Category: ରାଜନୀତି

ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ଗୃହ, ୧୨ଟା ଯାଏଁ ବିଧାନସଭା ମୁଲତବୀ

ବିଧାନସଭା ବଜେଟ୍‌ ଅଧିବେଶନର ଆଜି ତୃତୀୟ ଦିନ । ତେବେ ଶନିବାର ଦିନ ବିଧାନସଭା ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି । ପ୍ରବଳ ହଟ୍ଟଗୋଳ କାରଣରୁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଆଇନ…

ଅଜୟ କୁମାର ଲଲ୍ଲୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ

ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ମିଳିଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଏଆଇସିସି ନିଯୁକ୍ତି ପରେ ଏବେ ଅଜୟ କୁମାର ଲଲ୍ଲୁଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି । ଏନେଇ…

ଓଡ଼ିଆ ଅସ୍ମିତାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ସାହୁ ଓ ସୂର୍ଯ୍ୟବଂଶୀ

ଗୃହରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ହେଲେ ବିରୋଧୀ ଦଳର ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ…

କଂଗ୍ରେସରୁ ସବୁ ନିଲମ୍ବନ, ବହିଷ୍କାର ପ୍ରତ୍ୟାହାର ଘୋଷଣା କଲେ ଭକ୍ତ ଦାସ

ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଦାସ ଙ୍କ ବଡ଼ ନିଷ୍ପତ୍ତି । ନିଲମ୍ବନ ହୋଇଥିବା ପୁରୁଖା ନେତାଙ୍କୁ ଦଳକୁ ଅଣାଯିବ । ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରିଛନ୍ତି ଭକ୍ତ ଦାସ ।…

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପାଇଁ ଆମେରିକାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହ୍ୱାଇଟ୍ ହାଉସରେ ଭେଟ ହୋଇଛି । ଟ୍ରମ୍ପଙ୍କର କ୍ଷମତା ଗ୍ରହଣ କରିବା ପରେ…

ଆସନ୍ତାକାଲି ବସିବ ବିଜେପିର କୋର କମିଟି ବୈଠକ

ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୧ ଟାରେ ବସିବ ବିଜେପିର କୋର କମିଟି ବୈଠକ । ଏହି ବୈଠକରେ ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିବେ…

ମୋଦି ଗ୍ୟାରେଣ୍ଟି, କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ଫଳ ହେଉଛି ଦିଲ୍ଲୀରେ ବିଜେପି ସରକାର: ବୈଜୟନ୍ତ ପଣ୍ଡା

ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭…

ଆଦିବାସୀ ନାବାଳିକାଙ୍କ ଗଣବଳାତ୍କାର ଘଟଣା; ଲକ୍ଷ୍ମୀପୁର ଗସ୍ତ କଲା ବିଜେଡି ଟିମ

ଲକ୍ଷ୍ମୀପୁରରେ ନାବାଳିକା ଆଦିବାସୀ ଝିଅକୁ ଗଣବଳାତ୍କାର ଅଭିଯୋଗର ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରିବା ପାଇଁ ଗୁରୁବାର ବିଜେଡିର ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ କୋରାପୁଟର ଲକ୍ଷ୍ମୀପୁର ଗସ୍ତ କରିଛି। ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ୍, କୌଶଲ୍ୟା ହିକକା, ସସ୍ମିତା ମେଲେକା,…

କାମ ଆମର କ୍ରେଡିଟ୍ ନେଉଛି ବିଜେପି ସରକାର: ନବୀନ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ସରକାରଙ୍କୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ବିଭିନ୍ନ ଯୋଜନାରେ ସଫଳତା ଆମ ସରକାର ଆଣିଲା କିନ୍ତୁ ଏବେ…

ବିଜେପି ହ୍ବୁସିଲ୍ ମାରିଲେ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି: ଜୟନାରାୟଣ ମିଶ୍ର

ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବିଧାନସଭା ସମ୍ମୁଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଗିଦ କରିଥିବା କଥା ଏବେ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ପ୍ରତିକ୍ରିୟାରେ…