ରଥମେ ନିଜକୁ ଦେଖୁ: ଅନିଲ ବିଶ୍ୱାଳ

ବିଜୁ ଜନତା ଦଳ ୨୪ବର୍ଷ ଧରି ସରକାରରେ ଥିବା ସତ୍ତ୍ୱେ ଓଡିଶା ଲୋକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରୁନଥିଲେ କି ନିଜର ସମସ୍ୟା ବିଷୟରେ ସରକାରଙ୍କୁ ଜଣାଇ ପାରୁନଥିଲେ। ଏବେ ସରକାର ପରିବର୍ତ୍ତନ ପରେ ମୋହନ ମାଝୀଙ୍କ ନେତୃତ୍ୱରେ…